ପୁରୀରେ ଆସାମ ରାଜ୍ୟପାଳ
ଆସାମ ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁକ୍ଷୀ ଶନିବାର ପୂର୍ବାହ୍ନ ୧୧ଟାରେ ସର୍କିଟ ହାଉସଠାରେ ପହଞ୍ଚିଛନ୍ତି । ଜିଲାପାଳ ଜ୍ୟୋତିପ୍ରକାଶ ଦାସ ଫୁଲତୋଡ଼ା ଦେଇ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ।...
ଏସବିଆଇ ଶାଖାରେ ନିଆଁ
ଶନିବାର ସକାଳୁ ବାପୁଜୀ ନଗରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଛି. ସୂଚନା ଅନୁସାରେ, ସକାଳୁ ସକାଳୁ କିଛି ଲୋକ ବିଲ୍ଡିଂରୁ ଧୂଆଁ ବାହାରୁଥିବାର ଦେଖିବାକୁ ପାଇଥିଲେ. ନିଆଁ ଲାଗିଥିବା ଦେଖିଲା ପରେ ସେମାନେ ତୁରନ୍ତ ଅଗ୍ନିଶମମ...
ପୁରା ସ୍ମାର୍ଟ ସିଟିକୁ ଜଗିବ ସିସିଟିଭି
ରାଜଧାନୀର ଗାଡି ଚାଳକ ଏବେ ରହିବେ ସ୍କାନରରେ । ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ହେଉ କି ସହରର ଭିତର ରାସ୍ତା । ଏହି ରାସ୍ତାରେ ଯଦି କେହି ଧାର୍ଯ୍ୟ ଗତିଠାରୁ ଅଧିକ ଗତିରେ ଗାଡି ଚଳାଇବେ...
ବ୍ରହ୍ମପୁରରେ ପ୍ରଥମ ଅଣ୍ଡର ଗ୍ରାଉଣ୍ଡ ଡଷ୍ଟବିନ୍
ଆସନ୍ତାକାଲି ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ପ୍ରଥମ ଅଣ୍ଡର ଗ୍ରାଉଣ୍ଡ ଡଷ୍ଟବିନ. ତେବେ ଏହା ପୂର୍ବରୁ ବ୍ରହ୍ମପୁର ମ୍ୟୁନିସପାଲ କର୍ପୋରେସନ ବିଭିନ୍ନ ଜାଗା ଯଥା- ବିନାୟକ ଆଚାର୍ଯ୍ୟ କଲେଜ ପାଖ, ଗେଷ୍ଟ ହାଉସ, ଦୂର୍ଗାଦେବୀ ମନ୍ଦିର ଓ...
ମରୁଡି ପରିସ୍ଥିତି: ଚିନ୍ତାରେ ଚାଷୀ
କାର୍ତ୍ତିକ ମାସରେ ଚାଷି ବିଲରୁ ଚାଷ ଅମଳ କରି ଘରକୁ ଆଣିବା କଥା, କିନ୍ତୁ ଚଳିତ ବର୍ଷ ବର୍ଷା କମ୍ ହୋଇଥିବା ଯୋଗୁଁ କଳାହାଣ୍ଡି ଜିଳ୍ଳା ଗୋଲାମୁଣ୍ଡାରେ ଭୟଙ୍କର ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଧାନ ବିଲ ସବୁ...
ମିକା ସିଂଙ୍କ କଣ୍ଠରେ ହକି ଚିୟର ଅପ ସଙ୍ଗ୍
ଓଡିଶାରେ ହକି ମାନିଆକୁ ଆଖି ଆଗରେ ରଖି କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ଖେଳାଳି ଏବଂ କ୍ରୀଡାପ୍ରିୟ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଆ ଗୀତ ବା ଚିଅର୍ ଅପ୍ ସଙ୍ଗ ପ୍ରସ୍ତୁତ କରାଯାଇଛି । ଏହି ଓଡ଼ିଆ...
ବିଶ୍ୱ ହକି ମହାକୁମ୍ଭରେ ଚମକିବେ ଦୁଇ ଓଡିଆ
ହକି ବିଶ୍ୱକପ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଦୁଇ ଓଡିଆ ଖେଳାଳି। ବିଶ୍ୱକପ ପାଇଁ ଘୋଷିତ ୧୮ଜଣିଆ ଟିମରେ ଦୁଇଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ଏହି ଦୁଇ ଖେଳାଳି ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ...
ବାଣ ଫୁଟାଇ ଫସିଗଲେ
ଧାର୍ଯ୍ୟ ସମୟ ବାହାରେ ବାଣ ଫୁଟାଇ ଫସିଗଲେ ଶତାଧିକ ଲୋକ । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଉଳ୍ଲଂଘନ ନେଇ ଶତାଧିକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଟ୍ୱିନ୍ ସିଟିର ମୋଟ ୩୭୦ ଜଣଙ୍କ ନାଁରେ ମାମଲା ଏବଂ ଜରିମାନା କରିଛି...
ନଭେମ୍ବର ୧୬ରୁ +୨ ଫର୍ମ ଫିଲଅପ୍
୨୦୧୮-୧୯ ଶିକ୍ଷାବର୍ଷ ଯୁକ୍ତ ୨ ପରୀକ୍ଷା ପାଇଁ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫର୍ମ ଫିଲଅପ୍ ତାରିଖ ଘୋଷଣା କରାଯାଇଛି। ନଭେମ୍ବର ୧୬ରୁ ଯୁକ୍ତ ଦୁଇ ଫର୍ମ ଫିଲ୍ ଅପ୍ ପ୍ରକ୍ରିୟା ଆରମ୍ଭ । ତେଣୁ ଛାତ୍ରଛାତ୍ରୀମାନେ...
ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ବିବାହିତା ମହିଳା
କେନ୍ଦୁଝର ଜିଲ୍ଲା ବଡନୂଆଗାଁରେ ଅଭାବନୀୟ ଘଟଣା । ଜଣେ ବିବାହିତା ମହିଳା ଯୁବକଙ୍କର ଗୁପ୍ତାଙ୍ଗକୁ କାଟି ଦେଇଛନ୍ତି । ଗୁରୁତର ଯୁବକ ରାଜେନ୍ଦ୍ର ନାଏକଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୁଚନାଅନୁସାରେ ପଣ୍ଡାପଡ଼ା ଥାନା ଅନ୍ତର୍ଗତ...










