ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନବୀନଙ୍କୁ ଟ୍ୱିଟ୍
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ | ପୁରୀରେ ଚାଲିଥିବା ଉଛେଦ ପକ୍ରିୟାକୁ ନେଇ ଟ୍ୱିଟ୍ କରିଛନ୍ତି କ୍ୟାପଟେନ ଅମରିନ୍ଦର ସିଂହ | ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ଅନୁରୋଧ କରିଛନ୍ତି...
ଅଙ୍ଗନବାଡ଼ି କେନ୍ଦ୍ରରୁ ଯୁବକଙ୍କ ମୃତଦେହ ଉଦ୍ଧାର
କ୍ଷତବିଖତ ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ରରୁ ଉଦ୍ଧାର ହେଲା ଜଣେ ବ୍ୟକ୍ତିଙ୍କ ମୃତଦେହ | ମୃତକ ରାଜୁ ହନ୍ତାଳ । ମାଲକାନଗିରି ଜିଲ୍ଲା ସ୍ୱଭିମାନ ଅଞ୍ଚଳର ଯନ୍ତାପାଇ ଅଙ୍ଗନବାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ମୃତକ ରାଜୁ ରଂଗଣିଗୁଡା...
ରାୟଗଡାରେ ମୋ ସରକାର କାର୍ଯ୍ୟକ୍ରମ
ମୋ ସରକାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ | ବିଭିନ ଜିଲ୍ଲାର ଥାନା ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ | ରାୟଗଡାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ଭିଡିଓ କନଫରେନ୍ସ ମାଧ୍ୟମରେ ଥାନା ଅଧିକାରୀମାନଙ୍କୁ ୫ଟି...
ପୁଣି ପ୍ଲାଷ୍ଟିକ୍ ଅଣ୍ଡା!
ମାଲକାନଗିରି ମାର୍କେଟରେ ବିକ୍ରି ହେଉଛି ପ୍ଲାଷ୍ଟିକ୍ ଅଣ୍ଡା । ଶୁକ୍ରବାର ହାଇଟେକ କଲୋନିର ଜଣେ ବ୍ୟକ୍ତି ପ୍ଲାଷ୍ଟିକ ଅଣ୍ଡା ବିକ୍ରି ନେଇ ଅଭିଯୋଗ ଆଣିବା ପରେ ଆଜି ପୁଣିଥରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ନେଇ ଅଭିଯୋଗ ଆସିଛି...
ବ୍ୟାପିଲା ଝାଡ଼ାବାନ୍ତି, ଜଣେ ମୃତ
ରାୟଗଡା ଜିଲ୍ଲା ପଦ୍ମପୁର ଅଂଚଳରେ ବ୍ୟାପିଲା ଝାଡ଼ାବାନ୍ତି | ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୨୩ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି | ମୃତକ ଶଶୀ ରାଉତ | ପଦ୍ମପୁର ବ୍ଲକ ମାରିଗୁଡା, ଲକ୍ଷଣଗୁଡା ଓ ଝୁମୁରୁଗୁଡ଼ାରେ ବ୍ୟାପିଛି ଝାଡ଼ାବାନ୍ତି |...
ବିଜେପିର ସେବା ସପ୍ତାହ ଆରମ୍ଭ
ସପ୍ତାହେ ବ୍ୟାପି ବିଜେପି ପାଳନ କରିବ ସେବା ସପ୍ତାହ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ରୂପେ ପାଳନ କରୁଛି ବିଜେପି | ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ । ତାପୂର୍ବରୁ ବିଜେପି ପକ୍ଷରୁ...
ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ
ବିଦ୍ୟୁତ ଆଘାତରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ | ବିଦ୍ୟୁତ ସରବରାହ ବିଛିନ୍ନ ଥିବାରୁ ସଜାଡିବାକୁ ଯାଇ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ ଯୁବକ | ମୟୁରଭଞ୍ଜ ଜିଲ୍ଲା ଵାଙ୍ଗିରିପୋଷି ବ୍ଳକ ଦିଘି ପଂଚାୟତର ଦିଘି ଗାଁରେ ଘଟିଛି ଏହି...
ଥାନାରେ ଅଟକ ଅଧ୍ୟାପକ
ଜଣେ କାର୍ଯ୍ୟରତ ଅଧ୍ୟାପକଙ୍କ ନାଁରେ ଆସିଛି ସଂଘିନ ଅଭିଯୋଗ | ଗୁରୁ ଶିଷ୍ୟ ସମ୍ପର୍କରେ ପୁଣି ଲାଗିଛି କଳଙ୍କର ଛିଟା । ଜଣେ +3 ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଟକ ରହିଛନ୍ତି ଅଧ୍ୟାପକ | ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର...
ଛାଡ଼ପତ୍ର ମାମଲା ଚାଲିଥିବା ମହିଳାଙ୍କୁ ମିଳିବ ପେନସନ
ଛାଡପତ୍ର ମାମଲାକୁ ନେଇ ସରକାର ନେଲେ ବଡ ନିଷ୍ପତି | ଏଣିକି ଛାଡ଼ପତ୍ର ମାମଲା ଚାଲିଥିବା ମହିଳାଙ୍କୁ ମିଳିବ ପେନସନ | ବାର୍ଷିକ ୪୦ ହଜାରରୁ କମ ଆୟ ଥିବା ମହିଳା ଏହି ପେନସନ ତାଲିକାରେ ଅନ୍ତର୍ଭୁକ୍ତ ହେବେ |...
ପୋଲିସ ଓ ନକ୍ସଲ ମୁହାଁମୁହିଁ, ଦୁଇ ନକ୍ସଲ ନିହତ
ମାଲକାନଗିରି ସୀମାରେ ମୁହାଁମୁହିଁ ହେଲେ ପୋଲିସ ଓ ନକ୍ସଲ | ଉଭୟଙ୍କ ମଧ୍ୟରେ ହେଲା ଗୁଳି ବର୍ଷା | ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ଥିବା କୁଟ୍ରିମା ଜଙ୍ଗଲରେ ନକ୍ସଲମାନେ ଲୁଚି ରହିଥିବା ଖବର ପାଇ ପୋଲିସ ଓ ଯବାନମାନେ ମିଳିତ...












