କେନ୍ଦୁଝର ମହିଳା ପ୍ରାର୍ଥୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ ଘଟଣାରେ ଦୁଇ ଗିରଫ
ଆସନ୍ତକାଲି ପ୍ରଥମ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । କିନ୍ତୁ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି କେନ୍ଦୁଝର ମହିଳା ପ୍ରାର୍ଥୀଙ୍କ ଅଶ୍ଳିଳ ଭିଡିଓ । ଭାଇରାଲ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ପୋଲିସ...
ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାର୍ଡ ଉପରେ ଆକ୍ରମଣ
ଫ୍ଲାଇଂ ସ୍କ୍ୱାର୍ଡ ଉପରକୁ ଆକ୍ରମଣ । ବାଲେଶ୍ୱର ଜିଲ୍ଲା ରୂପ୍ସା ଅନ୍ତର୍ଗତ ପାଟପୁର ଗ୍ରାମରେ ଏହି ଘଟଣା ଘଟିଛି । ଆକ୍ରମଣବେଳେ ଗଞ୍ଜେଇ ବେପାରୀ ମଣ୍ଟୁ ପ୍ରଧାନ ଫେରାର ହୋଇଯାଇଛି । ରପୂସା ଗ୍ରାମରେ ଗଞ୍ଜେଇ ବେପାର ଚାଲିଥିବା ନେଇ...
ଅପରାଧିକ କାର୍ଯ୍ୟ ଉପରେ ରହିବ କଡ୍ଡା ନଜର, ରାୟଗଡାରେ ପ୍ରସ୍ତୁତି ଶେଷ
ରାୟଗଡା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୧୧ ତାରିଖରେ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାୟଗଡା ନିର୍ବାଚନ ମଣ୍ଡଳୀ ପାଇଁ...
ହେଭିୱେଟଙ୍କ ନୋମିନେସନ
ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ ପାଇଁ ଆଜି ଶେଷ ଥିଲା ନାମାଙ୍କନ । ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଧ୍ୟ ଜୋରଦାର ହୋଇଥିଲା । ନିମାପଡା ନିର୍ବାଚନ...
ବିଜେପିରେ ଯୋଗଦେଲେ ରବି ପାଣି
ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ରବି ପାଣି। ସେ ମଙ୍ଗଳବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହିତ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି। ରବି ହେଉଛନ୍ତି...
ଗୋଲଡେନ୍ ଭିୟୁରୁ ୨ ଲକ୍ଷ ଜବତ
ମାଲକାନଗିରି ଗୋଲଡେନ୍ ଭିୟୁ ହୋଟେଲରୁ ଜବତ ହୋଇଛି ୨ ଲକ୍ଷ ଟଙ୍କା । ହୋଟେଲର ୨୦୭ ନମ୍ବର ରୁମରେ ଅବୈଧ ଟଙ୍କା ରଖାଯାଇଥିବା ପୋଲିସ ଖବର ପାଇଥିଲା । ପରେ ମାଲକାନଗିରି ପୋଲିସର ଏକ ଟିମ୍ ଚଢାଉ କରି ରୁମ୍...
ପୁଣି ପ୍ରାର୍ଥୀ ବଦଳାଇଲା କଂଗ୍ରେସ
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟା ୬ଟାରେ ସରୁଛି ପ୍ରଚାର । କିନ୍ତୁ ରାଜ୍ୟ କଂଗ୍ରେସର ଅଙ୍କ ଏଯାଏଁ ଛିଡୁନି । ପୁଣି ଥରେ କଂଗ୍ରେସ ତାର ପ୍ରାର୍ଥୀ ବଦଳାଇଛି । ବଡ଼ଚଣା ଓ ନିମାପଡ଼ାରେ ନୂଆ ପ୍ରାର୍ଥୀଙ୍କୁ...
ଅବ୍ୟବସ୍ତା ଘେରରେ ବିଦ୍ୟାଳୟ
୨୦୦୧ରୁ ସ୍ଥାପନ ହେଲାଣି ବିଦ୍ୟାଳୟ । କିନ୍ତୁ ପିଲାଙ୍କ ପାଖରେ ପହଞ୍ଚିପାରୁନି ସର୍ବନିମ୍ନ ସୁବିଧା ସୁଯୋଗ. ବିଦ୍ୟୁତ ନାହିଁ କି ପିଇବା ପାଣି ନାହିଁ. ଦୀପ ଦଳ ଅନ୍ଧାର ଭଳି ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ନିକଟରେ ଏହି ବିଦ୍ୟାଳୟ...
କଂଗ୍ରେସରୁ ୧୯ଜଣ ବହିଷ୍କୃତ
ଦଳବିରୋଧୀ କାର୍ଯ୍ୟ ପାଇଁ ତିରୁପତି ପାଣିଗ୍ରାହୀଙ୍କ ସମେତ ୧୯ ଜଣ ନେତାଙ୍କୁ କଂଗ୍ରେସରୁ ବହିଷ୍କାର କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ୍ ଦାସ ସୋମବାର ଏ ନେଇ ସୂଚନା ଦେଇ କହିଛନ୍ତି ଯେ, ନିର୍ବାଚନବେଳେ...
ସ୍ୱଚ୍ଛ ଓ ବିକଳ୍ପ ରାଜନୀତି ପାଇଁ ସୁବାଶିଷଙ୍କ ଆହ୍ୱାନ
ସ୍ୱଚ୍ଛ ଓ ବିକଳ୍ପ ରାଜନୀତି ପାଇଁ ଆମ ଆଦମୀ ପାର୍ଟିକୁ ସୁଯୋଗ ଦିଅନ୍ତୁ ବୋଲି ଭୁବନେଶ୍ୱର ମଧ୍ୟ ଆସନ ପାଇଁ ଦଳୀୟ ପ୍ରାର୍ଥୀ ହୋଇଥିବା ସୁବାଶିଷ ପଟ୍ଟନାୟକ ନିବେଦନ କରିଛନ୍ତି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁବାଶିଷ କହିଛନ୍ତି,...

















