30.1 C
Bhubaneswar
Saturday, November 14, 2026
-Advertisement-

ପ୍ରମୋଦ ଓ ଦୂତୀଙ୍କ ନାମରେ ନାମିତ ହେବ କିଟ୍ ଷ୍ଟାଡିଅମ୍‍

କିଟ୍‍ ଓ କିସ୍‍ ସର୍ବଦା କ୍ରୀଡ଼ା ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିଥାଏ। ୨୦୦୫ରୁ କିଟ୍‍ ଓ କିସ୍‍ ପକ୍ଷରୁ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦିଆଯାଇ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରାଯାଇଆସୁଛି। କ୍ରୀଡ଼ାର ଉନ୍ନତି ପାଇଁ...

ବିଜେଡି ନେତାଙ୍କ ନାଁରେ ପୋଲିସ ଅଫିସରଙ୍କ ଏତଲା

ବରଗଡର ବିଜେଡି ନେତା ପ୍ରଣୟ ସାହୁଙ୍କ ନାଁରେ ଏତଲା । ଏତଲା ଦେଇଛନ୍ତି ଗାଇସିଲଟ ଥାନାର ପୋଲିସ ଏଏସଆଇ ପ୍ରମୋଦ ପାତ୍ର । ଗତ 17 ତାରିଖ ଦିନ ଥାନା ଭିତରେ ପଶି ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ...

ମଣ୍ଡପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର ଇନଫୋସିଟି ଅଞ୍ଚଳ ମଣ୍ଡପରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମଣ୍ଡପ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତକ ଜଣଙ୍କ ପ୍ରକାଶ ବଳ । ତାଙ୍କ ଘର ଯାଚପୁର ଅଞ୍ଚଳର । ପ୍ରକାଶ ମଣ୍ଡପର ଜଣେ...

ବାଲୁବଜାର ପୂଜାକମିଟି ଆବେଦନ ଖାରଜ

ହାଇକୋର୍ଟ ଖାରଜ କଲେ ମୂର୍ତ୍ତି ବିବାଦ ସଂପର୍କିତ ଆବେଦନ । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ମୂର୍ତ୍ତି ଉଚ୍ଚତା ସଂପର୍କିତ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପିଟିସନ ଦାୟର କରାଯାଇଥିଲା । ତେବେ ମହାମାରୀ ସମୟରେ...

କରୋନାରେ ମୃତ୍ୟୁବରଣ କରିଥିବା ଚାରି ସାମ୍ବାଦିକଙ୍କ ପରିବାରକୁ ମିଳିଲା ଆର୍ଥିକ ସହାୟତା

କରୋନାରେ ମୃତ୍ୟୁବରଣ କରିଥିବା ଭୁବନେଶ୍ବରର ଚାରିଜଣ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାର 15 ଲକ୍ଷ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ।...

ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଚାନ୍ଦୀପୁର କ୍ଷେପଣାସ୍ତ୍ର ଘାଟିର ଗୋପନ ତଥ୍ୟ ଲିକ୍ କରିଥିବା ଅଭିଯୋଗରେ ବାଲେଶ୍ୱର ପୋଲିସ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସଚିନ ଓରଫ ଛେତା । ସେ ଡିଆରଡିଓରେ ଡ୍ରାଇଭର ଭାବରେ କାମ...

ଫେରି ଆସିଲା ଧନ

ଅପହରଣର ନାଟକ ରଚନା କରି ପ୍ରେମିକା ସହ ଫେରାର ହୋଇଯାଇଥିବା ଡେଲିଭରୀ ବୟ ଚିକୁନକୁ ଜେରା କରୁଛି ଧଉଳି ଥାନା ପୋଲିସ । ମଧ୍ୟପ୍ରଦେଶ କଟନୀ ଷ୍ଟେସନରୁ ପ୍ରେମିକା ସହ ଧରା ପଡିବା ପରେ ଧଉଳି ଥାନାର ଏକ ଟିମ୍...

୨୭ରେ ଭାରତ ବନ୍ଦ. ସମର୍ଥନ କରିବ କଂଗ୍ରେସ

ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଆନ୍ଦୋଳନକୁ ପୁରା ସମର୍ଥନ କରିବ ରାଜ୍ୟ କଂଗ୍ରେସ । ଭାରତ ବନ୍ଦକୁ ନେଇ ଆଜି ରାଜ୍ୟ କଂଗ୍ରେସ ଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ପିସିିସି ସଭାପତି...

ହନିଟ୍ରାପରେ କ୍ଷେପଣାସ୍ତ୍ର ଘାଟିର ଚାରି ଅସ୍ଥାୟୀ କର୍ମଚାରୀ, ଗିରଫ ପରେ କୋର୍ଟ ଚାଲାଣ

ପାକିସ୍ତାନରୁ ନିୟମିତ ଆସୁଥିଲା କଲ୍ । ଆଉ ଏମିତି କଲ୍ ହିଁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀର ଚାରିଜଣ ଅସ୍ଥାୟୀ କର୍ମଚାରୀଙ୍କୁ ସନ୍ଦେହ ଘେରକୁ ନେଇ ଆସିଥିଲା । ଦେଶର ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ବିଦେଶୀ ଗୁପ୍ତଚରଙ୍କୁ ଦେଉଥିବା ଅଭିଯୋଗରେ ଗିରଫ...

ବୌଦ୍ଧରେ ସର୍ବାଧିକ ବର୍ଷା ରେକର୍ଡ

ଚାରିଦିନ ତଳେ ବର୍ଷା ପାଇଁ ଚାଷୀ ତ୍ରାହି ତ୍ରାହି ଡାକୁଥିଲା । ଅଧାରୁ ଅଧିକ ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ପାଣି ଅଭାବରୁ ଚାଷଜମି ଫାଟି ଆଁ କରିଥିଲା । ଲୋକେ ମରୁଡି ସହାୟତା ଦାବି କରୁଥିଲେ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...