ହାତୀ ମୃତ୍ୟୁକୁ ନେଇ ନନ୍ଦନକାନନରେ କଂଗ୍ରେସର ଧାରଣା
ନନ୍ଦନକାନନ ସମୁଖରେ ଧାରଣା ଦେଲା କଂଗ୍ରେସ | ହର୍ପିସ ଭୁତାଣୁ ସଂକ୍ରମଣରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଛି ଧାରଣା | ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଗେଟରେ ତାଲା ପକାଇ...
ପଛୁଆ ଜିଲ୍ଲାରେ କେମିତି ଚାଲିଛି ପାଠପଢା
କେମିତି ଚାଲିଛି କଲେଜରେ ପାଠପଢା । ଅଧ୍ୟାପକମାନେ ଠିକରେ କଲେଜ ଆସୁଛନ୍ତି ନା ନାହିଁ, ପିଲାମାନେ ପାଠପଢାରେ କେତେ ଖୁସି ଅଛନ୍ତି, ଆସନ୍ତୁ ଯିବା ମାଲକାନଗିରି ଜିଲ୍ଲା ବାଲିମେଳା ମହାବିଦ୍ୟାଳୟ । ମାଲକାନଗିରି ଜିଲ୍ଲାର ପ୍ରଥମ ସ୍ନାତକ କଲେଜ...
୩୦ରେ ବିଜେପୁର ଆସନ ପାଇଁ ଶାସକ ଦଳର ପ୍ରାର୍ଥୀ ଘୋଷଣା !
ବିଜେପୁର ଉପନିର୍ବାଚନ ପାଇଁ ନିର୍ବାଚନ ବିଗୁଲ ବାଜି ସାରିବା ପରେ ଏବେ ପ୍ରାର୍ଥୀ ନାମାଙ୍କନ ପାଇଁ ମଧ୍ୟ ତାରିଖ ଧାର୍ଯ୍ୟ ହୋଇଯାଇଛି | ଇତି ମଧ୍ୟରେ ରାଜ୍ୟର ୩ ପ୍ରମୁଖ ଦଳ ସଜବାଜ ହେବା ଆରମ୍ଭ କରିଦେଇଛି | ସେପଟେ...
ଆତ୍ମସମର୍ପଣ କଲେ ପ୍ରଶାନ୍ତ
ରାଉରକେଲା SDJMଙ୍କ କୋର୍ଟ ନିକଟରେ ଆତ୍ମସମର୍ପଣ କଲେ ପ୍ରଶାନ୍ତ ଦାଶ | ସିସୋର କମ୍ପାନି ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ | ରଘୁନାଥପାଲ୍ଲୀ ଥାନାର ଏକ ଠକେଇ ମାମଲାରେ ହାଜିର ହେବା ନେଇ ପ୍ରଶାନ୍ତଙ୍କୁ ନିର୍ଦେଶ ଦେଇଥିଲେ ମାନ୍ୟବର କୋର୍ଟ |...
ପିଆଜ ଦେଲା ଆଖିରେ ଲୁହ
ପିଆଜ ଦର ଆଖିରେ ଲୁହ ଭରିଦଉଛି | ହୁତୁ ହୁତୁ ହୋଇ ବଢିବାକୁ ଲାଗୁଛି ଦର | ପିଆଜରେ ହାତ ମାରିବାକୁ ଡର ଲାଗୁଛି | ଓଡ଼ିଶାର ପ୍ରାୟ ଅଧିକାଂଶ ସ୍ଥାନରେ ପିଆଜ କିଲୋ ୫୦ ଟଙ୍କା ଉପରେ ଥିବା...
ଓଃ କି ମାଡ଼ !
ମହଙ୍ଗା ପଡିଲା କମେନ୍ଟ ମରା | ଗୋଡାଇ ଗୋଡାଇ ରୋଡ଼ ରୋମିଓକୁ ନିଁସ୍ତୁମ ମାଡ଼ ମାରିଲେ କଲେଜ ଛାତ୍ରୀ | ନିତିଦିନିଆ ରୋଡ଼ରୋମିଓର କମେଣ୍ଟ ମରାକୁ ନେଇ ଅତିଷ୍ଠ ହୋଇ ଛେଚିଛନ୍ତି କଲେଜ ଛାତ୍ରୀମାନେ । ବାରିପଦା ଷ୍ଟାଡିୟମ ଗୋଲେଇ...
ଉଚ୍ଚଶିକ୍ଷା ବିଭାଗ କର୍ମଚାରୀଙ୍କୁ ଜଗିବ ବାୟୋମେଟ୍ରିକ୍
ଉଚ୍ଚଶିକ୍ଷା ବିଭାଗ କର୍ମଚାରୀ ସାବଧାନ | ଏଣିକି ଜଗିବ ବାୟୋମେଟ୍ରିକ ମେସିନ | ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଆଗଲା ବଡ ନିଷ୍ପତି | କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କୁ ଧରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ଉଦ୍ୟମ | ଶତପ୍ରତିଶତ ଉପସ୍ଥାନ...
ମାଙ୍କଡ ଖାଉଛନ୍ତି ମଣିଷ ମାଂସ
ଆତଙ୍କ ଖେଳାଉଛନ୍ତି ମାଙ୍କଡ । କୋଣାର୍କ ଗୋପ ବ୍ଲକର ଓଗାଳପୁର ଗ୍ରାମରେ ଦିନକୁ ଦିନ ବଢୁଛି ମାଙ୍କଡଙ୍କ ଉପଦ୍ରବ । ମାଙ୍କଡ କାମୁଡାରେ ପାଞ୍ଚଜଣରୁ ଉର୍ଦ୍ଧ ଗୁରୁତର । ଗୁରତର ମାନଙ୍କୁ ପ୍ରଥମେ ଗୋପ ମେଡିକାଲରେ...
୧ରୁ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ୍ ବାଧ୍ୟତାମୂଳକ
ଅକ୍ଟୋବର ପହିଲାରୁ ଅନ୍ଲାଇନ୍ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ୍ ବାଧ୍ୟତାମୂଳକ | ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଛି ଏହି କଡା ନିୟମ | ଏହି ସାର୍ଟିଫିକେଟ୍ ‘VAHAN’ରେ ଅପ୍ଲୋଡ୍ ହୋଇଥିବ | ସେହିପରି କୌଣସି ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର...
ସାହସୀ ଆଦିବାସୀ ମହିଳା
ସାହାସୀକତାର ପରିଚୟ ଦେଲେ ଜଣେ ଆଦିବାସୀ ମହିଳା | ୨ ଦୁର୍ବୁତଙ୍କ ଉଦ୍ୟମକୁ କଲେ ପଣ୍ଡ | ରାୟଗଡା-ବିଷମ କଟକ ବ୍ଲକରେ ଦିନ ଦୁଃପ୍ରହରରେ ଲୁଟ ଉଦ୍ୟମ କରୁଥିବା ଦୁଇ ଲୁଟେରାଙ୍କୁ ଚଖାଇଲେ ପାନେ | ଆଦିବାସୀ ମହିଳା ଜଣଙ୍କ...
















