ଆରଆଇ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ଓଏସଏସଏସସି ଆରଆଇ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ଚାଲିବ ମୋ ବସ୍ । ଆସନ୍ତା ୨୯ ତାରିଖ ଓଏସଏସଏସସି ଆରଆଇ ପରୀକ୍ଷା ପାଇଁ ବସ୍ ଚାଲିବ ।ପରୀକ୍ଷାର୍ଥୀଙ୍କ ଯାତାୟତକୁ ସହଜ କରିବା ପାଇଁ crut ପକ୍ଷରୁ ବ୍ୟବସ୍ଥା କରାଯାଇଛି ।...
ହସ୍ପିଟାଲରେ ୧୨ ଶିଶୁ ପଜିଟିଭ୍ ଚିହ୍ନଟ
ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଶିଶୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪ ଜଣ ପିଲା ଏସଏନସିୟୁରେ ଚିକିତ୍ସିତ ହେଉଥିବାବେଳେ ୮ ଜଣଙ୍କର ବୟସ ମାସକରୁ ଅଧିକ ରହିଛି । ଅଭିଭାବକଙ୍କ ସହମତିରେ ୨ ଜଣ ପିଲାଙ୍କୁ କଟକ...
ସାଂସଦ ଅନୁଭବ ମହାନ୍ତିଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ
ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ସାଂସଦ ଅନୁଭବ ମହାନ୍ତିଙ୍କ ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ପାରିବାରିକ ଅଦାଲତରେ ବିଚାର ଆରମ୍ଭ ହେଉଥିବାରୁ ମାମଲାର ଅନ୍ତ ଘଟିଛି । ଏହି ପାରିବାରିକ ବିବାଦ ମାମଲାର ତ୍ୱରିତ ଶୁଣାଣି କରିବା...
ବ୍ୟାଟେରୀ ଓ ବିଦ୍ୟୁତ ଯାନ କିଣିଲେ ମିଳିବ ରିହାତି!
ରାଜ୍ୟରେ ବିଦ୍ୟୁତ ଚାଳିତ ଯାନ ଯାନ ଉପରେ ଗୁରୁତ୍ୱ । ବିଦ୍ୟୁତ ଚାଳିତ ଯାନ କିଣିବାପାଇଁ ସରକାର ଦେବେ ପ୍ରୋତ୍ସାହନ । ୨ ଚକିଆ ଯାନ ପାଇଁ ୫ ହଜାର ଟଙ୍କାର ରିହାତି ଦିଆଯିବ । ସେହିପରି ୩ ଚକିଆ...
୪ ସପ୍ତାହରେ ଜବାବ ଦାଖଲ ନିର୍ଦ୍ଦେଶ
ପୌର ନିର୍ବାଚନ ପାଇଁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୪ ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାର ସୂୂଚନା...
ଭୁବନେଶ୍ୱର ବଢେଇବାଙ୍କ ଛକରୁ ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ
ଭୁବନେଶ୍ୱର ବଢେଇବାଙ୍କ ଛକରୁ ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ । ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲୋକେ । ଭୁବନେଶ୍ୱର ଏବଂ କଟକରୁ ଅଭିନବ ଉପାୟରେ ଲୁଟ ହେଉଥିଲା ଟଙ୍କା । ଏଟିଏମ କର୍ମଚାରୀଙ୍କ ସନ୍ଦେହ ହେବା ପରେ ଲାଇଭ...
ବଢିଲା 271 ପିଲାଙ୍କ ନମ୍ବର
ପରୀକ୍ଷା ନ ଦେଇ ବିକଳ୍ପ ବ୍ୟବସ୍ଥାରେ ନମ୍ବର ପାଇବା ପରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଦେଇଥିବା ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । 15 ହଜାର 136 ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ 80.83 ପ୍ରତିଶତ...
ହାଇକୋର୍ଟ ଯିବାକୁ ଆସିଲା ନିର୍ଦ୍ଦେଶ
ବହୁ ଚର୍ଚ୍ଚିତ ନୟାଗଡ ଶିଶୁ କନ୍ୟା ପରୀ ହତ୍ୟା ମାମଲାରେ ହାଇକୋର୍ଟ ଯିବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟରେ ଆବେଦନ କରିବାକୁ ପରୀର ମା’ସୌଦାମିନୀ ସାହୁଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ପରୀ ହତ୍ୟା ମାମଲାର ସିବିଆଇ ତଦନ୍ତ...
ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର
ଅପେକ୍ଷାର ହେଲା ଅନ୍ତ । ପୁଣି ପୁରିଲା ଭକ୍ତଙ୍କ ମନ । ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ । ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । କଟକଣା ଭିତରେ ତିନି ଠାକୁରଙ୍କୁ ଦର୍ଶନ କରୁଛନ୍ତି...
ତିନିକୋଟି ଠକି ଧରାପଡିଲେ ବାବା
ଜଣେ ସୁପରକ୍ଲାସ କଣ୍ଟ୍ରାକ୍ଟରଙ୍କୁ ଓଟିଡିସି କାମ ଦେବା ପାଇଁ ତିନିକୋଟି ଟଙ୍କା ଠକି ନେଇଛନ୍ତି ଜଣେ ଠକ ବାବା । ସ୍ବାମୀ ବିଜୟାନନ୍ଦ ମହାରାଜ ନାଁରେ ନିଜକୁ ପରିଚିତ କରାଉଥିବା ଏହି ବାବାଙ୍କ ଅସଲ ନାଁ ହେଉଛି ବିଜୟାନନ୍ଦ ଚୌଧୁରୀ...

















