26.1 C
Bhubaneswar
Friday, November 13, 2026
-Advertisement-

ମହିଳା ଯୋଗ ଇନଷ୍ଟ୍ରକ୍ଟରଙ୍କୁ ଦୁଷ୍କର୍ମ

ମହିଳା ଯୋଗ ଇନଷ୍ଟ୍ରକ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଞ୍ଚଳରୁ ଆସିଛି ଅଭିଯୋଗ । କେନ୍ଦ୍ରାପଡ଼ା ସଦର ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା । ସୂଚନା ଅନୁସାରେ ମହିଳା ଜଣକ ନିଜ ଘରେ...

ଖଣି ବିସ୍ଫୋରକ ଲୁଟ୍ ମାମଲାରେ ମାଓବାଦୀ ଗିରଫ

ବାଙ୍କୋ ଖଣିରୁ ବିସ୍ଫୋରକ ଲୁଟ୍ ମାମଲା । ମାଓବାଦୀଙ୍କ ମୁଖ୍ୟ ସହଯୋଗୀ ଗିରଫ । ଖଣି ଲୁଟ୍ ମାମଲାରେ ମାଓବାଦୀଙ୍କୁ ଖବର ଦେଉଥିବା ଇନଫର୍ମର ଜର୍ଜ ମୁଣ୍ଡାକୁ ବାନ୍ଧିଲା ପୋଲିସ । ଖଣି ସମ୍ମୁଖରେ ଥିବା ଘରେ ରହୁଥିବା ଜର୍ଜ...

ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟା ଧ୍ବନୀରେ ଉଛ୍ଛଳି ଉଠୁଥିଲା ଶ୍ରୀମନ୍ଦିର । ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଥିଲା । ନୀତି ନିର୍ଘଣ୍ଟ ଅନୁସାରେ ଠାକୁରଙ୍କ ନୀତି ହେବା ପରେ ଭୋର ୫ଟାରୁ ଆରମ୍ଭ ହୋଇଯାଇଥିଲା ପହଣ୍ଡି ।...

ଛତିଶଗଡରୁ ଓଡିଶା ଭିତରକୁ ପଶି ଆସିଛନ୍ତି ମାଓବାଦୀ

ଛତିଶଗଡ଼କୁ ଲାଗିଥିବା ବରଗଡ଼ ଜଙ୍ଗଲ ଦେଇ ଓଡ଼ିଶା ଭିତରକୁ ଚାଲି ଆସିଛନ୍ତି ମାଓବାଦୀ । ସୂଚନା ଅନୁସାରେ ସୋନପୁର, ବୌଦ୍ଧ, ରେଢ଼ାଖୋଲ ଅଞ୍ଚଳର ଡ୍ୟାମକୁ ଲାଗି ରହିଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଲୁଚି ରହିଛନ୍ତି ମାଓବାଦୀ । ସୂଚନା ଅନୁସାରେ...

ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା : ଚାରିବର୍ଷରେ ଖର୍ଚ୍ଚ ହେବ 6 ହଜାର କୋଟି

ପ୍ରଥମବର୍ଷ ପୂର୍ତ୍ତି ପାଳନର ଅବ୍ୟବହିତ ପୂର୍ବରୁ କେତେକ ନୂଆ ଯୋଜନାକୁ କ୍ୟାବିନେଟ ମଂଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ଅନୁମୋଦନ ମିଳିଛି । ଏହି...

65 ବର୍ଷରେ ଦ୍ବିତୀୟ ବିବାହ କଲେ ପିନାକୀ

65 ବର୍ଷରେ ଦ୍ବିତୀୟ ବିବାହ କରିଛନ୍ତି ବରିଷ୍ଠ ରାଜନେତା ତଥା ପୂର୍ବତନ ସାଂସଦ ପିନାକୀ ମିଶ୍ର । ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇଦ୍ରଙ୍କ ସହ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଜର୍ମାନୀରେ ଖୁବ୍ ଗୋପନୀୟ ଭାବେ...

ଶ୍ରୀଚୈତନ୍ୟଙ୍କ ସ୍ମାରକୀ ଭଙ୍ଗାକୁ ନେଇ ଅସନ୍ତୋଷ

ଶ୍ରୀ ମନ୍ଦିର ଉତ୍ତରଦ୍ଵାର ପାର୍ଶ୍ବରେ ଥିବା ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ସ୍ମାରକୀ ପାଦପଦ୍ମସ୍ଥଳୀକୁ ଭାଙ୍ଗି ଦିଆଯାଇଥିବାରୁ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦିବ୍ୟାଙ୍ଗ ଭକ୍ତଙ୍କ ସୁବିଧାରେ ଦର୍ଶନ ନିମନ୍ତେ ଶ୍ରୀ ମନ୍ଦିର ଉତ୍ତର ଦ୍ଵାର ଠାରେ...

ଚାଲିଛି ସର୍ଚ୍ଚ ଅପରେସନ : ୪ ଜଣ ପର୍ଯ୍ୟଟକଙ୍କ ପତ୍ତା ମିଳୁନି

ତିସ୍ତା ନଦୀରେ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଏବେବି ନିଖୋଜ ଓଡ଼ିଆ ପର୍ଯ୍ୟଟକ ଏଵଂ ମେଡିକାଲରେ ଚାଲିଛି ଇତିଶ୍ରୀଙ୍କ ପୁଅ ଓ ପୁତୁରାଙ୍କ ଚିକିତ୍ସା । ରାଜ୍ୟ ବିଜେପି ମହିଳା ନେତ୍ରୀ ଇତିଶ୍ରୀ ଜେନାଙ୍କ ସମେତ ପରିବାରର ୪ ଜଣ...

ଆଜି ଯାଏଁ ଭିଜିଲାନ୍ସ କରୁଥିଲା କଣ ?

ଅବସର ଗ୍ରହଣ କରିବାର ଦିନକ ପୂର୍ବରୁ ମାଡି ବସିଲା ଭିଜିଲାନ୍ସ । ଗ୍ରାମ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗୀ ଭିଜିଲାନ୍ସ ବାବୁଙ୍କ ଆସିବା ଖବର ପାଇ ବିଡା ବିଡା ଟଙ୍କା ଝରକା ବାଟେ ଯେତେ ପାରିଲେ, ବାହାରକୁ ଫୋପାଡିଦେଲେ...

ରଥଯାତ୍ରା ଅବସରରେ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା

ଭୁବନେଶ୍ବର : ରଥଯାତ୍ରା ଅବସରରେ ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ମିଡିଆ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’ ଆୟୋଜନ କରାଯାଉଛି । ଚଳିତବର୍ଷ ଏହି ପ୍ରତିଯୋଗିତା ଦୁଇଟି ରାଉଣ୍ଡ ଯଥା- ଅଡିସନ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...