ପିପିଲି କଂଗ୍ରେସ ପ୍ରାର୍ଥୀ ଅସୁସ୍ଥ
ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡିଛନ୍ତି । ଡେଲାଙ୍ଗ ବେରବୋଇରେ ପ୍ରଚାର କରୁଥିବା ବେଳେ ସେ ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଡେଲାଙ୍ଗ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପିସିସି ସଭାପତି ନିରଞ୍ଜନ...
୫ ରାଜ୍ୟ ପାଇଁ ପୁରୀରେ କଟକଣା
କରୋନା ସଙ୍କ୍ରମଣ ବଢିବା ପରେ ପୁରୀରେ କଡ ନିୟମ । ୫ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି । ୫ ରାଜ୍ୟର ପର୍ଯ୍ୟଟକଙ୍କ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ୭୨ ଘଣ୍ଟା ପୂର୍ବର...
ପଡୋଶୀଙ୍କ ଟାର୍ଗେଟରେ ଓଡିଶା ସୀମା
ପୁଣି କୋଟିଆରେ ନିର୍ବାଚନ କରିବ ଆନ୍ଧ୍ର ପ୍ରଦେଶ । କୋଟିଆକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ତିନୋଟି ପଞ୍ଚାୟତରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆନ୍ଧ୍ର...
ମୃତ ବ୍ୟକ୍ତିଙ୍କୁ ଉଠାଇବାକୁ ଗାଁରେ କସରତ
ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର କରୁଣ ପରିଣତି । ପୋଷ୍ଟମର୍ଟମ ସରିଯାଇଛି । କିନ୍ତୁ ଜୀବନ ବଞ୍ଚାଇବାକୁ ଚାଲିଛି ଅପ୍ରାଣ ଉଦ୍ୟମ । ଢଳା ଯାଉଛି ଗରାଗରା ପାଣି ଆଉ ଚାଲିଛି ପୂଜାପାଠ । ଆଜିର ଯୁଗରେ ବି ଲୋକେ ଅନ୍ଧବିଶ୍ୱାସକୁ...
ଦିନବେଳା ଲାଗୁ ହୋଇପାରେ କର୍ଫ୍ୟୁ
କରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ରାଜ୍ୟରେ ଦିନବେଳା କର୍ଫ୍ୟୁ ଲାଗିପାରେ । କର୍ଫ୍ୟୁ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ବିଚାର କରୁଥିବା ସଂପର୍କରେ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି, ଚାରି ପାଞ୍ଚ...
ବାଚସ୍ପତିଙ୍କ କାର୍ଯ୍ୟ ଅଗଣତାନ୍ତ୍ରିକ : ବିରୋଧୀ
ବିଧାନସଭାର ଚଳିତ ଅଧିବେସନ ପାଇଁ ବିଜେପିର ତିନିଜଣ ବିଧାୟକଙ୍କୁ ବାଚସ୍ପତି ସସପେଣ୍ଡ୍ କରିଛନ୍ତି । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିଧାୟକ ଜୟନାରାୟଣ ମିଶ୍ର ଓ ମୋହନ ମାଝୀଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ସସ୍ପେଣ୍ଡ କରିଛନ୍ତି ।...
ପିପିଲିରେ ବିଜେପି ରାଲିକୁ ଆକ୍ରମଣ
ପିପିଲିରେ ବିଜେପି ରାଲିକୁ ଆକ୍ରମଣ । ନିର୍ବାଚନ ପ୍ରଚାରବେଳେ ପିପିଲିରେ ହିଂସାକାଣ୍ଡ ଘଟିଛି । ରାଲିରେ ଯିବାବେଳେ ବିଜେପି କର୍ମୀଙ୍କୁ ମାଡ ମାରିବା ସହ ଗାଡି ଭଙ୍ଗାରୁଜା କରାଯାଇଛି । ପିପିଲି ଥାନା ରାଇଗିରିପୁର ଗାଁରେ ବିଜେପି କର୍ମୀଙ୍କୁ ଏହି...
କାହିଁକି ପାଳନ କରାଯାଏ ଉତ୍କଳ ଦିବସ?
ଆଜି ଉତ୍କଳ ଦିବସ । ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଓଡିଶା । ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି, ସେମାନଙ୍କୁ...
ଭୁବନେଶ୍ୱରରେ ସେକ୍ସ ରାକେଟ୍
ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଠାବ କରାଯାଇଛି । ଘଟଣାସ୍ଥଳରୁ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦୁଇ ଗ୍ରାହକଙ୍କୁ ପୋଲିସ ଗିରଫ କରିଛି । ଏକ ଆପାର୍ଟମେଣ୍ଟରେ ସେକ୍ସ ର୍ୟାକେଟ୍ ଚାଲିଥିବା...
ଅତ୍ୟାଚାର ସହି ନପାରି ଆତ୍ମସମର୍ପଣ କଲେ
ମାଲକାନଗିରି ପୋଲିସ ନିକଟରେ ୩ ଜଣ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ଆନ୍ଧ୍ର ଓଡିଶା ବର୍ଡର କମିଟିର ସଦସ୍ୟ ଥିଲେ । ୩ ଜଣଙ୍କ ମଧ୍ୟରୁ ମଇନୁ ଏବଂ ରାମେ ନାରେ ୪ ଲକ୍ଷ ଲେଖାଏଁ ପୁରସ୍କାର...



















