ଫେମିନା ମିସ ଇଣ୍ଡିଆ: ସେକେଣ୍ଡ ରାଉଣ୍ଡରେ ୩ ଓଡିଆ ସୁନ୍ଦରୀ
ଲୋକପ୍ରିୟ ବିଉଟି କଣ୍ଟେଷ୍ଟ ଏଫ୍ବିବି ଫେମିନା ମିସ୍ ଇଣ୍ଡିଆର ଭୁବନେଶ୍ୱର ଅଡିଶନ ଶନିବାର ଏସ୍ପ୍ଲାନେଡ୍ ମଲ୍ସ୍ଥିତ ବିଗ୍ବଜାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଓଡିଶାରୁ ଶ୍ରେଷ୍ଠ ୩ ପ୍ରତିଯୋଗୀଭାବେ ତମନ୍ନା ବ୍ୟାସ, ଶୀତଲ ସାହୁ ଏବଂ ଅରୂପା ରଥ ମନୋନୀତ...
ଭୁବନେଶ୍ୱରରେ ମୋଦି କରିବେ ରୋଡ ଶୋ
କଳାହାଣ୍ଡି ଓ ସୋନପୁର ପରେ ଏବେ ସମ୍ବଲପୁର ଏବଂ ରାଜଧାନୀ ଭୁବନେଶ୍ୱରରେ ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରରେ ରୋଡ୍ ଶୋ କରିବା ସହିତ ସାଧାରଣ ସଭାରେ ଯୋଗଦେବେ ବୋଲି ଦଳର ରାଜ୍ୟ ଉପସଭାପତି ସମୀର...
ମହାବିଷୁବ ସଂକ୍ରାନ୍ତି: ପଣାର ମଜା ନେଉଛନ୍ତି ଓଡିଶାବାସୀ
ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ଓଡ଼ିଆମାନଙ୍କର ପଣା ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଏ । । ଆଜି ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି...
ଘରୁ ବାହାରି ସମସ୍ତେ ଭୋଟ ଦେବାକୁ ଅଭିଷେକଙ୍କ ନିବେଦନ
ରାଜଧାନୀରେ ଜୁନିୟର ବଚନ । ଭୁବନେଶ୍ୱରରେ ପହଁଞ୍ଚିଛନ୍ତି ବଲିଉଡ ଷ୍ଟାର ଅଭିଷେକ ବଚନ । ସୁପର କପ ଫୁଟବଲ ଫାଇନାଲରେ ସେ ଯୋଗଦେବେ । ଚେନ୍ନାଇ ଏଫ.ସି ର ମାଲିକ ହେଉଛନ୍ତି ଅଭିଷେକ । ତାଙ୍କ ଟିମ୍ ଇଣ୍ଡିଆନ ସୁପର...
ନିଜ ବନ୍ଧୁକରୁ ନିଜକୁ ଗୁଳି
ମାଲକାନିଗିରି ଝାଟିମାଟି କଲୋନିରେ କନେଷ୍ଟବଳଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଘର ଭିତରୁ ପୋଲିସ କନେଷ୍ଟବଳ ସୁନିଲ ମହାନନ୍ଦିଆଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଘରେ କେହି ନଥିବାବେଳେ ସେ ସର୍ଭିସ ରିଭଲଭରରେ ନିଜର ମୁଣ୍ଡକୁ ଗୁଳି...
ଭୁବନେଶ୍ୱର@ 72
୭୨ରେ ପାଦ ଥାପିଛି ସ୍ମାର୍ଟସିଟି ଭୁବନେଶ୍ୱର । ମନ୍ଦିର ମାଳିନୀ ସହର ଭାବେ ପରିଚିତ ଥିବା ଭୁବନେଶ୍ୱର କଳେବର ବୃଦ୍ଧି ପରେ ଏବେ ସ୍ମାର୍ଟସିଟି ଭାବେ ଜଣାଶୁଣା ।୧୯୪୮ ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ ମାନ୍ୟତା ମିଳିଥିଲା...
ବିଜେପିକୁ ଫେରିଆସ
ଦିଲୀପ ବାବୁ ଭାରତୀୟ ଜନତା ପାର୍ଟିରେ ବିଧାୟକ ଥିଲେ। ମୋର ତାଙ୍କୁ ଅନୁରୋଧ ସେ ଦଳକୁ ଫେରି ଆସନ୍ତୁ। ଏକଥା ଆମେ କହୁନୁ ଖୋଦ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଶନିବାର ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଜୁଏଲ କହିଛନ୍ତି,“ବ୍ରାହ୍ମଣୀରେ...
ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା
ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଗତକାଲି ରାତିରେ ମରିଚିକୁଣ୍ଡ ପାଣି ଆସିବା ପରେ ଲିଙ୍ଗରାଜଙ୍କ ରଥ ଅନୁକୂଳ ହୋଇଛି । ଆଜି ଭୋରରୁ ମଙ୍ଗଳ ଆଳତି, ଅବକାଶ ଓ ଅନ୍ୟାନ୍ୟ ନୀତି ହୋଇଥିଲା। ଅପରାହ୍ନ ୪ଟାରେ ରଥଟଣା...
ଝାରସୁଗୁଡାରେ ବଲିଉଡ ଷ୍ଟାରଙ୍କ ପ୍ରଚାର
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଜୋରଦାର ପ୍ରଚାର । କିଏ କେନ୍ଦ୍ରୀୟ ନେତା କିଏ ପ୍ରଧାନମନ୍ତ୍ରୀ ତ ଆଉ କିଏ ଅଭିନେତା, ଅଭିନେତ୍ରୀଙ୍କ ଦ୍ୱାରା ଭୋଟରଙ୍କୁ କରୁଛନ୍ତି ଆକର୍ଷିତ । ବିଶେଷ କରି...
ଯୁବତୀଙ୍କ ମୃତ ଦେହ ଉଦ୍ଧାର
ଯୁବତୀଙ୍କ ମୃତ ଦେହ ଉଦ୍ଧାର । ମାଆ ମଝିଘରିଆନି ମନ୍ଦିର ନିକଟ ବ୍ରିଜ ତଳୁ ପାଣିରେ ଭାସୁଥିବା ଅବସ୍ଥାରେ ଏକ ଯୁବତୀର ମୃତ ଦେହକୁ ଉଦ୍ଧାର କରାଯାଇଛି । ଉଦ୍ଧାର ମୃତ ଯୁବତୀ ଜଣକ ହେଉଛନ୍ତି ରାୟଗଡା ବାକିଟି ସାହିର...

















