ବାହୁଡା ଯାତ୍ରାରେ ଭାବବିହ୍ୱଳ ହେଲେ ମୁସଲିମ ଭକ୍ତ
ଜଗନ୍ନାଥ କେବଳ ଓଡିଆ କି ହିନ୍ଦୁଙ୍କ ଦେବତା ନୁହଁନ୍ତି ? ଜଗନ୍ନାଥ ସାରା ବିଶ୍ୱର ଦେବତା, ସେ ଜଗତର ବିଶ୍ୱକର୍ତ୍ତା ଜଗତରନାଥ ଜଗନ୍ନାଥ । ସେ ଜାତି, ଧର୍ମ, ବର୍ଣ୍ଣ ଠାରୁ ବି ଉର୍ଦ୍ଦ୍ବରେ I ଦାସିଆ ବାଉରି ଠାରୁ...
ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ
ଶୁକ୍ରବାରଠୁ ଆରମ୍ଭହୋଇଛି ଷୋଡଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ । ଏହି ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଟି ଷ୍ଟାଣ୍ଡି କମିଟିଏବଂ ୩୮ ଟି ବିଭାଗର ଖର୍ଚ୍ଚ ଦାବି ଉପରେ ତର୍ଜମା କରି ପ୍ରସ୍ତୁତ ହୋଇଥିବା ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ...
ମର୍ମନ୍ତୁଦ ଦୁର୍ଘଟଣା
ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ମନମୁଣ୍ଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେଲର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଜଣଙ୍କର ମୁତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ...
ମାପ ଓ ଓଜନ ଯାଞ୍ଚ କରିବାକୁ ପ୍ରଶାସନର ଚଢାଉ
ମାପ ଓ ଓଜନ ଯାଞ୍ଚ କରିବାକୁ ପ୍ରଶାସନର ଚଢାଉ । ରାୟଗଡା ସହରର ମୁଖ୍ୟ ବଜାରରେ ଥିବା ସୁନା ଗହଣା ଦୋକାନ, ଚିକେନ ସେଣ୍ଟର ଏବଂ କେତେକ ତେଜରାତି ଦୋକାନ ଉପରେ ଚଢାଉ କରାଯାଇଛି । ଆଦାୟ କରାଯାଇଛି ୧୬...
ବଢିଲା ବସ୍ ଭଡା
ବଢିଲା ବସ ଭଡା । ଅର୍ଡିନାରି ବସରେ କିମି ପିଛା ୬୮ ପଇସା ଥିଲା ଯାହାକି ଡିଜେଲ ଦର ବୃଦ୍ଧି ହେବା ପରେ ଏବେ ୬୯ ପଇସା ହୋଇଯାଇଛି । ସେହିଭଳି ଏକ୍ସପ୍ରେସ ଭଡା ଥିଲା ୭୧ ଯାହାକି ୭୨...
ଦଳିଦେଲା ଦନ୍ତା
କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଦୁର୍ଦାନ୍ତ ଦିନକୁ ଦିନ ବଢ଼ିବାରେ ଲାଗିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଧୀନରେ ଥିବା ବାମେବାରୀ ଫରେଷ୍ଟ ସେକ୍ସନ ଅର୍ନ୍ତଗତ ମଲଦା ଗାଁରେ ଗତ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା । ଘର ଭିତରେ...
ବିଦ୍ୟୁତ ଆଘାତରେ ଛାତ୍ରୀଙ୍କ ମୃତ୍ୟୁ
ମୁନିଗୁଡା ବ୍ଲକ କୁମୁଡାବାଲି ସ୍ଥିତ କସ୍ତୁରବା ବାଳିକା ବିଦ୍ୟାଳୟରେ ଛାତ୍ରୀଙ୍କ ମୃତ୍ୟୁ । ସବୁଦିନ ଭଳି କସ୍ତୁରବା ହଷ୍ଟେଲରେ ଥିବା ୧୩୦ ଜଣ ଛାତ୍ରୀ ଖାଇବା ପାଇଁ ଯାଇଥାନ୍ତି । ନନ୍ଦିନୀ କାଡ୍ରକା ନାମକ ଜଣେ ଛାତ୍ରୀ ଏବଂ ତାଙ୍କ...
ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା
ବାପାକୁ ହତ୍ୟାକଲା ନିଜ ଜନ୍ମକଲା ପୁଅ । ନୂଆପଡା କେନ୍ଦୁପାଟି ଗାଁରେ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ । ନିଜ ସ୍ତ୍ରୀଙ୍କୁ ମଧ୍ୟ ଆକ୍ରମଣ କରିଥିବାବେଳେ ସେ ଆହତ ହୋଇଛନ୍ତି । ଘରୋଇ କଳିରୁ ଏହି ଆକ୍ରମଣ...
ମହାପ୍ରଭୁଙ୍କୁ ଏ କି ସମ୍ମାନ
ପୁଣି ଚର୍ଚ୍ଚାରେ ଦଇତା ପତିଙ୍କ ଆଚରଣ । ଚର୍ଚ୍ଚାରେ ବରିଷ୍ଠ ଦଇତାପତି ପ୍ରେମାନନ୍ଦ ଦାସ ମହାପାତ୍ର । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏକ ଫଟୋ । ଯେଉଁ ଫଟୋରେ ବରିଷ୍ଠ ଦଇତାପତି ପ୍ରେମାନନ୍ଦ ଦାସ ମହାପାତ୍ର ଦେବଦଳନ ରଥ...
ଓଡିଶାକୁ ରେଳ ଅନୁଦାନ
କେନ୍ଦ୍ର ବଜେଟରେ ଓଡିଶାକୁ ରେଳ ଅନୁଦାନ
ଓଡିଶାକୁ ଚଳିତ ବର୍ଷ ମୋଟ ୫୯୯୩ କୋଟିର ଅନୁଦାନ
ରେଳ ଲାଇନ ପାଇଁ ମୋଟ ୧୪ ଶହ କୋଟି ଟଙ୍କାର ଅନୁଦାନ
ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ୩୫୦ କୋଟି
ଅନୁଗୁଳ-ସୁକିନ୍ଦା ଲାଇନ ପାଇଁ ୨୫୦ କୋଟି ଟଙ୍କା
ହରିଦାସପୁର-ପାରାଦୀପ...


















