‘YOUR VOTE YOUR VOICE’, ବାଲୁକା କଳାରେ ଭୋଟରଙ୍କୁ ସଚେତନତା
ପର୍ବ ପର୍ବାଣି ହେଉ କିମ୍ବା କିଛି ସ୍ପେଶାଲ ଡେ । ଭିନ୍ନ ଭିନ୍ନ ଥିମ୍ କୁ ନେଇ ବାଲୁକା କଳା ମାଧ୍ୟମରେ ସାଧାରଣ ଜନତାଙ୍କ ଦୃଷ୍ଟି ଆକର୍ଷଣ କରାଇଥାନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ତେବେ ଏବେ...
ବିଜେପି ନାଁରେ ଏତଲା ଦେଲା ବିଜେଡି
୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ପୂରଣ କଲାନାହିଁ । ଏବେ ବିଜେପିର ୨୦୧୯ ଇସ୍ତାହାରରେ ଏହି ପ୍ରସଙ୍ଗକୁ ବାଦ୍ ଦେଇ ସାଢ଼େ ଚାରି କୋଟି ରାଜ୍ୟବାସୀଙ୍କୁ...
କାଲି ପୁରୀରେ ଶାହାଙ୍କ ରୋଡ ଶୋ
ନିର୍ବାଚନ ମତଦାନ ପାଇଁ ଆଉ ଅଳ୍ପ ଦିନ ବାକି ରହିଥିଲା ବେଳେ ଓଡ଼ିଶାକୁ କେନ୍ଦ୍ରୀୟ ନେତାଙ୍କ ସୁଅ ଛୁଟିଛି । ବିଶେଷକରି ବିଜେପିର ବରିଷ୍ଠ ନେତାମାନେ ଓଡ଼ିଶା ଆସି ପ୍ରଚାର କରୁଛନ୍ତି। ଏହି କ୍ରମରେ ମଙ୍ଗଳବାର ବିଜେପି ଅଧ୍ୟକ୍ଷ ଅମିତ...
ପାଣି ପାଇଁ ରାସ୍ତାରେ ମହିଳା, କେବେ ପୁରା ହେବ ପ୍ରତିଶ୍ରୁତି?
ଆଉ ମାତ୍ର ଦିନ କେଇଟା ପରେ ନିର୍ବାଚନ । ଏନେଇ ବଭିନ୍ନ ଅଞ୍ଚଳ ବୁଲି ନେତାମାନେ ନିଜର ପ୍ରଚାର କରିବା ସହ ପ୍ରତିଶ୍ରୁତି ମଧ୍ୟ ଦେଇଆସୁଛନ୍ତି । ଆପଣଙ୍କ ଅଞ୍ଚଳରେ ଆଉ କିଛି ଅସୁବିଧା ହେବ ନାହିଁ । ରାସ୍ତା...
ଡିଜିପି ଦାୟିତ୍ୱ ତୁଲାଇବେ ଅଗ୍ନିଶମ ଡିଜି ବି.କେ ଶର୍ମା
ଡିଜିପି ଦାୟିତ୍ୱ ତୁଲାଇବେ ଅଗ୍ନିଶମ ଡିଜି ବି.କେ ଶର୍ମା । ଅଗ୍ନିଶମ ବିଭାଗର ମହା ନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କୁ ଅତିରିକ୍ତି ପୋଲିସ ଡିଜି ଦାୟିତ୍ୱ ମିଳିଛି । ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ଭାରତୀୟ ନିର୍ବାଚନ ଆୟୋଗ ବିକେ...
ଆରପାରିରେ ବର୍ଷୀୟାନ ସଙ୍ଗୀତ ନିର୍ଦ୍ଦେଶକ
ମା’ତୁମେ ଜଗତର ସାହା ଭରସା, ଝୁମକା ଟିକେ ତୁ ତ ହଲେଇ ଦେ, ଆସିବ ବର ତୋର-ହୋଇବ ବାହାଘର, ଓ ସତ କହି ପଛେ ପାଏ ଫାଶୀ ଏମିତି ଅନେକ ହିଟ୍ ଗୀତ ଆପଣ ନିଶ୍ଚିତ ଶୁଣିଥିବେ । ଏହିସବୁ...
୧୦ ଜିଲ୍ଲାକୁ ବଜ୍ରପାତ ସତର୍କତା
୧୦ ଜିଲ୍ଲାକୁ ବଜ୍ରପାତ ସତର୍କତା । ୧୦ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, କଟକ ଓ...
ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ବିଷାକ୍ତ ଖାଦ୍ୟ ଖାଇ ୨୦ ଅସୁସ୍ଥ
ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ରେ ବିଷାକ୍ତ ଖାଦ୍ୟ ଖାଇ ୨୦ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ପୀଡ଼ିତଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ଅଛନ୍ତି। ଅସୁସ୍ଥ ଯାତ୍ରୀଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦେବାକୁ ଟ୍ରେନ୍ଟି ବୋକାରୋ ଷ୍ଟେସନ୍ରେ ଅଟକି ଥିଲା ।
ଯାତ୍ରୀମାନେ...
ବିଜେପିର ନିର୍ବାଚନ ଇସ୍ତାହାର ସଂକଳ୍ପ ପତ୍ର ଉନ୍ମୋଚନ କଲେ ଶାହା
ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୁବନେଶ୍ୱରର ମେ ଫେୟାର୍ ହୋଟେଲରେ ଓଡ଼ିଶା ଲାଗି ନିର୍ବାଚନ ଇସ୍ତାହାର ସଂକଳ୍ପ ପତ୍ର ପ୍ରକାଶ କରିଛନ୍ତି. ଦୁଷ୍କର୍ମ ପ୍ରମାଣିତ ହେଲେ ୧୫ ବର୍ଷରୁ କମ୍ ବୟସର ନାବାଳକଙ୍କୁ ଫାସି ଦଣ୍ଡ ଦେବାର...
କ୍ଷମତାକୁ ଆସିଲେ ମହିଳାଙ୍କୁ ୬୦୦୦, ବାର୍ଦ୍ଧକ୍ୟ ଭତ୍ତା ୧୫୦୦ ଟଙ୍କା ଦେବ କଂଗ୍ରେସ
ଦୀର୍ଘ ବର୍ଷ ଧରି ଓଡ଼ିଶା ଶାସନ ଗାଦିରୁ ଦୂରେଇ ରହିଥିବା କଂଗ୍ରେସ ଏବେ କ୍ଷମତାକୁ ଆସିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛି । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରତିଶ୍ରୁତିର ବର୍ଷା ଅଜାଡି ଦେଉଛି କଂଗ୍ରେସ...

















