28.1 C
Bhubaneswar
Thursday, November 12, 2026
-Advertisement-

ବାଧ୍ୟତାମୂଳକ ଅବସର ନେଲେ ୩ ଅଧିକାରୀ

ପୁଣି ୩ଜଣ ଅଧିକାରୀଙ୍କ ଉପରେ ପଡିଲା ରାଜ୍ୟସରକାରଙ୍କ ଛାଟ | ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ନେଇ ରାଜ୍ୟସରକାର ପୁଣି ଗ୍ରହଣ କଲେ କଡା ଆଭିମୁଖ୍ୟ | ଦୁର୍ନୀତି ଅଭିଯୋଗରେ ୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତିି ସରକାର |...

ବସ୍ତି ବାସିନ୍ଦାଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଜଙ୍ଗଲ ଜମି ପଟ୍ଟା ଓ ବସ୍ତି ବାସିନ୍ଦାଙ୍କୁ ଘର ଡିହ ପ୍ରଦାନ ପାଇଁ ରାସ୍ତାକୁ ଓହ୍ଲାଇଛି ରାୟଗଡା ଜିଲ୍ଲା ଝୁପୁଡି ବସ୍ତି ବାସିନ୍ଦା । ଏକ ବିଶାଳ ଶୋଭାଯାତ୍ରାରେ ସଂଘର ଶତାଧିକ କର୍ମୀ କୋରାପୁଟ୍ ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ...

ଗଣିତ କ୍ଲାସ ନେଲେ ଜିଲ୍ଲାପାଳ

ଅପହଁଞ୍ଚ ଅଞ୍ଚଳରେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ, ଅପହଁଞ୍ଚ ଅଞ୍ଚଳରେ କିଭଳି ଚାଲିଛି ଶିକ୍ଷାଦାନ ସେ ନେଇ ଜାଣିବା ପାଇଁ ଜିଲ୍ଲାପାଳ ମନିଷ ଅଗ୍ରୱାଲ ମାଓ ପ୍ରବଣରେ ଥିବା ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡି କେନ୍ଦ୍ର ବୁଲିବାକୁୂ ଯାଇଥିଲେ ।...

ଧାରଣାରେ ନୀଳଗିରି ବିଧାୟକ

ଧାରଣାରେ ବସିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ | ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ନୀଳଗିରି ବିଧାୟକ | ଶୁକ୍ରବାର ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ତହସିଲଦାର ସୁଶ୍ରିତା ଟୁଡ଼ୁ...

ଦଶହରାକୁ ଭିଜାଇବ ବର୍ଷା

ଚଳିତ ଦଶହରାକୁ ଭିଜେଇ ପାରେ ବର୍ଷା | ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ | ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ କାଁ ଭାଁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଶ୍ରୀମନ୍ଦିର ସଂସ୍କାର ମାମଲା, ଶଙ୍କରାଚାଯ୍ୟଙ୍କଠୁ ନେବାକୁ ପଡିବ ପରାମର୍ଶ

ଶ୍ରୀମନ୍ଦିର ସଂସ୍କାର ମାମଲାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି | ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି | ଆମିକସ କ୍ୟୁରି ରଂଜିତ କୁମାରଙ୍କ ନୋଟ, ରାଜ୍ୟ...

ଦଶହରାରେ ଆରଟିଓ ଖୋଲା

ଦୁର୍ଗାପୂଜା ଅବସରରେ ଖୋଲା ରହିବ ଆର୍‌ଟିଓ ଅଫିସ | ପୂଜା ଛୁଟି ସତ୍ତ୍ବେ ଶନିବାର ଓ ସୋମବାର ଦିନ ରାଜ୍ୟର ସମସ୍ତ ଆର୍‌ଟିଓ କାର୍ଯ୍ୟାଳୟ ଖୋଲାରହିବ | ଦୁର୍ଗାପୂଜା ଅବସରରେ ଯେଉଁମାନେ ନୂଆ ଗାଡ଼ି କିଣିଛନ୍ତି ସେମାନେ ୫ ଓ...

କେନ୍ଦ୍ରାପଡାରେ ଲାଗୁ ହେବ ଏନଆରସି !

କେନ୍ଦ୍ରାପଡାରେ ଲାଗୁ ହୋଇପାରେ ଏନଆରସି । ଏନେଇ ପଦକ୍ଷେପ ନେବାକୁ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖିଛନ୍ତି ଗୃହ ମନ୍ତ୍ରଣାଳୟ । ଆମିକସ କ୍ୟୁରିଙ୍କ ରିପୋର୍ଟ ଆଧାରରେ ଏହି ଚିଠି ଲେଖାଯାଇଛି | ଗତବର୍ଷ ନଭେମ୍ବରରେ କେନ୍ଦ୍ରାପଡ଼ା ଜିଲ୍ଲାରେ NRC...

ଚନ୍ଦ୍ରଭାଗାରେ ୱାଟର ସ୍ପୋଟ୍ସ

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ କୋଣାର୍କ ଚନ୍ଦ୍ରଭାଗା | ଗୋଆ ସମୁଦ୍ରକୂଳର ୱାଟର ସ୍ପୋଟ୍ସର ମଜା ଏବେ ଚନ୍ଦ୍ରଭାଗା ସମୁଦ୍ରକୂଳରେ ପାଇବେ ପର୍ଯ୍ୟଟକ | କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରକୂଳରେ ୱାଟର ସ୍ପୋଟ୍ସର ଶୁଭ ଉଦ୍ଘାଟନ ହୋଇଯାଇଛି | ମୁଖ୍ୟଅତିଥି ଭାବେ କ୍ରୀଡା...

ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିଲା ରୋକ

ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସରକାର ସିଂଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ସାମଗ୍ରୀ ଉପରେ ରୋକ ଲଗାଇଛନ୍ତି | ପ୍ଲାଷ୍ଟିକ ବ୍ୟବହାର ରୋକିବା ସହ ଲୋକମାନଙ୍କୁ ସଚେତନ କରିବା ନେଇ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି | ଏନେଇ ପୁରୀ ଜିଲ୍ଲାପାଳ...
- Advertisement -

Latest article

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...