ମାଲକାନଗିରି ଗୋଲଡେନ୍ ଭିୟୁ ହୋଟେଲରୁ ଜବତ ହୋଇଛି ୨ ଲକ୍ଷ ଟଙ୍କା । ହୋଟେଲର ୨୦୭ ନମ୍ବର ରୁମରେ ଅବୈଧ ଟଙ୍କା ରଖାଯାଇଥିବା ପୋଲିସ ଖବର ପାଇଥିଲା । ପରେ ମାଲକାନଗିରି ପୋଲିସର ଏକ ଟିମ୍ ଚଢାଉ କରି ରୁମ୍ ରେ ଥିବା ସୁଶାନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ୨ ଲକ୍ଷ ଜବତ କରିଥିଲା । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here