ଚିରନିଦ୍ରାରେ ସ୍ୱାଧିନତା ସଂଗ୍ରାମୀ ଦୟାନିଧି ନାଏକ
ଚାଲିଗଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାଏକ । ଭାରତଛାଡ ଆନ୍ଦୋଳନରେ ସାମିଲ ହୋଇ ୯ ମାସ କାରାବରଣ କରି ପଶ୍ଚିମ ଓଡିଶାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଦୟାନିଧି ନାଏକ ଆଉ ଏବେ ନାହାଁନ୍ତି । ବରଗଡ ଜିଲ୍ଲା...
ଶିଶୁଙ୍କ ସୁରକ୍ଷା ପାଇଁ ସଚେତନ କାର୍ଯ୍ୟକ୍ରମ
କଳାହାଣ୍ଡି ଜିଲ୍ଲା କେଗାଁ ପୋଲିସ ତରଫରୁ ଶିଶୁ ଯୌନ ନିର୍ଯ୍ୟାତନା,ଶିଶୁ ଶ୍ରମିକ,ଶିଶୁ ଚାଲାଣ ବନ୍ଦ କରିବାକୁ,ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟରେ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ସଚେତନତା ଶୋଭାଯାତ୍ରାରେ ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ କେଗାଁ ପୋଲିସ...
ମାଆ, ଝିଅଙ୍କୁ ଛୁରାମାଡ
କୁହାଯାଏ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ନିବିଡ । ସାତ ଜନ୍ମର ଅତୁଟ ବନ୍ଧନ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କକୁ ବୁଝାଇଥାଏ । ହେଲେ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସ୍ୱାମୀ ପାଲିଟିଛି ସଇତାନ । ନିଜ ସ୍ତ୍ରୀ ଏବଂ...
ଧୂମଧାମରେ ଶେଷ ହୋଇଛି ଆଦିବାସୀ ଦିବସ
ଶୁକ୍ରବାର ରାୟଗଡା ଜିଲ୍ଲାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଆଦିବାସୀମାନଙ୍କ ପାରମ୍ପରିକ ନାଚ ଗୀତ ସହିତ ଅନୁଷ୍ଠିତ ହୋଇଛି ଏହି ଦିବସ । ଏହି ଦିବସ ଉପଲକ୍ଷେ ମଝିଘରିଆଣି ମନ୍ଦିରରୁ ପାରମ୍ପରିକ ନାଚଗୀତ ସହ ଏକ ଶୋଭାଯାତ୍ରାରେ...
ବିଜେପି ସାଂସଦଙ୍କ ଚିଠି
ଦେଶର ୧୭ଟି ଆଇକନିକ୍ ପର୍ଯ୍ୟଟନ ସ୍ଥଳୀରେ ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଶ୍ରୀ ଜଗନ୍ନାଥ ମନ୍ଦିରକୁ ସାମିଲ କରାଯିବାକୁ ରାଜ୍ୟ ବିଜେପି ଅଣ୍ଟା ଭିଡ଼ିଛି । ଏ ନେଇ ରାଜ୍ୟ ବିଜେପିର ସମସ୍ତ ସାଂସଦ କେନ୍ଦ୍ର...
ଉତ୍ତର ଓଡିଶା ଯୁବଛାତ୍ର ସଂଘ ପକ୍ଷରୁ ବିକ୍ଷୋଭ
ହୋମିଓପାଥୀ କଲେଜ ଓ ଆୟୁର୍ବେଦିକ କଲେଜକୁ ସରକାରୀ ଅନୁଦାନ ସହ ପୁନ କାର୍ଯ୍ୟକ୍ଷମ କରାଯିବା ଦାବିରେ ଉତ୍ତର ଓଡିଶା ଯୁବଛାତ୍ର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିକ୍ଷୋଭ ପ୍ରଦର୍ଶନ । ୪ ଦଫା ଦାବି ନେଇ ହୋଇଛି...
ସ୍ୱର୍ଗତ ସୁଷମାଙ୍କ ସ୍ମୃତିସଭା
ଅଗଷ୍ଟ ୬ ତାରିଖରେ ନୁଆଦିଲ୍ଲୀ ସ୍ଥିତ ଏମସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ସେ ଏକ ଧାରାରେ ଜଣେ ସୁଦକ୍ଷ୍ୟ ନେତ୍ରୀ,ଭାରତୀୟ ନାରୀର ଉପଯୁକ୍ତ ଉଦାହରଣ ଏବଂ ଗରିବଙ୍କ ସାଥି...
କାଶୀପୁରରେ ଭୂସ୍ଖଳନ
ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଭୂସ୍ଖଳନ ହୋଇଛି। ସିନ୍ଦୁରାଘାଟି ପଞ୍ଚାୟତ ଅନ୍ତର୍ଗତ କଡ଼ିଗୁଡ଼ା ଗାଁ ନିକଟରେ ଥିବା ମରାନିଯୋଡ଼ି ପାହାଡ଼ରୁ ମାଟି ଅତଡ଼ା ଖସିଛି। ଫଳରେ ପାହାଡ଼ ତଳେ ଥିବା ଚାଷ ଜମି ଗୁଡ଼ିକରେ ମାଟି...
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦିବଙ୍ଗତ ବରିଷ୍ଠ ନେତ୍ରୀ ଆଦରଣୀୟ ସୁଷମା ସ୍ୱରାଜଙ୍କ ଆତ୍ମାର ସଦଗତି କାମନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ବିଧାନସଭାରେ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ, ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ...
ବି.କେ ଶର୍ମା ଇନଚାର୍ଜ ଡିଜିପି
ରାଜ୍ୟ ପୋଲିସ ବିଭାଗର ନୂଆ ମୁଖିଆ ଦାୟିତ୍ୱକୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ବିଜୟ କୁମାର ଶର୍ମାଙ୍କୁ ଇନଚାର୍ଜ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି । ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର...


















