ଜଗନ୍ନାଥଙ୍କ ନାଁରେ ଅନଲାଇନ ଠକେଇ
ଅନଲାଇନ୍ରେ ବୁକିଂ କଲେ ପୁରୀ ଶ୍ରୀମନ୍ଦିରରେ ହେବ ପୂଜା । ଏନେଇ ୱେବସାଇଟ୍ରେ ଚାଲିଛି ବୁକିଂ । https://pujapariseva.com/ ନାମକ ଏକ ଜାଲି ୱେବସାଇଟ୍ ଏହି ବୁକିଂ କରୁଛି । ଯେଉଁଥିରେ ପୁରୀ ଜଗନ୍ନାଥ ମନ୍ଦିରର ଫଟୋ ସହ ବିଭିନ୍ନ...
ନିଲମ୍ବିତ ହେଲେ ସଂସ୍କୃତ ଶିକ୍ଷକ
ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଏକ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଆଦିତ୍ୟ ପ୍ରଧାନଙ୍କୁ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନିଲମ୍ୱିତ କରାଯାଇଛି । ୭ ଜଣ ଛାତ୍ରୀଙ୍କର ଅଭିଯୋଗ ପରେ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୁରୁଣ୍ଡିଆ...
ବିଜେଡ଼ି ରେ ବିଦ୍ରୋହ
ବିଜୁ ଯୁବ ଜନତା ଦଳର ସଭାପତି ଭାବେ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଇପ୍ସିତା ସାହୁଙ୍କୁ ନିଯୁକ୍ତ କରିଥିଲେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ । ଆଉ ବିଜେଡିର ଏହି ନିଷ୍ପତ୍ତି ବିରୋଧରେ...
ସଂସ୍କୃତ ଶିକ୍ଷକ ଙ୍କ ନାରେ ଅସଦାଚରଣ ଅଭିଯୋଗ
ପୁଣିଥରେ ଗୁରୁଙ୍କ ନାଁରେ କଳଙ୍କ। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକରେ ସଂସ୍କୃତ ଶିକ୍ଷକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଉଠିଛି। ୭ ଜଣ ଛାତ୍ରୀ ଶିକ୍ଷକଙ୍କ ଦ୍ବାରା ଅସଦାଚରଣ କରାଯାଇଥିବା କହି ମୁଖ ଖୋଲିଛନ୍ତି। ଗୁରୁ-ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ ଲାଗିଥିବା...
ରହସ୍ୟ ବଢ଼ାଉଛି ଆଇନଜୀବୀଙ୍କ ଆତ୍ମାହୁତି ଘଟଣା
ରାଜଧାନୀରେ ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ । ମଞ୍ଚେଶ୍ବର ଥାନା ପାଣ୍ଡରା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ୪୬ ବର୍ଷୀୟ ଦୀପକ ସାହୁ। ଦୀପକ ଜଣେ ଆଇନଜୀବୀ । ଗୁରୁବାର ହଠାତ୍ ଛାତ...
୩ ଦିନ ପରେ ନିଖୋଜ ୟୁଟ୍ୟୁବର ଙ୍କୁ ଖୋଜି ପାଇଲା ପୋଲିସ
ଗତ ରବିବାରଠାରୁ ନିଖୋଜ ହୋଇଥିବା ଜଣେ ଯୁଟ୍ୟୁବରଙ୍କୁ ଅବଶେଷରେ ସୁରକ୍ଷିତ ଅବସ୍ଥାରେ ଖୋଜି ପାଇବାକୁ ସମର୍ଥ ହୋଇଛି ପୋଲିସ। ସୂଚନା ଅନୁସାରେ, ସେ ବଣଭୋଜି ପାଇଁ ମହେନ୍ଦ୍ରଗିରି ପାଦଦେଶରେ ଅବସ୍ଥିତ ବାରହାପଥର ଜଳପ୍ରପାତକୁ ଯାଇଥିଲେ। ସେଠାରେ ବ୍ଳଗିଂ କରିବା ସମୟରେ...
ଭିଜିଲାନ୍ସ ଜାଲରେ ପଡ଼ିଲେ ଆସିଷ୍ଟାଣ୍ଟ କମିଶନର
ଭୁବନେଶ୍ବର-IV ସର୍କଲର ସହକାରୀ କମିଶନର ସରିତା ବାରିକଙ୍କୁ ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛି। ୨୦୨୦-୨୧ ଆର୍ଥକ ବର୍ଷ ପାଇଁ ଜଣେ ଖାଦ୍ୟ ଉତ୍ପାଦକଙ୍କୁ ୨,୨୭,୧୪୭ ଟଙ୍କା ଜୋରିମାନା ଏବଂ କର ପୈଠ ପାଇଁ କାରଣଦର୍ଶାଅ ନୋଟିସ୍ ଜାରି...
ଶ୍ରୀମନ୍ଦିରରେ ପୁଣି ଧରାପଡିଲା ହିଡେନ୍ କ୍ୟାମେରା
ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି। ମନ୍ଦିର ଭିତରେ ପୁଣି ଧରାପଡିଲା ହିଡେନ୍ କ୍ୟାମେରା । ଆଜି ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରାରେ ସୁଟିଂ କରୁଥିବା ବେଳେ ଜଣେ ବ୍ୟକ୍ତି ଧରା ପଡିଛନ୍ତି । ଘଣ୍ଟି ଦ୍ୱାର ନିକଟରେ ବ୍ୟକ୍ତିଜଣଙ୍କୁ ଧରିଲା...
କଟକ ଷ୍ଟେସନରେ ଭୁଶୁଡ଼ିଲା ଛାତ– ଯାତ୍ରୀଙ୍କୁ ହୋଇଲା ଅସୁବିଧା
କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ଛାତ । ପ୍ଲାଟଫର୍ମ ୧ରେ ଭୁଶୁଡ଼ି ପଡ଼ିଲା ଛାତ । ଉପର ସେଡର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛି । କଟକ ଷ୍ଟେସନ୍ ରେ ଅଘଟଣ ନେଇ...
ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର : ରାଜସ୍ୱ ମନ୍ତ୍ରୀ
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ଘୋଷଣା କରିଛନ୍ତି – ରାଜ୍ୟରେ କେହି ଆଉ ଭୂମିହୀନ ରହିବେ ନାହିଁ । ଭୂମିହୀନଙ୍କୁ ଚିହ୍ନଟ କରି ପଟ୍ଟା ଯୋଗାଇବାକୁ ତହସିଲଦାରମାନଙ୍କୁ ନିର୍ଦେଶ ଦିଆଯାଇଛି । ୨୦୨୬ ଅଗଷ୍ଟ ସୁଦ୍ଧା ସମସ୍ତଙ୍କୁ ଜମିର...


















