ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର: ଜଟଣୀ ନିର୍ବାଚନ ମଣ୍ଡଳୀର କୁମାର ବସ୍ତ ଲୋକନାଥ ବିଦ୍ୟାଳୟ ପ୍ରାଙ୍ଗଣରୁ ରାଜ୍ୟର ୨୦୪ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ପର୍ଯ୍ୟାୟରେ ୧୮୮ଟିର କରାଯାଇଥିଲା ଭିତିପ୍ରସ୍ତର ସ୍ଥାପନ। ପ୍ରତି ପଞ୍ଚାୟତରେ ପର୍ଯ୍ୟାୟକ୍ରମେ...
ଗିରଫ ହେଲେ କୁବେର ଇଞ୍ଜିନିୟର ବୈକୁଣ୍ଠ; ମିଳିଲା ୨କୋଟି କ୍ୟାସ୍, ୩୦୦ଗ୍ରାମ ସୁନା, ୧୩ ପ୍ଲଟ୍
ଭୁବନେଶ୍ୱର: କନ୍ଧମାଳ ବାଲିଗୁଡ଼ା ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ସହ ଜଡ଼ିତ ୯ଟି ସ୍ଥାନରେ ଏକାସାଙ୍ଗେ ତଲାସି କରି ଭିଜିଲାନ୍ସ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି। ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା ମାମଲାରେ ତାଙ୍କୁ...
ଖଣି ମାଲିକଙ୍କ ଘରେ ବଡ଼ଧରଣର ଚଢାଉ
ରାଇରଙ୍ଗପୁର: ଖଣି ମାଲିକଙ୍କ ଘରେ ଚଢ଼ାଉ । ମୟୂରଭଂଜ ଜିଲ୍ଲାରେ ବେଆଇନ ଖଣି କାରବାର ଓ ରାଜସ୍ଵ ଆଦାୟ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୭୦କୋଟି ଟଙ୍କାର ବକେୟା ଆଦାୟ ପାଇଁ ସମ୍ପତ୍ତି ଦଖଲ ପ୍ରକ୍ରିୟା...
ରାଜ୍ୟରେ ମଞ୍ଜୁର ହେଲା ୩,୭୯୩ କୋଟିର ୨୪ ପ୍ରକଳ୍ପ, ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି
ଭୁବନେଶ୍ୱର: ରାଜ୍ୟରେ ୨୪ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ମିଳିଛି । ୩୭୯୩.୩୩କୋଟି ଟଙ୍କାର ପୁଞ୍ଜିନିବେଶ ଦ୍ୱାରା ଆଉ ୧୯୯୨୪ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ରାଜ୍ୟର ଆଂଚଳିକ ସନ୍ତୁଳିତ ବିକାଶକୁ ଆଖିରେ ରଖି ଏହି ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ଢେଙ୍କାନାଳ,...
କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ବଦଳିଲା ପାଗ
ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ବର୍ଷା ସହ କେତେକ ସ୍ଥାନରେ କୁଆପଥର ପଡିଛି । ୪୦ ରୁ ୫୦ କିମି ବେଗରେ ପବନ ବହୁଥିବାର ଅନୁମାନ କରାଯାଉଛି । ତତଲା ତାତିରୁ ଟିକେ ଆଶ୍ୱସ୍ତି ମିଳିଛି। ଗୋଟିଏ ପଟେ ମୌସୁମୀ...
ଏଆଇରେ ଓଡ଼ିଶା ଶାସନ ଲୋଗୋ ବିକୃତ, ଟ୍ରୋଲ ପରେ ଚେତିଲା ପ୍ରଶାସନ
ଭୁବନେଶ୍ୱର: ଏଆଇରେ ନିର୍ମିତ ରାଜ୍ୟ ସରକାରଙ୍କ ପୋଷ୍ଟରରେ ‘ଓଡ଼ିଶା ଶାସନ’ ଲୋଗୋ ବିକୃତ ହୋଇଛି । ଉଚ୍ଚଶିକ୍ଷା ବିଭାଗ ନାମ ପାଖରେ ଏକ ‘ଓଡ଼ିଶା ଶାସନ’ ଲୋଗୋ ରହିଛି । ଯାହାକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍ର...
NEET (UG) ପୁନଃ ପରୀକ୍ଷା ପାଇଁ ଜିଲ୍ଲାପାଳଙ୍କ ସହିତ ସିଏସ୍ଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
ଭୁବନେଶ୍ୱର: NEET (UG) ୨୦୨୬ ପୁନଃ ପରୀକ୍ଷା ଆସନ୍ତା ଜୁନ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଓଡ଼ିଶାର ୨୭ଟି ସହରର ୧୩୨ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ମୋଟ ୫୬,୯୮୩ ଜଣ ପରୀକ୍ଷାର୍ଥୀ...
ମମତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଆସିଲେନି ସାଂସଦ,ବିଧାୟକ
କଲକୋତା:ଦଳୀୟ ରଣନୀତି ଏବଂ ସଂଗଠନକୁ ନେଇ ମମତା ବାନର୍ଜୀଙ୍କ ଦ୍ୱାରା ଡକାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ବଡ଼ ବଡ଼ ନେତା ଓ ଜନପ୍ରତିନିଧିମାନେ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ହାଇପ୍ରୋଫାଇଲ୍ ମିଟିଂରେ ଯୋଗ ଦେବା...
ଜିଲ୍ଲାପାଳଙ୍କ ଅଫିସ୍ ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ଶବ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାକୁ ଯିବା ପାଇଁ ଥିବା ଷ୍ଟିଲ୍...
ମହିଳାଙ୍କୁ ବଳାତ୍କାର କରିଥିବା ମୌଲାନା ଗିରଫ
କଟକ: ୨୦୧୮ ମସିହାରେ ଜଣେ ମହିଳା ଆଣିଥିଲେ ଦୁଷ୍କର୍ମ ଅଭିଯୋଗ । ତନ୍ତ୍ର ମନ୍ତ୍ର ବାହାନାରେ ମୌଲାନା ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ଦୁଷ୍କର୍ମ ଅଭିଯୋଗ ପରେ ଫେରାର ଥିଲା ପଦ୍ମପୁର ମୁତାରିଫା ଗ୍ରାମର ମୌଲାନା ସେକ୍ ନଜିମୁଲ...


















