ଛାତିରେ ପଶିଲା ଲୁହା ରଡ୍
11 ବର୍ଷର ନାବାଳକ ଚନ୍ଦନ ମହାକୁଡ ଖେଳୁଥିବା ସମୟରେ ଛାତିରେ ଲୁହା ରଡ୍ ପଶିଯାଇଛି. ଫଳରେ ଗୁରୁତର ଅବସ୍ଥାରେ ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି. ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଡିମ୍ବୋ ଗାଁର ନନ୍ଦକିଶୋର ମହାକୁଡ,...
ବିକାଶ ପାଇଁ ଅଣ୍ଟା ଭିଡିଲା ଉନ୍ନୟନ ପରିଷଦ
ଜଗତସିଂହପୁର ଜିଲ୍ଲାର ବିକାଶ ପାଇଁ ପ୍ରତିବଦ୍ଧତାର ସହ କାମ କରିବା ଉପରେ ଗୁରୁତ୍ବ ଦେଇଛି ଜଗତସିଂହପୁର ଜିଲ୍ଲା ଉନ୍ନୟନ ପରିଷଦ. ନିଜ ଭିତରେ ମତଭେଦ ଭୁଲି ଏକାଠି ହେବାକୁ ଆହ୍ବାନ ଦେଇଛି ପରିଷଦ. ଚନ୍ଦ୍ରଶେଖରପୁର ବିଡିଏ କଲୋନିରେ ଅନୁଷ୍ଠିତ ଉନ୍ନୟନ...
କଟକରେ ଜଣ୍ଡିସ ରୋଗୀ ଚିହ୍ନଟ
କିଛି ମାସର ବ୍ୟବଧାନ ପରେ ପୁଣି କଟକ ସହରରେ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଛି. ଶିଖରପୁର ତଳ ସାହିରେ ବସବାସ କରୁଥିବା ଲୋକଙ୍କ ଠାରେ ଏହା ଚିହ୍ନଟ କରାଯାଇଛି. ତେବେ ଏଥିରେ ପ୍ରାୟ 12 ଜଣ ଆକ୍ରାନ୍ତ ହୋଇଥିବା ସୂଚନା...
ବିବାହ କଲେ ସମଲିଙ୍ଗୀ
ବିବାହ କରିଛନ୍ତି ଦୁଇ ସମଲିଙ୍ଗୀ ଝିଅ. ସର୍ବୋଚ୍ଚ ନ୍ୟାୟାଳୟ ପ୍ରକାଶ କରିଥିବା ରାୟ ଅନୁସାରେ, ଆଇପିସି ଧାରା 377 ଅନୁଯାୟୀ ସମଲିଙ୍ଗୀ ସମ୍ପର୍କ ଏକ ଅପରାଧ ନୁହେଁ ବୋଲି କିଛି ମାସ ପୂର୍ବେ କୋର୍ଟ ରାୟ ଦେଇଥିଲେ. ସେହି ଧାରାକୁ...
ଆଫ୍ରୋ-ଏସିଆନ ୟୁଥ୍ କନକ୍ଲେଭ
ବିଶ୍ୱ ମାନବୀୟ ଅଧିକାର ସୁରକ୍ଷା ସଂଘ (WHRPO) ପକ୍ଷରୁ ଭୁବନେଶ୍ୱରସ୍ଥିତ ହୋଟେଲ ମ୍ୟାରିୟନଠାରେ ଆଫ୍ରୋ-ଏସିଆନ ୟୁଥ୍ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି. କନକ୍ଲେଭର ଥିମ୍ ରହିଛି ‘ଭଏସିଂ ରାଇଟ୍ସ ଅଫ୍ ୟୁଥ୍’ . ସଂଗଠନର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡକ୍ଟର ଶରତ...
ରୋଗୀ ବେଶରେ ଡାକ୍ତରଙ୍କ ଘରୁ ଚୋରି
ନବରଙ୍ଗପୁର ଇନ୍ଦ୍ରାବତୀ ସହରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା. କିଛି ଡକାୟତ ରୋଗୀ ବେଶରେ ଆସି ଜଣେ ଡାକ୍ତରଙ୍କ ଘରୁ କଳାକନା ବୁଲାଇ ଦେଇଛନ୍ତି. ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ 11.30 ସମୟରେ କିଛି...
ଭୁବନେଶ୍ୱରରେ ହେବ ରାହୁଲଙ୍କ ସଭା
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଜାନୁୟାରୀ 25 ତାରିଖରେ ଓଡିଶା ଗସ୍ତ କରୁଛନ୍ତି. ତେବେ ପୂର୍ବରୁ ରାହୁଲଙ୍କ ଗସ୍ତ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ ଏବଂ ତାଙ୍କର ସଭା କଟକରେ ହେବ ବୋଲି ସୂଚନା ମିଳିଥିଲା....
ଆଦିବାସୀ ବାଦ୍ୟରେ ଦୁଲୁକିଲା ମଣ୍ଡପ
ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ମାଲ୍ୟବନ୍ତ ମହୋତ୍ସବ ଉଦଘାଟିତ ହୋଇଛି । ଏହି ଅବସରରେ ମାଲକାନଗିରିର ଜଗନ୍ନାଥ ମନ୍ଦିର ଠାରୁ କଳଶ ଯାତ୍ରା ଆରମ୍ଭ ହୋଇ ଦଣ୍ଡକାରଣ୍ୟ ପଡିଆ ନିକଟ ମଣ୍ଡପକୁ ଆସିବା ପରେ ମହୋତ୍ସବ ଉଦଘାଟିତ ହୋଇଥିଲା । ଏହି...
ପିପିଲିରେ ଏନକାଉଣ୍ଟର
ପାରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜିତୁକୁ ଶନିବାର ପ୍ରାୟ ସକାଳ 5 ଟା ସମୟରେ ପିପିଲି ପୋଲିସ ଏନକାଉଣ୍ଟର କରିଛି. ଫଳରେ ଜିତୁର ଡାହାଣ ଗୋଡରେ ଗୁଳି ବାଜିଛି. ପରବର୍ତ୍ତୀ ସମୟରେ ଜିତୁର ଅବସ୍ଥା ଗୁରୁତର ହେବାରୁ ତାକୁ ଭୁବନେଶ୍ୱର...
ଓପିଏସସି ପରୀକ୍ଷା ଘୁଞ୍ଚାଇବାକୁ କଂଗ୍ରେସର ଦାବି
ସରକାରୀ ଚାକିରୀକୁ ନେଇ ଓଡିଶା ସରକାରଙ୍କ ପ୍ରୀୟା ପ୍ରୀତି ନୀତିକୁ ସମାଲୋଚନା କରିଛି କଂଗ୍ରେସ । ଓଡିଶା ସରକାର ରାଜ୍ୟର ଲକ୍ଷଲକ୍ଷ ଶିକ୍ଷିତ ଯୁବକ ଯୁବତୀମାନଙ୍କ ଭାଗ୍ୟ ସହିତ ଖେଳୁଥିବା ଅଭିଯୋଗ କରିଛନ୍ତି ପିିସିସି ମିଡିଆ ସେଲ ଅଧ୍ୟକ୍ଷ ଶ୍ରୀ...


















