ଜନଜାତି ସମ୍ପ୍ରଦାୟ ପିଲାଙ୍କ ପାଇଁ ସବୁକିଛି ସାନ୍ତନୁ ଅପା
ସକାଳ ହେଲେ ଅନ୍ଧାରି ଇଲାକାରେ ଶୁଭେ ଅ, ଆ ଆଉ ପଣିକିଆର ଶଦ୍ଦ । ମଳି ମସିଆ ସାର୍ଟ ପ୍ୟାଣ୍ଟ ପିନ୍ଧି ବହିବସ୍ତାନୀ ଧରି ପିଲାମାନେ ହାଜର ହୋଇଯାନ୍ତି ସାନ୍ତନୁ ଅପା ସ୍କୁଲରେ । ସାନ୍ତନୁ ଅପା ସ୍କୁଲରେ ପିଲାଏ...
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ମିଥୁନ୍
ଗୁରୁବାର ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ୍ ସୁପର ଷ୍ଟାର ମିଥୁନ ଚକ୍ରବର୍ତ୍ତୀ । ଶ୍ରୀମନ୍ଦିରରେ ପହଞ୍ଚି ଭିତରକାଠ ନିକଟରୁ ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ମିଥୁନ । ତାଙ୍କ ସହ ତାଙ୍କର...
ଜମୁଛି ନିର୍ବାଚନ
ଜମିବାରେ ଲାଗିଛି କାକଟପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ା ଏଥରକ ନିର୍ବାଚନରେ କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଟିକଟ ବଣ୍ଟାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ଏଠାରେ ବିଜେଡିରୁ ପ୍ରଥମେ ୨୦୧୪ ରେ ଜିତିଥିବା ବିଧାୟକ ସୁରେନ୍ଦ୍ର ସେଠିଙ୍କୁ...
୯ଟି ବୁଥରେ ଚାଲିଛି ସାନି ମତଦାନ
ରାଜ୍ୟର ୯ଟି ବୁଥରେ ଆଜି ସାନି ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ମତଦାନ ପକ୍ରିୟା ଜାରି ରହିଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ବୁଥରେ ସ୍ଥଗିତ ଥିଲା ମତଦାନ । ସୁନ୍ଦରଗଡ଼ ଲୋକସଭା ଅନ୍ତର୍ଗତ ବଣାଇ...
ବୈଜୟନ୍ତଙ୍କ ଉପରେ ବିଜେଡିର ଆରୋପ
କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପରେ ପୁଣି ବର୍ଷିଛି ବିଜେଡି । ସେ କେନ୍ଦ୍ରାପଡାବାସୀଙ୍କୁ ଲଗାତାର ଠକି ଚାଲିଛନ୍ତି ବୋଲି ଆରୋପ ଲଗାଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ଲେଲିନ ମହାନ୍ତି ଓ ସୁଲତା...
ନିରାଶ ହେଲେ ମହାରଥୀ, ଘୁଞ୍ଚିଲା ଜାମିନ ଶୁଣାଣି
ବିଜେଡି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ୍ ଆବେଦନର ଶୁଣାଣି ଘୁଞ୍ଚିଛି । ଅପ୍ରେଲ ୨୭ରେ ହେବ ଶୁଣାଣି । ବୁଧବାର ଦିନ ସ୍ୱତନ୍ତ୍ର ପ୍ରାଧୀକୃତ କୋର୍ଟରେ ଜାମିନର ଶୁଣାଣି ହୋଇଥିଲା । କିନ୍ତୁ କେସ୍ ଡାଏରି ଓ ଅସୁସ୍ତ...
ଜଳ ଯନ୍ତ୍ରଣା
ସକାଳ ହେଲେ ଚିନ୍ତା ବଢିଯାଏ ଟୋପାଏ ପାଣି ପାଇଁ । ଗରା,ବାଲ୍ଟି ଧରି ଲାଗିଯାଏ ମହିଳାଙ୍କ ଭିଡ । ପାହାଡ ଉପରେ ଗରା, ବାଲ୍ଟି ଧରି ଚାଲିଥାନ୍ତି ଆଦିବାସୀ ମହିଳା ଓ ଯୁବତୀ । ଗରାଏ ପାଣି ପାଇଁ ଗ୍ରାମବାସୀଙ୍କୁ...
ଦେବାଶିଷଙ୍କୁ ସିଇଓଙ୍କ ନୋଟିସ୍
ତୃତୀୟ ପର୍ୟ୍ୟାୟ ନିର୍ବାଚନ ଲାଗି ଭୋଟ ଗ୍ରହଣ ଚାଲିଥିବା ବେଳେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଦେବାଶିଷଙ୍କୁ ନୋଟିସ ଜାରି କରାଯାଇଛି । କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ନିର୍ବାଚନ ଅଧିକାରୀ ଜାରି କରିଛନ୍ତି ନୋଟିସ ।...
ଯୁବତୀଙ୍କ ଗଳା କାଟିଲେ ଦୁର୍ବୃତ୍ତ
ଯୁବତୀଙ୍କ ଗଳା କାଟିଲେ ଦୁର୍ବୃତ୍ତ । ଘଟଣା ଘଟିଛି ମାଲକାନଗିରି ଏମଭି ୮୨ ଗାଁରେ । ଗତକାଲି ବିଳମ୍ବିତ ରାତିରେ ଯୁବତୀ ଜଣକ ନିଜ ଘର ବାହାରକୁ ଶୌଚ ପାଇଁ ଯାଇଥିବା ବେଳେ କିଛି ଦୁର୍ବୁତ୍ତ ଆସି ଯୁବତୀ ଜଣକର...
ଧର୍ମେନ୍ଦ୍ରଙ୍କୁ ସପ୍ତାହେ ବ୍ୟାନ କରିବାକୁ ବିଜେଡିର ଦାବି
ଆଜି ପୁଣି ମୂଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି ଓ ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୋଟିଏ ସପ୍ତାହ ପାଇଁ ନିର୍ବାଚନ ପ୍ରଚାରରୁ ବ୍ୟାନ୍ କରିବା ଲାଗି ଦାବି କରିଛନ୍ତି ବିଜେଡି ପ୍ରତିନିଧି ଦଳ ।...

















