ବିଜେଡିର ଷ୍ଟାର ପ୍ରଚାରକ
ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳ ବିଜେଡି ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି. ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏହା ଘୋଷଣା ହୋଇଛି. ଯାହାମଧ୍ୟରେ ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ପ୍ରଶାନ୍ତ ନନ୍ଦ, ଆକାଶ ଦାସ...
ରାୟଗଡାରୁ ନିର୍ବାଚନ ଲଢିବେ ଲାଲବିହାରୀ ହିମିରିକା
ମୁଣ୍ଡ ଉପରେ ନିର୍ବାଚନ. ଟିକଟ ପାଇବାକୁ ନେଇ ସବୁ ଦଳରେ ଛକାପଞ୍ଝା ଲାଗିରହିଛି. ଏହା ଭିତରେ ରାୟଗଡାର ପୂର୍ବତନ ବିଧାୟକ ଲାଲବିହାରୀ ହିମିରିକାଙ୍କ ଉପରେ ହାତୀ ସୁନା କଳସ ଢାଳିଛି. କାରଣ ପୁଣି ଥରେ ରାୟଗଡାରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି...
ଠିକାଦାରଙ୍କ ମୃତଦେହ ଉଦ୍ଧାର
ମାଲକାନଗିରି ଜିଲ୍ଲା ମହାରାଜପଲ୍ଲୀ ଗାଁ ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଠିକାଦାରଙ୍କ ମୃତଦେହ ଉଦ୍ଧାର କରାଯାଇଛି. ମୃତ ଠିକାଦାରଙ୍କ ନାମ ରମେନ ବିଶ୍ୱାସ ଓ ସେ ଏମପିଭି 43 ଗାଁର ବୋଲି ଜଣାପଡିଛି. ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି...
ଆସିକାରେ ରାମକୃଷ୍ଣଙ୍କ ଜୋରଦାର୍ ପ୍ରଚାର
ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ ବିକାଶ ହେବ ମୁଖ୍ୟ ପ୍ରସଙ୍ଗ. ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ଓ ସିପିଆଇ (ଏମ) ସମର୍ଥିତ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଏହା କହିଛନ୍ତି. ଗତ 19 ବର୍ଷ ଧରି କ୍ଷମତାସୀନ...
ମାତିଲେ ଏଟିଏମ ଲୁଟେରା
ରାୟଗଡା ଜିଲ୍ଲାରେ ଏଟିଏମ ଲୁଟେରାଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଛି. ଗତ କିଛି ଦିନ ପୂର୍ବେ ମଧ୍ୟ ଏସବିଆଇ ଏଟିଏମ ଲୁଟିଥିଲେ ଦୁର୍ବୃତ୍ତ. କିଛି ନିଜର ନିରବତା ପରେ ପୁଣି ଆତଙ୍କ ଖେଳାଇଛନ୍ତି ଏଟିଏମ ଲୁଟେରା. ଗତକାଲି ବିଳମ୍ବିତ...
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ବାଇକ ଚାଳକଙ୍କ ଜୀବନ
ଶନିବାର କୋଣାର୍କ-ପୁରୀ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି. ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି. ସୂଚନା ଅନୁସାରେ, ଶନିବାର ସକାଳ ସମୟରେ କୋଣାର୍କ-ପୁରୀ ରାସ୍ତାରେ ଆସୁଥିବା ଏକ ବାଇକ ଚାଳକ ସହ ଅପର ପାର୍ଶ୍ୱରୁ ଆସୁଥିବା...
ଲାଲବାହିନୀଙ୍କ ନିର୍ବାଚନକୁ ବିରୋଧ
ଆଗକୁ ଅଛି ନିର୍ବାଚନ. ଏହାରୁ ନେଇ ରାଜନୀତି ସରଗରମ ଥିବା ବେଳେ ମାଓ ଅଞ୍ଚଳରେ ମାଓବାଦୀ ଭୋଟ ବର୍ଜନ ପାଇଁ ବାରମ୍ବାର ଚେତାବନୀ ଦେଉଛନ୍ତି. ବିଭିନ୍ନ ପୋଷ୍ଟର ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଲାଲବାହିନୀ ଏହି...
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି. 2ଟି ଲୋକସଭା ଆସନ ଓ 54ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ. ଲୋକସଭା କ୍ଷେତ୍ର ବଲାଙ୍ଗିରରୁ ସମରେନ୍ଦ୍ର ମିଶ୍ର ନିର୍ବାଚନ...
ବିଜେପିର ଲୋକସଭା ପ୍ରାର୍ଥୀତାଲିକା : ଭୁବନେଶ୍ବରରୁ ଲଢିବେ ଅପରାଜିତା
ବହୁ ଅପେକ୍ଷା ପରେ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି. ପ୍ରଥମ ପର୍ଯ୍ୟାୟରେ 184 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଓଡିଶାର 10 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି. ଭୁବନେଶ୍ବର ଲୋକସଭା ଆସନରୁ ଆଇଏଏସ ଚାକିରୀ ଛାଡି...
ବେଆଇନ ମଦ ଜବତ
ରାୟଗଡାର ଗୁମ୍ମା ଅଞ୍ଚଳରେ ଟାଉନ ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି. ସେଠାରେ ବେଆଇନ ଭାବେ ମଦ ବିକ୍ରି କରୁଥିବା ପୂର୍ଣ୍ଣଚନ୍ଦ୍ର ପାତ୍ରକୁ ପୋଲିସ ଗିରଫ କରିଛି. ତା ଠାରୁ 100 ଲିଟର ବିଦେଶ ମଦ ଜବତ କରାଯାଇଛି....













