ଟିଇଟିକୁ ନେଇ ଦ୍ଵନ୍ଦରେ ଶିକ୍ଷକ
ସୁପ୍ରିମକୋର୍ଟ ନିର୍ଦ୍ଦେଶ କରିଛନ୍ତି ଯେ, ଶିକ୍ଷକଙ୍କ ପାଇଁ ଯୋଗ୍ୟତା ପରୀକ୍ଷା ଆବଶ୍ୟକ। ଏହାକୁ ନେଇ ଅନେକ ପ୍ରତିକ୍ରିୟା ଆସୁଛି। ରାଜ୍ୟ ସରକାରମାନେ ଏହାକୁ କିପରି ମାନିବେ, ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଚୁଡାନ୍ତ ରାୟ ଦେବା ପାଇଁ...
ପୁରୁଷ ବନ୍ଧୁଙ୍କ ନିର୍ଯାତନା : ଥାନା ରେ ଫିନାଇଲ ପିଇଲେ ନାବାଳିକା
ଗୋପାଳପୁର ଥାନା ଅଧୀନରେ ଘଟିଥିବା ଏକ ଘଟଣାରେ, ସୋମବାର ଜଣେ ନାବାଳିକା ଫିନାଇଲ ପିଇଥିବା ଅଭିଯୋଗରେ ପୁରୁଷ ବନ୍ଧୁଙ୍କୁ ପୋଲିସ ଗିରଫ କରିଛି। ନାବାଳିକାଙ୍କ ବାପାମାଆଙ୍କ ଅଭିଯୋଗ ଅନୁସାରେ, ସେହି ପୁରୁଷ ବନ୍ଧୁ ତାଙ୍କୁ ଅପହରଣ ଓ ଯୌନ ନିର୍ଯାତନା...
ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ଗିରଫ
ମୟୁରଭଞ୍ଜ ଜାମଦାରର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା। ଝାରସୁଗୁଡା ବେଲପାହାଡ଼ ମ୍ୟୁନିସିପାଲଟିରେ ମଧୁସ୍ମିତା କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ସେଠାରେ ୪ କୋଟି ଟଙ୍କାର ଅର୍ଥ ହେରଫେର କରିଥିବା...
ଶ୍ରେଷ୍ଠ ମୂଖ୍ୟମନ୍ତ୍ରୀ ଭାବେ ବିବେଚିତ ହେଲେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଳିଛି ଜାତୀୟ ସ୍ୱୀକୃତି। ଇଣ୍ଡିଆ ଟୁଡେ-ସିଭୋଟରଙ୍କ ‘ମୁଡ ଅଫ ଦି ନେଶନ’ ସର୍ଭେରେ ବଡ଼ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଆକଳନ ହୋଇଥିଲା। ସେଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୀର୍ଷ ସ୍ଥାନରେ ରହିଛନ୍ତି। ଯାହାକୁ...
ମଝି ଆକାଶରେ ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଡାକ୍ତର
ମଝି ଆକାଶରେ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ କଟକ ଏସସିବି ମେଡିକାଲର ଅତିରିକ୍ତ ଅଧିକ୍ଷକ ଜ୍ୟୋତିର୍ମୟ ନାୟକ । ଏକ କନଫରେନ୍ସରେ ଯୋଗ ଦେବାକୁ ବିମାନରେ ଭୁବନେଶ୍ବରରୁ ରାୟପୁର ଯାତ୍ରା କରୁଥିଲେ । ଭୁବନେଶ୍ବରରୁ ରାୟପୁରକୁ ଯାଉଥୁବା ବିମାନରେ...
ବିଜେପି ର ନୂଆ NAC ଘୋଷଣା ; ବିଜେଡି ର ଆନ୍ଦୋଳନ ଚେତାବନୀ
ରାଜ୍ୟ ସରକାର ୨୮ଟି ନୂତନ NAC ଘୋଷଣା କରିବା ପରେ ରାଜନୀତି ତିବ୍ର ହୋଇଯାଇଛି। ବିଜେଡି ଏହାକୁ “ପୁନଃଘୋଷଣା” ବୋଲି କହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୬ଟି NAC ଘୋଷଣା କରିଥିଲେ। ବିଜେପି ସରକାର ସେଥିରୁ ୧୬...
ଶିକ୍ଷକ ଙ୍କ ପାଇଁ TET ପାସ୍ ବାଧ୍ୟତାମୂଳକ ; ନହେଲେ ଅବସର
ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର । ସବୁ ଶିକ୍ଷକଙ୍କ ପାଇଁ TET ବାଧ୍ୟତାମୂଳକ । TET ବା ଟିଚର୍ ଏଲିଜିବିଲିଟି ଟେଷ୍ଟ ପାସ୍ କରିବା ବାଧ୍ୟତାମୂଳକ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଶିକ୍ଷକଙ୍କ ପାଇଁ ସୁପ୍ରିମକୋର୍ଟ ସୋମବାର...
ହ୍ୟୁଜ୍ ଆପ୍ ର ମାଷ୍ଟର ମାଇଣ୍ଡ ଗିରଫ
ହ୍ୟୁଜ୍ ଆପ୍ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ପଛରେ ରହିଛନ୍ତି ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ । ମୁଖ୍ୟ ଅଭିଯୁକ୍ତ ତଥା ପ୍ରମୋଟର ପାର୍ଥ ସାରଥି ଦାସକୁ ବାଲେଶ୍ବରରୁ ଗିରଫ କରି କୋର୍ଟ ଚାଲାଣ କରିଛି କଟକ...
ନାଟକ ଥିଲା ଉଦଳା ଗଣଦୁଷ୍କର୍ମ ଅଭିଯୋଗ
ମିଛ ଥିଲା ଗଣଦୁଷ୍କର୍ମ ଅଭିଯୋଗ, ମାନିଲେ ଯୁବତୀ । ପୋଲିସ ଓ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ଆଗରେ ମିଛ ଅଭିଯୋଗ କରିଥିବା ମାନିଛନ୍ତି ଯୁବତୀ ଜଣଙ୍କ । ଏଥିସହ ଯୁବତୀଙ୍କ ମେଡିକାଲ୍ ରିପୋର୍ଟରୁ ଜଣାପଡ଼ିଛି ତାଙ୍କ ସହ କୌଣସି ଅସଦାଚରଣ ହୋଇ...
ମୟୂରଭଞ୍ଜ ରେ ଗଣଦୁଷ୍କର୍ମ
ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅଞ୍ଚଳରେ ଏକ ଯୁବତୀଙ୍କୁ ଗାଡ଼ିଭିତରେ ଗଣଦୁଷ୍କର୍ମ କରି ରାସ୍ତାରେ ଛାଡ଼ିଦେଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଯୁବତୀକୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି...


















