ଜୁନାଗଡ଼ ପୀଡ଼ିତାଙ୍କ ସାନି ବୟାନ ରେକର୍ଡ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ପୋଲିସ ପୀଡ଼ିତାଙ୍କ ସାନି ବୟାନ ରେକର୍ଡ କରିଛି | ୧୬୧ ଧାରାରେ ପୋଲିସ ପୀଡ଼ିତାଙ୍କ ସାନି ବୟାନ ରେକର୍ଡ କରିଛି | ତଦନ୍ତକାରୀ ଅଧିକାରୀ ଓ ମହିଳା ପୋଲିସଙ୍କ...
ଗୋଳାବନ୍ଧ ଆର୍ମି ଏଡ଼ି ସେଣ୍ଟରକୁ ‘କଲର୍ସ ଆୱାର୍ଡ’
ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏଡ଼ି ସେଣ୍ଟରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ | ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଉପସ୍ଥିତ ରହି ସେଣ୍ଟରକୁ ସର୍ବୋଚ୍ଚ ସାମରିକ ସମ୍ମାନ ‘କଲର୍ସ ଆୱାର୍ଡ’ ପ୍ରଦାନ କରିଛନ୍ତି |‘କଲର୍ସ ଆୱାର୍ଡ’ ହେଉଛି ସଶସ୍ତ୍ର ସେନା ପାଇଁ...
ରଙ୍ଗେଇଲୁଣ୍ଡାରେ ରାଷ୍ଟ୍ରପତି
ରଙ୍ଗେଇଲୁଣ୍ଡାରେ ପହଁଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଇଏଫର ସ୍ୱତନ୍ତ୍ର ହେଲିକପ୍ଟରରେ ପହଁଞ୍ଚିଲେ । ଏହାପରେ ଗୋଳାବନ୍ଧ ଆର୍ମି ଏଡି କଲେ ଜ ଯିବେ ଅପରାହ୍ନରେ ଭୁବନେଶ୍ୱରରେ ପହଁଞ୍ଚିଥିଲେ । ସେଠାରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ...
ସେବାଶ୍ରମରେ ଛାତ୍ରୀ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ, ଅଭିଭାବକ ମାଡରେ ଶିକ୍ଷକ ଗୁରୁତର
କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାର ଅଚଳାବସ୍ଥା ନେଲା ଜଣେ ନାବାଳିକା ଛାତ୍ରୀର ଜୀବନ | ଡାକ୍ତରଖାନାରେ ଡ଼ାକ୍ତରୀସେବା ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ ରୂପେ ଵ୍ୟପଯ୍ୟସ୍ତ ହୋଇପଡିଛି | ଯେଉଁଥି ପାଇଁ ଏକ ନିରିହା ଛାତ୍ରୀର ଜୀବନ ଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି...
ତପନ ମିଶ୍ରଙ୍କୁ ଦେଶର ସର୍ବଶ୍ରେଷ୍ଠ ପର୍ଯ୍ୟଟକ ଗାଇଡ ସମ୍ମାନ
ଓଡିଶାର ପ୍ରଥମ ପର୍ଯ୍ୟଟକ ଗାଇଡ ଭାବେ ତପନ କୁମାର ମିଶ୍ରଙ୍କୁ ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ପର୍ଯ୍ୟଟକ ଗାଇଡ ସମ୍ମାନ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀସ୍ଥିତ ବିଗ୍ୟାନ ଭବନ ପରିସରରେ ଆୟୋଜିତ ଏହି ସମାରୋହରେ ତପନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।...
ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ
ମୟୁରଭଞ୍ଜରେ ବଢିବାକୁ ଲାଗୁଛି ନକଲି ବିଦେଶୀମଦ କାରବାର | ଦୀର୍ଘ ଦିନ ଧରି ଚୋରା ନକଲି ମଦ କାରବାରରେ ମାତିଛନ୍ତି ବେପାରୀ | ସେପଟେ ଟେର ପାଉନଥିବା ବାରିପଦା ଅବକାରୀ ବିଭାଗକୁ ମିଳିଛି ସଫଳତା | କୌଣସି ଏକ ବିଶେଷ...
ବିଶ୍ୱ ପର୍ଯ୍ୟଟନ ଦିବସ
ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ । ଏହି ଅବସରରେ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବାକୁ ପୁରୀ ଏବଂ କୋଣାର୍କରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି । ପର୍ଯ୍ୟଟକମାନଙ୍କ ସୁରକ୍ଷା ସହ ସେମାନେ ଯେପରି ଭଲରେ ରହିପାରିବେ ସେ ଉପରେ ଗୁରୁତ୍ୱ...
କାଳିଆ ଗୁରୁତର
ଅସୁସ୍ଥ କାଳିଆ | ଭେଣ୍ଟିଲେଟରରେ ରଖାଯାଇ କାଳିଆର ଚାଲିଛି ଚିକିତ୍ସା | ବିଶେଷଜ୍ଞ ଡାକ୍ତରୀ ଦଳ କାଳିଆର ଚିକିତ୍ସା ନିମନ୍ତେ ଲାଗିପଡିଛନ୍ତି | କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯମଜ ଶିଶୁ ଜଗା ଓ କାଳିଆ | ଗତକାଲି...
ଆଜି ଆସୁଛନ୍ତି ରାଷ୍ଟ୍ରପତି
ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ | ବାୟୁ ସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରୁ ବାହାରି ଅପରାହ୍ନ ୩ଟା ୩୦ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଁଚିବେ | ସେଠାରୁ ଗୋଳାବନ୍ଧ ଏୟାର ଡିଫେନ୍ସ କଲେଜ୍...
ଟ୍ରାକ୍ଟର ଧକ୍କାରେ ନାବାଳକ ମୃତ
ବରଗଡ ଜିଲ୍ଲା ଅତାବିରା ଥାନା ହିଲିପାଲି ଗାଁରେ ମର୍ମ୍ମତୁଦ ସଡକ ଦୁର୍ଘଟଣା | ଟ୍ରାକ୍ଟର ଧକ୍କାରେ ଚାଲିଯାଇଛି ନାବାଳକର ଜୀବନ | ମୃତକ ଆୟୁଷ ପ୍ରଧାନ | ଆୟୁଷ ଦଶମ ଶ୍ରେଣୀରେ ପାଠପଢୁଥିବା ବେଳେ ଗାଁରୁ କେନାଲ ଛକକୁ ସଂଯୋଗ...

















