26 C
Bhubaneswar
Tuesday, July 28, 2026
-Advertisement-

କେନାଲରୁ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

କେନ୍ଦ୍ରାପଡ଼ା ଜିଲ୍ଲା ବଡ଼କୋଲହା ଗ୍ରାମର ନିଖୋଜ ଥିବା ନାବାଳିକା ଶୁଭଲକ୍ଷ୍ମୀ ସେନାପତିର(୮) ମୃତଦେହ ଉଦ୍ଧାର ହୋଇଛି । ସେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ । ସୁଷମା ନିଜ ଝିଅ ଶୁଭଲକ୍ଷ୍ମୀଙ୍କ ସହିତ ବାପ ଘରେ ରହୁଥିଲେ ।...

“କନ୍ୟା ସୁମଙ୍ଗଳ” ଯୋଜନାରେ ଝିଅଙ୍କୁ ମିଳିବ ଟଙ୍କା

ଝିଅମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ରାଜ୍ୟରେ ସରକାର ଆଣୁଛନ୍ତି ‘କନ୍ୟା ସୁମଙ୍ଗଳ ଯୋଜନା’। ଏହା ବିଷୟରେ ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ଓ କହିଛନ୍ତି ଯେ, ଏହି ଯୋଜନାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର ଖୁବ୍‌...

ସହରରେ PNG ହେବ ବାଧ୍ୟତାମୂଳକ

ରାଜ୍ୟ ସରକାର ସହରାଞ୍ଚଳରେ ପାଇପ୍‌ ନ୍ୟାଚୁରାଲ୍‌ ଗ୍ୟାସ୍‌ ଅଥବା PNG ସଂଯୋଗକୁ ବାଧ୍ୟତାମୂଳକ କରାଯିବ। PNG ସଂଯୋଗ ଥିବା ଗ୍ରାହକଙ୍କୁ ଆଗାମୀ ଦିନରେ LPG ସିଲିଣ୍ଡର ଯୋଗାଣ ମିଳିବ ନାହିଁ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଆସନ୍ତା...

ଡାକ୍ତରଙ୍କ ଭୁଲ ଇଞ୍ଜେକସନ ପାଇଁ ରୋଗୀ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଲ ଇଞ୍ଜେକସନ ଓ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ହେଲେ ଭୁବନ ଥାନା ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ମାଳପୁରା ଗାଁର ଆଲୋକ ସାମଲ । ଗତକାଲି...

ପୋଲିସ ଭବନରେ ୭୮ ଜଣ ପୋଲିସ ଅଧିକାରିଙ୍କୁ ଡିଜିପି ପଦକ ପ୍ରଦାନ

ଆଜି ଭୁବନେଶ୍ୱର ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ,କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ୭୮ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି...

ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଶୁଭକାମନା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ କହିଛନ୍ତି ଯେ, ଓଡ଼ିଶାର ଗୌରବଶାଳୀ ଇତିହାସ ଏବଂ ଓଡ଼ିଆ...

ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଓଡିଶା ବିଧାନସଭା

ଓଡ଼ିଶା ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ସାଇନ୍-ଡାଇ ଘୋଷଣା କରାଯାଇଛି। ନିର୍ଦ୍ଧାରିତ ସମୟରୁ ୫ ଦିନ ପୂର୍ବରୁ ଏହାର ଅଧିବେଶନ ଶେଷ କରାଯାଇଛି। ୧୭ତମ ବିଧାନସଭାର ଷଷ୍ଠ ଅଧିବେଶନ ଏପ୍ରିଲ ୮...

ରାଜ୍ୟ ସ୍ତରୀୟ ଉତ୍କଳ ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ, ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ। ସବୁ କ୍ଷେତ୍ରରେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରି...

କେସିଙ୍ଗା ପୋଲିସ ବିରୁଦ୍ଧରେ ଅଭିଯୋଗ କଲେ ନର୍ଲା ବିଧାୟିକା

ନର୍ଲା ବିଧାୟିକାଙ୍କ ସରକାରୀ ବାସଭବନରେ କେସିଙ୍ଗା ପୋଲିସକୁ ପଶିବାକୁ ନେଇ କେସିଙ୍ଗା ପୋଲିସ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି ବିଧାୟିକା ମନୋରମା ମହାନ୍ତି । ଭୁବନେଶ୍ୱର ଖାରବେଳେ ନଗର ଥାନାରେ ମନୋରମା ମହାନ୍ତି ଅଭିଯୋଗ କରିଛନ୍ତି । ବିଧାୟିକା କେସିଙ୍ଗା...

ବ୍ରହ୍ମପୁରରେ ନାବାଳିକାକୁ ଗଣଦୁଷ୍କର୍ମ

ବ୍ରହ୍ମପୁରରେ ଜଣେ ଅଣଓଡ଼ିଆ ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିବା ସହିତ ଜଣେ ନାବାଳକକୁ ଅଟକ ରଖାଯାଇଛି । ସୂଚନା ଅନୁଯାୟୀ,...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com