27.3 C
Bhubaneswar
Sunday, August 2, 2026
-Advertisement-

ଓଡିଶା ଆସୁଛନ୍ତି ମ୍ୟାଡାମ୍ ରାଷ୍ଟ୍ରପତି

ନଭେମ୍ବର ୧୦ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦ ମୁର୍ମୁ । ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ପହଁଞ୍ଚିବେ । ରାଜଭବନରେ ରହିବା...

ହଜାରେ ଟଙ୍କାରେ ବିମାନ ଯାତ୍ରା

ଜୟପୁର ସହରକୁ ଆରମ୍ଭ ହୋଇଛି ବିମାନ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆ ୱାନ୍ ଏୟାର ବିମାନ ସପ୍ତାହକୁ ୬ ଦିନ ଉଡାଣ ଭରିବ ବୋଲି ସୂଚନା ମିଳିଛି। ...

ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର ଶିଶୁ ଭବନ ଛକରେ ବିଜେପି କର୍ମୀ-ପୋଲିସ ଧସ୍ତାଧସ୍ତି । ନବୀନ ନିବାସ ଘେରାଉ ପାଇଁ ଗଲାବେଳେ ପୋଲିସ ସହ ମୁହାଁମୁହିଁ । ଦଳୀୟ ଅଫିସରୁ ବିଶାଳ ଶୋଭାଯାତ୍ରାରେ ଯାଉଥିଲେ ବିଜେପି କର୍ମୀ । ବାଟରେ ଅଟକାଇଥିଲା ପୋଲିସ ।...

ଦିନଟିଏ ବନ୍ଦ ରହିଲା ଧବଳେଶ୍ବର ଝୁଲା ପୋଲ

ଗୁଜରାଟ ମର୍ବି ଝୁଲାପୋଲ ଦୁର୍ଘଟଣା ପରେ କାଲିଠାରୁ ଦିନକ ପାଇଁ ଧବଳେଶ୍ବର ଝୁଲାପୋଲରେ ଯାତ୍ରୀଙ୍କ ଯାତାୟତକୁ ବନ୍ଦ କରିଛି ପ୍ରଶାସନ । ପୋଲର ସୁରକ୍ଷା ଯାଞ୍ଚ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ବୈଷୟିକ ଟିମ୍ ଭଲଭାବରେ ଯାଞ୍ଚ...

ରାମକୃଷ୍ଣଙ୍କୁ ନାଗରିକ ସମ୍ବର୍ଦ୍ଧନା

ସିପିଆଇ ଜାତୀୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ରାମକୃଷ୍ଣ ପଣ୍ଡାଙ୍କୁ ନାଗରିକ ସମ୍ବର୍ଦ୍ଧନା I ଭୁବନେଶ୍ୱର ଗୀତଗୋବିନ୍ଦ ଭବନରେ ପ୍ରଗତିଶୀଳ ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା I ଶରତ ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ, ଦିଆଯିବ ଚାକିରୀ

ଥମିଛି ଦାରୁଠେଙ୍ଗରେ ଉତ୍ତେଜନା । ରାସ୍ତାରୋକରୁ ହଟିଛନ୍ତି ସ୍ଥାନୀୟ ଲୋକେ । ଆଜି ବିଏମସି ଅଳିଆ ଗାଡି ଧକ୍କାରେ ଆଜି ପୁଣି ଜଣଙ୍କର ଜୀବନ ଯାଇଛି । ଏହାପରେ ଘଟଣାସ୍ଥଳରେ ବିରୋଧ ପ୍ରଦର୍ଶନ କରିଥିଲେ ଲୋକେ । ଘଟଣାସ୍ଥଳରେ ବିଏମସି...

କଟକ କାଳୀପୂଜା ଭସାଣିରେ ନାଚିଲେ ଅଘୋରୀ ବାବା

ଲୋକଙ୍କ ମନ ମୋହୁଛି ଅଘୋରୀ ନୃତ୍ୟ । ଢେଙ୍କାନାଳ ଲକ୍ଷ୍ମୀ ପୂଜା ଭସାଣିରେ ଅଘୋରୀଙ୍କ ନୃତ୍ୟ ବେଶ୍ ଭାଇରାଲ ହୋଇଥିଲା । ଏହାପରେ କଟକରେ ଆଜି କାଳୀପୂଜା ଭସାଣିରେ ଦେଖିବାକୁ ମିଳିଥିଲା ଅଘୋରୀଙ୍କ ନୃତ୍ୟ । ଶେଖ୍ ବଜାର ପୂଜା...

ନମ୍ବର ପ୍ଲେଟ:ସତ୍ୟପାଠ ମାଗିଲେ ହାଇକୋର୍ଟ

ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା । ସତ୍ୟପାଠ ଦାଖଲ ପାଇଁ ପରିବହନ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସ୍ଲଟ ବୁକିିଂର ସ୍ଥିତି, ଭିତ୍ତିଭୂମି ବାବଦରେ ଜଣାଇବାକୁ ନିର୍ଦ୍ଦେଶ । ଆସନ୍ତା ୩୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ।...

ଗ୍ୟାଙ୍ଗଷ୍ଟାର ସକିଲଙ୍କୁ ତଡିପାର୍ ନିର୍ଦ୍ଦେଶ

କଟକର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲଙ୍କୁ ତଡିପାର୍ । ସକିଲଙ୍କୁ ତଡିପାର୍ ନିର୍ଦ୍ଦେଶ ଦେଲା କମିଶନରେଟ ପୋଲିସ । ନିକଟରେ ଜେଲରୁ ବେଲ୍‌ରେ ମୁକୁଳିଥିଲା ସକିଲ । ମୁକୁଳିବା ପରେ ସେ ବିବାହ କରିଥିଲା । ହତ୍ୟାକାଣ୍ଡ, ଅପହରଣ...

ଆଜି ଆଂଶିକ ସୂର୍ଯ୍ୟୋପରାଗ, ସଂଧ୍ୟା 6 ଟା 26ରେ ସର୍ବମୋକ୍ଷ

ଆଜି ଆଂଶିକ ତଥା ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ । ଅପରାହ୍ନ 4ଟା 56 ମିନିଟରେ ପରାଗ ଆରମ୍ଭ ହେବ ଏବଂ ସଂଧ୍ୟା 6ଟା 26 ମିନିଟରେ ସର୍ବମୋକ୍ଷ ହେବ । ଆଂଶିକ ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ଭୋର 4 ଟା 56...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...