ନିରଞ୍ଜନଙ୍କ ବାଣ କୁଆଡେ ?
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟୁଇଟ୍ କରି ବାଣ ଛାଡିଛନ୍ତି. ବିଜେଡି ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା କଥା କହି ଆସୁଥିବା ବେଳେ ଏନଡିଏ...
ଆଶାକର୍ମୀଙ୍କୁ ୧୦ ହଜାର ଟଙ୍କାର ସହାୟତା ଘୋଷଣା
ଆଶାକର୍ମୀଙ୍କ ପାଇଁ ଖୁସି ଖବର । ୧୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଅର୍ଥରାଶିରେ ସେମାନେ ସାଇକେଲ୍, ଆଲମିରା, ଛତା, ଟର୍ଚ୍ଚ ଲାଇଟ୍ ଓ ଚପଲ୍ କିଣି ପାରିବେ । ପୂର୍ବରୁ...
ଦୁର୍ନୀତି ମାମଲା: ଆଇଏଏସ ବିନୋଦ କୁମାରଙ୍କୁ ୩ବର୍ଷ ଜେଲ୍
ବହୁ ଚର୍ଚ୍ଚିତ ଓଡିଶା ରୁରାଲ ହାଉସିଂ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ ଦୁର୍ନିତୀ ମାମଲାରେ ଆଇଏଏସ ବିନୋଦ କୁମାର ଓ ତାଙ୍କ ସହଯୋଗୀ ପୂର୍ଣ୍ଣଚନ୍ଦ୍ର ଦାଶଙ୍କୁ ଜେଲ ଦଣ୍ଡାଦେଶ ହୋଇଛି। ଭିଜିଲାନ୍ସ କୋର୍ଟ ଆଜି ଶୁଣାଣି କରି ଏହି ଦଣ୍ଡାଦେଶ ଦେଇଛନ୍ତି।...
ଅନନ୍ତ ବାସୁଦେବ ମନ୍ଦିରରେ ଅଗ୍ନିକାଣ୍ଡ, ଜଳିଗଲା ରୋଷଘର
ରାଜଧାନୀର ପ୍ରସିଦ୍ଧ ଅନନ୍ତ ବାସୁଦେବ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ରୋଷଘର ସଂପୂର୍ଣ୍ଣ ଭାବରେ ପୋଡିଯାଇଛି । ଖବରପାଇ ତିନୋଟି ଦମକଳ ବାହୀନି ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ମନ୍ଦିରର ରୋଷଘର ପୋଡିଯାଇଥିବାରୁ...
ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ୨ ପରୀକ୍ଷା
୨୦୧୯ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷାଫଳ ଜୁନ୍ ୧୦ ସୁଦ୍ଧା ପ୍ରକାଶ ପାଇବ । ଗୋଟିଏ ବିଷୟରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ଇନଷ୍ଟାଣ୍ଟ ଜୁଲାଇ...
ଲୁଚିଛି ନା ଗୋଡ ଦି’ଟା ଦିଶୁଛି
ବିଜେଡି-ବିଜେପିର ଭିତିରି ସଂପର୍କ ଓଡିଆ ଢଗ 'ଲୁଚିଛି ନା, ଗୋଡ ଦିଟା ଦିଶୁଛି' କୁ ପୁରା ଖାପ ଖାଉଛି. କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ବ କଥା କହୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯେ ପଦ୍ମ ଭିତରେ ପଶିକି...
ଜରି, ପାଣି ବୋତଲ ଫେରାଇଲେ ଟଙ୍କା ମିଳିବ
ଓମଫେଡ ଜରି, ପାଣି ବୋତଲ ଫେରାଇଲେ ମିଳିବ ଟଙ୍କା. ଅଗଷ୍ଟ ୧୧ ସୁଦ୍ଧା ଏସଂପର୍କରେ ସର୍ବସାଧାରଣରେ ସୁଚନା ଦିଆଯିବା ସହ ଏଜେଣ୍ଟଙ୍କ ମାଧ୍ୟମରେ ଜରି ଓ ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରାଯିବ । ସଚିବାଳୟରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି...
ଯାତ୍ରୀବାହୀ ବସ୍ ଦୁର୍ଘଟଣା, ୩୦ ଆହତଙ୍କ ମଧ୍ୟରୁ ଆଖି ବୁଜିଲେ ଜଣେ ମହିଳା
ବୁଧବାର ବିଳମ୍ବତ ରାତିରେ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ମଜୁରୀଗଡିଆ ନିକଟରେ ଜାତ୍ରୀବାହୀ ବସ୍ ‘କଳ୍ପନା’ ଓଲଟି ପଡିଥିଲା। ଏଥିରେ ୩୦ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୫ ଜଣ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧିନ ଥିବାବେଳେ ଗୁରୁତର ଆହତ ହୋଇ...
ସୁନାଚେନ୍ ପାଇଁ ନିଆଁ ଲଗାଇଦେଲେ ଶାଶୁଘର ଲୋକେ
ଚାରିମାସ ତଳେ ହୋଇଥିଲା ବାହାଘର. ଅଗ୍ନିକୁ ସାକ୍ଷୀ ରଖି ସଂପା ବାରିକଙ୍କୁ ବାହା ହୋଇଥିଲେ ସଂପା. ସୁଖର ସଂସାର ଗଢିବା ପାଇଁ ସଂପାଙ୍କ ସ୍ବପ୍ନ ବାହାଘରର ଚାରିମାସ ପରେ ଜଳିଗଲା. ଆରମ୍ଭ ହୋଇଗଲା ଶାଶୁଘରେ ଯୌତୁକ ନିର୍ଯାତନା. ସୁନା ଚେନ୍...
ଜୋତା ଭିତରେ ସାପ, ଅଳ୍ପକେ ବଞ୍ଚିଲା ଜୀବନ
ଏବେ ଯେଉଁଠି ଦେଖିବ ସେଇଠି ସାପ । ସତେ ଯେମିତି ସାପମାନଙ୍କର ରାଜୁତି ଚାଲିଛି । କେତେବେଳେ ଘର ଭିତରେ ତ କେତେବେଳେ ଆଲମିରାରେ । କେତେବେଳେ ଖଟତଳେ ତ କେତେବେଳେ ପୁଣି ହାଣ୍ଡି ତଳେ । ଏଥର ଏମିତି...