28.1 C
Bhubaneswar
Thursday, November 12, 2026
-Advertisement-

ସକାଳୁ ନେଉଥିଲେ ଲାଞ୍ଚ, ASI ଙ୍କୁ ଧରିଲା ଭିଜିଲାନ୍ସ

ଲାଞ୍ଚ ନେବା ଜଣେ ପୋଲିସ ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବରଗଡ଼ ଜିଲ୍ଲା ବିଜେପୁର ଥାନା ଏସ୍ଆଇ ଜଗା ବରିହା ସକାଳୁ ସକାଳୁ ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମିଳିଥିବା ପ୍ରାଥମିକ ସୂଚନା...

ବାଂଲାଦେଶ ରେ ପାକିସ୍ତାନ ମନ୍ତ୍ରୀ ଅପମାନିତ

ଦକ୍ଷିଣ ଏସିଆରେ ବିଚ୍ଛିନ୍ନ ହୋଇଥିବା ପାକିସ୍ତାନ ଏବେ ବାଂଲାଦେଶ ଆଡକୁ ବନ୍ଧୁତାର ହାତ ବଢ଼ାଉଛି। କିନ୍ତୁ ବାଂଲାଦେଶ ସ୍ପଷ୍ଟ କରିଛି ଯେ କୌଣସି ଚୁକ୍ତି ପୂର୍ବରୁ ପାକିସ୍ତାନକୁ ୧୯୭୧ ଗଣହତ୍ୟା ପାଇଁ କ୍ଷମା ମାଗିବାକୁ ପଡିବ। ବାଂଲାଦେଶ ୧୯୭୧ ଗଣହତ୍ୟା...

ଇସ୍ରୋକୁ ବଡ଼ ସଫଳତା ; ପ୍ରଥମ ଏୟାର ଡ୍ରପ୍ ଟେଷ୍ଟର ସଫଳ ପରୀକ୍ଷଣ

ଭାରତର ମହାକାଶ ଯାତ୍ରାରେ ଯୋଡ଼ି ହୋଇଛି ଆଉ ଏକ ନୂତନ ଅଧ୍ୟାୟ । ISRO ଗଗନଯାନ ମିଶନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଏୟାର ଡ୍ରପ୍ ପରୀକ୍ଷଣ (IADT-01) ସଫଳତାର ସହ ସମାପ୍ତ ହୋଇଛି। ଏହି ପରୀକ୍ଷଣରେ, ପାରାଚୁଟ୍-ଆଧାରିତ ପ୍ରଣାଳୀର...

ଓଡ଼ିଶା ପାଇଁ ଦିଲ୍ଲୀ ରେ ବସିବ ବୈଠକ

ଆସନ୍ତାକାଲି ଦିଲ୍ଲୀରେ ବସିବାକୁ ଯାଉଛି ରାଜ୍ୟ କଂଗ୍ରେସର ବଡ଼ ବୈଠକ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡିଶା ନେତାଙ୍କୁ ନେଇ କରିବେ ବୈଠକ । ସାଂଗଠନିକ ସ୍ଥିତି ମଜଭୁତ ସହ ରାଜ୍ୟରେ ଆଗାମୀ ରଣନୀତି କ'ଣ ରହିବ, ସେନେଇ...

ଅମର ଶତପଥୀଙ୍କ ବିସ୍ଫୋରକ ବୟାନ

ବିଜେଡିର ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ । ବଡଚଣା ବିଜେଡିକୁ ଭାଙ୍ଗିବା ପ୍ରକ୍ରିୟା ଭୁବନେଶ୍ୱରରୁ ଆରମ୍ଭ ହୋଇଥିଲା । କର୍ମୀ ସେତେବେଳେ ଦଳ ଛାଡନ୍ତି ଯେତେବେଳେ ନେତୃତ୍ୱ ଉପରେ ଅନାସ୍ଥା ଆସେ । କର୍ମୀ ଦଳ...

ଦୁର୍ଘଟଣା ରେ ASI ଙ୍କ ମୃତ୍ୟୁ

ରବିବାର ସକାଳୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସଡ଼କ ଦୁର୍ଘଟଣାରେ ଜଣେ ପୋଲିସ ASI ଙ୍କର ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଗାଁ ନିକଟରେ ସଡ଼କ ଦୁର୍ଘଟଣାରେ ପୋଲିସ ASI ମାନସ ସିଂହଙ୍କର...

ଭିଜିଲାନ୍ସ ଜାଲରେ କଟକ ସିଟି ହସ୍ପିଟାଲର ସାହାଣୀ ବାବୁ

ଆୟ ବ‌ହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଶୁକ୍ରବାର ତାଙ୍କର ୫ଟି ସ୍ଥାନରେ ଏକକାଳୀନ ଖୋଳତାଡ଼ ପରେ ଶନିବାର ତାଙ୍କୁ ଗିରଫ କରାଯାଇଛି...

ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମେଡିକାଲରୁ ସୁସ୍ଥ ହୋଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନବୀନନିବାସକୁ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ଡିହାଇଡ୍ରେସନ କାରଣରୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ...

ନବୀନ ନିବାସରେ ପହଞ୍ଚିଲେ ପ୍ରେମ୍ ପଟ୍ଟନାୟକ

୧୭ ତାରିଖରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ଡିସଚାର୍ଜ ହୋଇ ନିବାସକୁ ଫେରିଥିଲେ । ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଦେଖିବାକୁ ଭାଇ ପ୍ରେମ୍ ପଟ୍ଟନାୟକ ନବୀନ ନିବାସରେ...

ରାଜ୍ୟରେ ତୀବ୍ର ହେଉଛି NAC ଆନ୍ଦୋଳନ : ଯାଜପୁରରେ ବିକ୍ଷୋଭ, ବେଗୁନିଆରେ ବନ୍ଦ ଡାକରା

ରାଜ୍ୟରେ ନୋଟିଫାଇଡ୍ ଏରିଆ କାଉନ୍ସିଲ୍ (NAC) ଗଠନ ପାଇଁ ଦାବି ଜୋରଦାର ହୋଇଯାଇଛି । ୧୨ଟି NAC ଗଠନ ପାଇଁ ସରକାର ଡ୍ରାଫ୍ଟ ରିଜୋଲ୍ୟୁସନ ଦେଇଥିବା ସତ୍ତେ, ଏବେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ NAC ପାଇଁ ଆନ୍ଦୋଳନ ଆରମ୍ଭ ହୋଇଛି...
- Advertisement -

Latest article

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...