ସୁନା ବେଶରେ ମହାପ୍ରଭୁ
ଆଜି ପବିତ୍ର ବିଜୟା ଦଶମୀ ଅବସରରେ ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଶ୍ରୀମନ୍ଦିରରେ ଅବକାସ ନୀତି ପରେ ମହାପ୍ରଭୁଙ୍କ ସୁନା ବେଶ ହେବ । ନୂଆ ଲୁଗା ଓ ଜାମା ଲାଗି ପରେ କିରିଟି,...
ଶୋଭାଯାତ୍ରାରେ ସାମିଲ ହେଲେ
ଢୋଲ ବଜାଇଲେ ଏସପି । କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଢୋଲ ବଜାଇ ଶୋଭାଯାତ୍ରାରେ ଯାଉଥିବା ଦେଖିବାକୁ ମିଳିଛି । ଗତକାଲି ଥିଲା କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଜେନାଖାଲ ଠାରୁ ମନ୍ଦିର...
ମା ଖମ୍ବେଶ୍ବରୀଙ୍କ ମହାବଳି ଯାତ୍ରା
ଆଜି ଜଗତଜନନୀ ମା ଦୁର୍ଗାଙ୍କ ମହାନବମୀ ପୂଜା | ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମାଙ୍କ ସ୍ୱତନ୍ତ୍ର ପୂଜା | ସେପଟେ ମାଙ୍କ ମହାନବମୀ ପୂଜା ଦିନ ସୋନପୁରରେ ମହାବଳି ଯାତ୍ରା ଅନୁଷ୍ଠିତ ହୋଇଛି | ତନ୍ତ୍ର ମନ୍ତ୍ର...
ଜଙ୍ଗଲ ମଧ୍ୟରୁ ଶିଶୁ କନ୍ୟା ଉଦ୍ଧାର
ମୟୁରଭଂଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡା ଜଙ୍ଗଲରେ ଦେଖିବାଜୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ | ଜଙ୍ଗଲ ମଧ୍ୟରୁ ଉଦ୍ଧାର ହୋଇଛି ଏକ ଶିଶୁ କନ୍ୟା | ଶିଶୁଟି ୩ କିମ୍ବା ୪ ଦିନରେ ହୋଇଥିବା ଅନୁମାନ କରାଯାଇଛି...
ରାତି ୧୨ ଯାଏଁ ଜମିବ ମେଲୋଡି
ଚାଲିଛି ପାଵଣ ଋତୁ | ଆସିଛନ୍ତି ମା | ମାଙ୍କ ଆଗମନକୁ ନେଇ ଚାରିଆଡେ ଉତ୍ସବର ମାହୋଲ | ରଙ୍ଗ ବିରଙ୍ଗ ଆଲୋକ ମାଳରେ ସୁସଜ୍ଜିତ ହୋଇଛି ତୋରଣମାନ | ଭଳିକି ଭଳି ଆଲୋକ ମାଳ ସାଙ୍ଗକୁ ଝଲସୁଛନ୍ତି ମା...
ଆମ୍ବୁଲାନ୍ସରୁ ତେଲ ସରିଯିବାରୁ….
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଓ ଦୁଃଖଦ ଘଟଣା | ଏକା ସଂଗେ ଚାଲିଯାଇଛି ଦୁଇ ଦୁଇଟି ଜୀବନ | ଆମ୍ବୁଲାନ୍ସରୁ ତେଲ ସରିଯିବା ନେଇ ବାଟରେ ଆଖି ବୁଜିଛନ୍ତି ପ୍ରସୂତି | ମୃତକ ହାଣିଦା...
କାର୍ତିକ ବ୍ରତ ପାଇଁ ଶ୍ରୀମନ୍ଦିରରେ ଚୂଡାନ୍ତ ହେଲା ନୀତି
ଆସନ୍ତା କାର୍ତିକ ବ୍ରତ ପାଇଁ ଚୂଡାନ୍ତ ହୋଇଛି ନୀତି | ଶ୍ରୀମନ୍ଦିରର ଛତିଶା ନିଯୋଗ ଓ ନୀତି ସବକମିଟି କାର୍ତିକ ବ୍ରତ ପାଇଁ ନୀତି ଚୂଡାନ୍ତ କରିଛନ୍ତି | ଆସନ୍ତା ଅକ୍ଟୋବର ୯ ତାରିଖରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ...
ଅନଲାଇନ୍ ରେ ନିଲାମ ହେବ ଖଣି, ବିଜ୍ଞପ୍ତି ପ୍ରକାଶ
ଖଣି ନିଲାମ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି | ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ଖଣିକୁ ନେଇ ହେବ ନିଲାମ | ଅନଲାଇନ୍ ମାଧ୍ୟମରେ ନିଲାମ କରାଯିବ | ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ...
ଦଶହରା ପାଇଁ ବଦଳିଲା ମୋ ବସ୍ ଚଳାଚଳର ସମୟ
ମାଙ୍କ ଆଗମନକୁ ନେଇ ଉତ୍ସବ ମୁଖର ପୁରପଲ୍ଲୀ ଠୁ ସହର | ମାଙ୍କ ଦର୍ଶନ ପାଇଁ ଜମୁଛି ହଜାର ହଜାର ଭକ୍ତଙ୍କ ଭିଡ଼ | ସେପଟେ ଆସୁଥିବା ଭକ୍ତଙ୍କ ସୁବିଧା ଓ ସୁଯୋଗ ପାଇଁ ପୋଲିସ ପ୍ରଶାସନ ଓ ପୂଜା...
ବିଧାୟକଙ୍କ ଭାଂଗିଲା ଅନଶନ
ଦୀର୍ଘ ୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଲେ ବିଧାୟକ ସୁକାନ୍ତ ନାୟକ | ନୀଳଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉଛେଦ ପକ୍ରିୟାକୁ ବିରୋଧ କରି ଧାରଣା ଦେଇଥିଲେ ବିଧାୟକ | ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ବାଲେଶ୍ୱର ଜିଲ୍ଲାପାଳ...


















