ସେକ୍ସ ରାକେଟ ଠାବ, ୫ ଅଟକ
ଏକ ସେକ୍ସ ରାକେଟ ଉପରେ ପୋଲିସର ଅତର୍କିତ ଚଢ଼ାଉ | 2 ଯୁବତୀଙ୍କ ସହ 3 ଜଣ ଯୁବକ ଅଟକ | ରାୟଗଡ଼ା ଜେ.କେ ରୋଡ଼ ଏଫ.ସି.ଆଇ ଛକ ନିକଟ ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ...
ସିବିଆଇ ହାତରେ ଫେରାର ଅଭିଯୁକ୍ତ
ପୋଲିସ ଆଖିରେ ଧୂଳିଦେଇ ୨୦ବର୍ଷ ହେବ ଫେରାର ଥିବା ଅଭିଯୁକ୍ତ ସିବିଆଇ ହାତରେ ଗିରଫ । ୧୯୯୯ମସିହା ଜାନୁଆରୀ ୨୨ତାରିଖ ଦିନ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମ ଚର୍ଚ୍ଚ ସମ୍ମୁଖରେ ଅଷ୍ଟ୍ରେଲିଆ ମିଶନାରୀ ଗ୍ରାହମଷ୍ଟେନ ଓ...
କନ୍ଦେଇଲା ପିଆଜ !
ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରେ, କିନ୍ତୁ ଏବେ ପିଆଜ ଦର ଆଖିରେ ଲୁହ ଭରି ଦଉଛି | ହୁତୁ ହୁତୁ ହୋଇ ବଢ଼ିବାରେ ଲାଗୁଛି ଦର | ଦର ଏବେ ଆକାଶ ଛୁଆ ହୋଇଯାଇଥିବା ବେଳେ, ହାତ...
ଆନ୍ଧ୍ର ରାଜ୍ୟପାଳଙ୍କ ଓଡିଶା ଗସ୍ତ
ଓଡିଶା ଗସ୍ତରେ ଆସିଛନ୍ତି ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ | ଆନ୍ଧ୍ର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଆଜି ଓଡିଶା ଗସ୍ତରେ ଆସିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ | ସେ ପ୍ରଥମେ ଭୁବନେଶ୍ୱରରେ ପହଁଚିବା...
ସେକ ରାଜା ଘରେ ସ୍ପେଶାଲ ଟାସ୍କ ଫୋସ
ଡ୍ରଗ୍ସ ମାଫିଆ ସେକ ରାଜା ଘରେ ଅଚାନକ ଚଢ଼ାଉ କଲା ସ୍ପେସାଲ ଟାସ୍କ ଫୋସ | ବାଲେଶ୍ୱର ଅରଡ ବଜାର ଗଳାପୋଲ ଘର ଉପରେ ସଦଳବଳେ ଚଢ଼ାଉ କରିଛି STF | ୫ ଜଣିଆ ସଶସ୍ତ୍ର ଟିମ ସେକ ରାଜା...
କ୍ରିକେଟ ବେଟିଙ୍ଗ ଆଡ୍ଡାରେ ପୋଲିସ, ୫ ଗିରଫ
ଅନ ଲାଇନ କ୍ରିକେଟ ବେଟିଙ୍ଗ ଆଡ୍ଡାରେ ଅଚାନକ ପୋଲିସର ଚଢ଼ାଉ | ଶନିବାର ବିଳମ୍ବିତ ରାତିରେ କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଅଚାନକ ଚଢ଼ାଉ କରିଛି ପୋଲିସ | ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି...
ଏକାସଙ୍ଗେ ୩ ଶିଶୁ କନ୍ୟା ଜନ୍ମ
ରାୟଗଡା ଜିଲ୍ଳା ବିଷମ କଟକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଗର୍ଭବତୀ ମହିଳା ତିନଟି ଶିଶୁ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ମହିଳା ଜଣକ ହେଉଛନ୍ତି ବିଷମ କଟକ ବ୍ଲକ କାଙ୍କବଡି ପଞ୍ଚାୟତ ଗାନ୍ଧୀ ନଗର ଗ୍ରାମର ନିରଞ୍ଜନ...
ଫିଟିଲା ହତ୍ୟା ପୁଟୁଳି
ବହୁ ଚର୍ଚ୍ଚିତ ନର୍ସ ନିହାରୀକା ହତ୍ୟାକାଣ୍ଡ ଘଟଣା ଉପରୁ ପରଦା ଉଠାଇଲା ପୋଲିସ | ରାଜା ହିଁ ନିହାରିକାଙ୍କୁ ହତ୍ୟା କରିଛି | ନିଜର ସମସ୍ତ ଭୁଲକୁ ମାନିଛି ରାଜା | ନୀହାରିକାଙ୍କ ତଣ୍ଟିଚିପି ହତ୍ୟା କରିଛି ରାଜା |...
ଖୋଲିବ ନର୍ସ ନିହାରୀକା ହତ୍ୟାକାଣ୍ଡ ଘଟଣା ପୁଟୁଳି !
ନର୍ସ ନିହାରୀକା ପାତ୍ର ହତ୍ୟାକାଣ୍ଡ ଘଟଣାକୁ ନେଇ ପୋଲିସ ଡିଜି କଲେ ବଡ ଖୁଲାସ | ଦୋଷୀଙ୍କ ବିରୋଧରେ ପୋଲିସ ହାତରେ ଲାଗିଲା ବଡ ତଥ୍ୟ | କଟକରେ ନର୍ସ ନିହାରୀକାଙ୍କୁ ଯୋଜନାମୂଳକ ଭାବେ କରାଯାଇଥିଲା ହତ୍ୟା | ମୃତ...
ଆକ୍ସିଲେଟର ମୋଡିଲେ ଚାଲୁଛି ସାଇକେଲ
ଘଣ୍ଟା ପ୍ରତି ୩୦ କିଲୋମିଟର ଯାଇପାରୁଛି ସାଇକେଲ । ଆକ୍ସିଲେଟର ମୋଡିଲେ ଚାଲୁଛି ସାଇକେଲ । ଷ୍ଟାର୍ଟ ହେଉଛି ହର୍ନ ବି ବାଜୁଛି । ନା ମାରିବାକୁ ପଡୁଛି ପେଡାଲ ନା ପକାଇବାକୁ ପଡୁଛି ପେଟ୍ରୋଲ । ପେଟ୍ରୋଲ...

















