ବରଯାତ୍ରୀ ଗାଡି ଦୁର୍ଘଟଣା
ବରଯାତ୍ରୀ ଗାଡି ଦୁର୍ଘଟଣା । ଦୁର୍ଘଟଣାରେ ୨ମୃତ ୧୦ ଆହତ । ରବିବାର କଳାହାଣ୍ଡି ଜିଲ୍ଲା ତୁଳାପଡା ନିକଟରେ ଟ୍ରକ ପଛପଟୁ ବରଯାତ୍ରୀ ଗାଡି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ବରଯାତ୍ରୀ ଗାଡିଟି...
ବେସାହାରା ଲାଡ୍ଡା ଗ୍ରାମବାସୀ
ବେସାହାରା ହୋଇପଡିଛନ୍ତି ରାୟଗଡା ସଦର ବ୍ଲକର ଲାଡ୍ଡା ଗ୍ରାମବାସୀ. ଗତ ଚାଳିଶ ବର୍ଷ ଧରି ଲାଡ୍ଡା ରେଳବାଇ କଲୋନାରେ ରହି ଆସୁଥିବା 15ଟି ପରିବାରକୁ ରେଳବାଇ ପକ୍ଷରୁ ବାହାର କରିଦିଆଯିବା ପରେ ସେମାନେ ରାସ୍ତାକଡରେ ଆଶ୍ରୟ ନେଇଛନ୍ତି. ମୁଣ୍ଡ ଗୁଞ୍ଜିବା...
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ
ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ମନ୍ଦାର ଗାଁ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା. ଭୁବନ ଢେଙ୍କାନାଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି. ଖବର ଅନୁସାରେ, ରବିବାର ପ୍ରାୟ ସକାଳ 6ଟା ସମୟରେ ଏକ...
ଟ୍ରକ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ
ଗତକାଲି ବାଲେଶ୍ୱର 60 ନମ୍ବର ଜାତୀୟ ରାଜପଥ ନିକଟରେ ଜଣେ ଟ୍ରକ ଚାଳକଙ୍କୁ ମରଣାନ୍ତକ ଭାବେ ଆକ୍ରମଣ ହୋଇଛି. ବିଳମ୍ବିତ ରାତିରେ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି. ସୂଚନା ଅନୁସାରେ, ଦୁଇଟି ଟ୍ରକ ଜାତୀୟ ରାଜପଥ ନିକଟରେ ରହିଥିଲା....
ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ଟଳିଲେ 3 ମାଓବାଦୀ
ଓଡିଶା ସୀମାରେ ଝାଡଖଣ୍ଡ ପୋଲିସକୁ ମିଳିଛି ଏକ ବଡ ସଫଳତା. ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝାରେ ଟଳିଛନ୍ତି ତିନି ମାଓବାଦୀ. ମିଳିଥିବା ସୂଚନା ଅନୁସାରେ, ରବିବାର କମ୍ବିଂ ଅପରେସନ ସମୟରେ ପୋଲିସ ଗୁମଲା ଅଞ୍ଚଳରେ ଏକ ମାଓ...
ଭାସୁଛନ୍ତି ଶହ ଶହ ମଲା ମାଛ
ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକରେ ଦେଖିବାକୁ ମିଳିଛି ମାଛ ମଡକ. ସୋନ ନଦୀରେ ଶହ ଶହ ମଲା ମାଛ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି. ପତ୍ରିପାଳ ଓ ଗନିପୁର ନିକଟରେ ବହୁ ସଂଖ୍ୟାରେ ମାଛ ମରିପଡିଥିବା ଦେଖିବାକୁ ମିଳିଛି. ନଦୀର...
ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ
ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରୁଛନ୍ତି. ଗସ୍ତ ସମୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି. ମୁଖ୍ୟମନ୍ତ୍ରୀ ପ୍ରଥମେ ଢେଙ୍କାନାଳ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ....
ଠିକା କର୍ମଚାରୀଙ୍କୁ ସ୍ଥାୟୀ ଦାବିରେ ରାସ୍ତାକୁ ଓହ୍ଲାଇଲା ମହାମଞ୍ଚ
ଠିକା କର୍ମଚାରୀ ବ୍ୟବସ୍ଥା ବିରୋଧରେ ଆନ୍ଦୋଳନ କରିଛି କର୍ମଚାରୀ ମହାମଞ୍ଚ. ସରକାରଙ୍କ ବିଭିନ୍ନ ବିଭାଗରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅଭାବ ଥିବା ବେଳେ ସରକାର ଗତ ୧୫ ବର୍ଷ ଧରି ଠିକା କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଛନ୍ତି. ବାରମ୍ବାର ଦାବି...
ଧୂମ୍ ଛେଚା ଖାଇଲା ଚୋର
କଥାରେ ଅଛି ଚୋର ପାଇଁ ସବୁରାତି ଅନ୍ଧାର ନ ଥାଏ. ଦିନେ ନା ଦିନେ ଧରାପଡେ. ଆଉ ଥରେ ଧରାପଡିଲେ ଅବସ୍ଥା କଣ ହୁଏ, ତାହା ଆପଣ ଅନୁମାନ କରିପାରୁଥିବେ. ଏଇ ଦେଖନ୍ତୁ ସୁନାଚେନ୍ ଲୁଟିବା ବେଳେ ଧରାପଡିଥିବା ଜଣେ...
ଗ୍ରାମବାସୀଙ୍କ ମନରେ ଆଧ୍ୟାତ୍ମିକ ଆବେଗ
ବାଲେଶ୍ବର ଜିଲ୍ଲା କଞ୍ଚାପଡା ପଞ୍ଚାୟତ ଅନ୍ତର୍ଗତ ବେଗୁନିଆ ଗାଁ ନିକଟରୁ ଉଦ୍ଧାର କରାଯାଇଛି ବିରଳ ଗରୁଡ ପକ୍ଷୀ . ଶ୍ରୀଧର ନୋଡାଲ ୟୁପି ସ୍କୁଲ ନିକଟରେ ପକ୍ଷୀଟି ଉଡି ନପାରି ବସି ରହିଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର...













