ଝାରସୁଗୁଡ଼ାରେ ଏନକାଉଣ୍ଟର
ଝାରସୁଗୁଡ଼ାରେ ଏନକାଉଣ୍ଟର | ବ୍ରଜରାଜନଗର ଥାନା ଅଞ୍ଚଳରେ ଏନକାଉଣ୍ଟର କରିଛି ପୋଲିସ | ପୋଲିସ ଗୁଳିରେ ବିନୋଦ ପ୍ରସାଦ ଆହତ ହୋଇଛି | ବିନୋଦଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି | ଝାରସୁଗୁଡ଼ା ଏସ ପି ଅଶ୍ବିନୀ କୁମାର ମହାନ୍ତିଙ୍କ...
ଯୁକ୍ତ ୩ ପରୀକ୍ଷା ନୀତିନିୟମକୁ ନେଇ ବଡ ନିଷ୍ପତି !
ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଲାଗି ବଦଳିଲା ନୀତି ନିୟମ | ପ୍ରତି ସେମିଷ୍ଟାର ପରୀକ୍ଷା ଲାଗି କରାଯାଉଥିବା ଫର୍ମ ପୂରଣ ଆଉ କରାଯିବ ନାହିଁ | କେବଳ ଗୋଟିଏ ଥର ହିଁ ଛାତ୍ରଛାତ୍ରୀ ନାମଲେଖା/ପୁନଃନାମଲେଖା ସମୟରେ ପରୀକ୍ଷା ଫି...
ଫେସବୁକ କରିଦେଲା ବିବାହ
ଫେସବୁକରେ ଗଢି ଉଠିଥିଲା ସମ୍ପର୍କ । ଧିରେ ଧିରେ ସେଇ ସମ୍ପର୍କ ପରିଣତ ହୋଇଗଲା ପ୍ରେମରେ । ଆଉ ତାପରେ ପ୍ରେମୀ ଯୁଗଳଙ୍କ ବାରମ୍ବାର ମିଳାମିଶା ଆଉ ଦେଖା ଚାହାଁ । ସବୁଦିନ ପରି ପ୍ରେମିକ ସେଦିନ...
ମାଲକାନଗିରିରେ ପ୍ଲାଷ୍ଟିକ ଅଣ୍ଡା
ପ୍ଲାଷ୍ଟିକ ଚାଉଳ, ନକଲି କ୍ଷୀର ଏବଂ ପ୍ଲାଷ୍ଟିକ ଅଣ୍ଡା ପରେ ଏବେ ପୁଣି ଥରେ ମାଲକାନାଗିରିରେ ପ୍ଲାଷ୍ଟିକ ଅଣ୍ଡା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ତେବେ ଅଣ୍ଡା ସମ୍ପର୍କରେ ଏଯାଏଁ ଖାଦ୍ୟ ବିଭାଗ...
ଷ୍ଟେସନ କୁ ମିଳିଲା ଡିଭିଜନ ର ମାନ୍ୟତା ତତ୍ପର ହୋଇ ଉଠିଲେ ରେଳବାଇ କର୍ତ୍ତୃପକ୍ଷ
ରାୟଗଡା ଷ୍ଟେସନ କୁ ଡିଭିଜନ ର ମାନ୍ୟତା ମିଳିବା ପରେ ରେଳବାଇ କର୍ତ୍ତୃପକ୍ଷ ବେଶ ତତ୍ପର ହୋଇ ଉଠିଛନ୍ତି | ଷ୍ଟେସନ ପରିସରରେ ଥିବା ସମସ୍ତ ଉଠା ଦୋକାନୀଙ୍କୁ ଉଛେଦ କରାଯାଇଛି |ତେବେ ଆଜି ସ୍ତିତି ର ଅନୁଧ୍ୟାନ ଏକରିବା...
ରେଳ ଟ୍ରାକରେ ଟ୍ରେଲର
ରାୟଗଡା ଜିଲ୍ଲା ମୁନିଗୁଡା ମୁଖ୍ୟ ରେଳ ଫାଟକ ନିକଟରେ ଆଜି ଏକ ଟ୍ରେଲରର ବ୍ରେକ ଫେଲ ହୋଇ ରେଳ ଲାଇନ ଉପରେ ଧସେଇ ଫସିବା ଫଳରେ ମୁନିଗୁଡା ରାୟଗଡା ମଧ୍ୟରେ ଟ୍ରେନ ଚଳା ଚଳ ବାଧା ପ୍ରାପ୍ତ ହୋଇଛି...
ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ
ବାଇକ ଓ ଟ୍ରକ ମୁହାଁମୁହିଁ ଧକ୍କା, ଚାଲିଗଲା ଜଣେ ବାଇକ ଆରୋହୀଙ୍କ ଜୀବନ | ୫୫ ନମ୍ବର ଜାତୀୟ ରାଜପଥ ଢେଙ୍କାନାଳର ସିନିନଈ ଛକରେ ଘଟିଛି ଏହି ମର୍ମ୍ମତୁଦ ସଡକ ଦୁର୍ଘଟଣା | ଗୁରୁବାର ଅପରାହ୍ନ ପ୍ରାୟ ୩ଟା ସମୟରେ...
ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗୀର କର୍ମଚାରୀ
ଲାଂଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଧରା ପଡିଲେ ଉଦ୍ୟାନ ବିଭାଗର ଆସିଷ୍ଟାଣ୍ଟ ହଟିକଲଚର | ଏନଆରଇଜିଏସ ସ୍କିମରେ ମଷ୍ଟର ରୋଲରେ ବିଲ ପାସ କରିବା ପାଇଁ ୧୮୦୦ ଟଙ୍କା ଲାଂଚ ନେବା ସମୟରେ ଭିଜିଲାନ୍ସ ଲାଜରେ ଛଂଦି ହୋଇଯାଇଥିଲେ...
୪ସପ୍ତାହ ପାଇଁ ଆପୋଲୋକୁ ମହଲତ ଦେଲେ ହାଇକୋର୍ଟ
ଭୁବନେଶ୍ୱର ଆପୋଲୋ ହସ୍ପିଟାଲରକୁ ଜାତୀୟ ମାନବାଧିକାର ଛାଟ ଲଗାଇଥିବା ବେଳେ, ଏହି ନିର୍ଦେଶକୁ ୪ସପ୍ତାହ ପାଇଁ ରିହାତଦେଶ ଦେଲେ ହାଇକୋର୍ଟ । କିଡ଼୍ନୀ ପ୍ରତ୍ୟାରୋପଣ ମାମଲାରେ ଛାଟ ଲଗାଇଥିଲେ ଜାତୀୟ ମାନବାଧିକାର | ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ କରିବା...
ଚାଲିଛି କଡାକଡି ଚେକିଂ
ରାଜଧାନୀରେ ଦିତ୍ୱୀୟ ଦିନ ପାଇଁ ଓଜନିଆ ସ୍କୁୁଲ ବ୍ୟାଗ୍ ନେଇ ଜାଞ୍ଚ । ସ୍ପେଶାଲ ସ୍କ୍ୱାର୍ଡ ଟିମ୍ ବିଭିନ୍ନ ଘରୋଇ ସ୍କୁଲ ଯାଇ ଯାଞ୍ଚ କରୁଛନ୍ତି । ବିଶେଷକରି ଏନସିପିସିଆର ଗାଇଡଲାଇନ ପାଳନ ହେଉଛି କି ନାହିଁ ପିଲାମାନେ ଏନସିଇଆରଟି...















