କାନ୍ଥରେ ଲେଖି ଦୋଷ ସ୍ୱୀକାର
ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ସିମର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି. ଶୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କୁ ହତ୍ୟା କରି ଫେରାର ହୋଇଯାଇଛି ଅଭିଯୁକ୍ତ. ତେବେ ମୃତକ ଜଣକ ସତ୍ୟବ୍ରତ ପାତ୍ର ବୋଲି ଜଣାପଡିଛି. ସୂଚନା ଅନୁସାରେ,...
ସାହସିକତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ଜାତୀୟ ସାହସିକତା ପୁରସ୍କାର ବିଜେତା ହୋଇଥିବା 4 ଓଡିଆ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି. ଝିଲ୍ଲୀ ବାଗ୍, ରଞ୍ଜିତା ମାଝି, ବିଶ୍ୱଜିତ ପୁହାଣ ଓ ସିତୁ ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ସାହସିକତା ପାଇଁ 1 ଲକ୍ଷ ଟଙ୍କାର...
ଜଣେ ମୃତ, 25 ରୁ ଅଧିକ ଆହତ
ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପିପଲଗୁଡା ଘାଟି ନିକଟରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା. ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 25ରୁ ଅଧିକ ଲୋକ ଆହତ ହୋଇଛନ୍ତି. ସେମାନଙ୍କ ମଧ୍ୟରୁ 4 ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି....
ଡ୍ରାଇଭର ଫେରାର
ଚୌଦାର ନିକଟରେ ଏକ ତେଲ ବୋଝେଇ ଟ୍ୟାଙ୍କରରେ ଅଗ୍ନିକାଣ୍ଡ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରୁ ଡ଼୍ରାଇଭର ଫେରାର ହୋଇଛି । ଜଗତପୁର କଳେଜ ନିକଟରେ ଏକ ତେଲ ବୋଝେଇ ଟ୍ୟାଙ୍କରରେ ନିଆଁ ଲାଗିବା ଫଳରେ...
ଛାତ୍ରଙ୍କୁ ଛୁରାମାଡ
କେନ୍ଦୁଝର ଜିଲ୍ଲା ଯୋଡା ନିକଟ ବଡବିଲରେ ଓଶ୍ ନନ୍ଦ ନାମକ ଜଣେ ଏକାଦଶ ଶ୍ରେଣୀ ଛାତ୍ରଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ କରିଛନ୍ତି. ଫଳରେ ତାଙ୍କ କାନ ଓ ପିଠିରେ ଆଘାତ ଲାଗିଛି ଓ ତାଙ୍କୁ ଯୋଡାସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲରେ ଭର୍ତ୍ତି...
ବସ ଜାଳିଲେ ମାଓବାଦୀ
ମାଲକାନଗିରି ଜିଲ୍ଲା ମହୁପଦରରେ ମାଓବାଦୀମାନେ ଉନ୍ମତ୍ତ କାଣ୍ଡ ରଚାଇଛନ୍ତି. ପାସେଞ୍ଜର ବସରେ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ . ଫଳରେ ବସଟି ସଂପୂର୍ଣ୍ଣ ରୂପେ ପୋଡିଯାଇଛି. ସୂଚନା ଅନୁସାରେ, ବସଟି ମାଥିଲିରୁ ଜଗ୍ୟାନଗୁପୁର ଯାଉଥିଲା, ସେହି ସମୟରେ ମାଓବାଦୀମାନେ ବାଟରେ...
ହତ୍ୟାର ଶିକାର ହେଲେ ଗଣମାଧ୍ୟମ ପ୍ରତିନିଧି
ବଲାଙ୍ଗିର ଜିଲ୍ଲା ମହାଲକ୍ଷ୍ମୀ ନଗରରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି. ଜଗତସିଂହପୁର ଜିଲ୍ଲାର ପ୍ରତାପ ଚନ୍ଦ୍ର ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିବା ସୂଚନା ମିଳିଛି. ପ୍ରତାପ ଏକ ଗଣମାଧ୍ୟମରେ କାମ...
୪ ଗିରଫ, ଜଣେ ଫେରାର
ମାଲକାନଗିରି ଜିଲ୍ଲା ଅର୍କେଲ ପୋଲିସ ଦ୍ୱାରା ୧୬୫ କେଜି ଗଂଜେଇ ଜବତ ହୋଇଛି । ରବିବାର ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଜଗଦୀଶ ବାରାଙ୍କ ନିଦେ୍ର୍ଦଶ କ୍ରମେ ଅର୍କେଲ ପୋଲିସ କତାପାଲି ଜଙ୍ଗଲରେ ତଲାସୀ...
ଜଳିଗଲେ ୨୦୦ କୁକୁଡା
ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ବଡସାହିରେ ଏକ କୁକୁଡା ଫାର୍ମରେ ନିଆଁ ଲାଗିଯାଇଛି. ଯେଉଁଥିରେ ପ୍ରାୟ 200 କୁକୁଡା ପୋଡି ଯାଇଛନ୍ତି. ସୂଚନା ଅନୁସାରେ, ବିଳମ୍ବିତ ରାତି ପ୍ରାୟ 1.30ରେ ଫାର୍ମରେ ଦୁଇ ଯୁବକ ଶୋଇଥିବା ସମୟରେ...
ବସ ଓଲଟି 3 ମୃତ, 34 ଆହତ
କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟରେ ଶ୍ରୀ ଜଗନ୍ନାଥ ନାମକ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି. ଫଳରେ ଏହି ଦୁର୍ଘଟଣାରେ 3ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 34 ଜଣ ଆହତ ହୋଇଥିବା ସୂଚନା ମିଳିଛି. ସମସ୍ତ ଆହତଙ୍କୁ ଭବାନୀପାଟଣା ମେଡିକାଲରେ...









