27.2 C
Bhubaneswar
Wednesday, July 29, 2026
-Advertisement-

ରେଡ୍‌ ଫ୍ଲାର୍ଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ମାମଲା

ରେଡ୍‌ ଫ୍ଲାର୍ଗ ଅନ୍ତର୍ଭୁକ୍ତ ହୋଇଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା। ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ୱାଇ.ବି.ଖୁରାନିଆ। ଡିଜିପି କହିଛନ୍ତି ମୂଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରାଯାଇଛି। ମାମଲାର ତ୍ୱରିତ...

ମାଓ ବିରୋଧୀ ଅପରେସନରେ ଟଳିଲା ଟପ୍ ମାଓ ନେତା ଗଣେଶ

କନ୍ଧମାଳ ଜିଲ୍ଲାରେ ବଡ଼ ମାଓ ବିରୋଧୀ ଅପରେସନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ କୁଖ୍ୟାତ ମାଓବାଦୀ। ଏନ୍‌କାଉଣ୍ଟରରେ ଟପ୍ ମାଓନେତା ଗଣେଶ ସହିତ ୪ ଜଣ ନିହତ ହୋଇଛନ୍ତି। ସେଣ୍ଟ୍ରାଲ କମିଟି ମେମ୍ବର ଗଣେଶ ନିହତ...

ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍

ଭିଜିଲାନ୍ସ ଜାଲରେ ପଡ଼ିଲେ ବରିଷ୍ଠ ରାଜସ୍ୱ ସହାୟକ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍। ଗତକାଲି ରେଡ୍‌ ବେଳେ ୧୬ଟି ପ୍ଲଟ୍‌ ଠାବ...

ନାବାଳିକା ଦୁଷ୍କର୍ମ ମାମଲା:ଚାନ୍ଦବାଲିରେ ବନ୍ଦ ଡାକରା ଦେଇଛନ୍ତି ବିଜେଡ଼ି ଓ କଂଗ୍ରେସ

ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଆଜି ଦୁଇ ବିରୋଧୀ ଦଳ ବିଜେଡ଼ି ଏବଂ କଂଗ୍ରେସ ଅଲଗା ଅଲଗା ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ମଙ୍ଗଳବାର ଦିନ ଚାନ୍ଦବାଲି ଥାନା ଅଞ୍ଚଳର ୧୦...

ଅନଶନରେ ବସିଛନ୍ତି ସୁନ୍ଦରଗଡ଼ ଜେଲର ୫୪୬ ଜଣ କଏଦୀ

ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ଅନଶନରେ ବସିଛନ୍ତି କଏଦୀ । ଜେଲ ଅଧିକ୍ଷକଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଧାରଣାରେ ବସିଛନ୍ତି । ଗତକାଲି ରାତିଠାରୁ ପ୍ରାୟ ୫୪୬ ଜଣ କଏଦୀ ଧାରଣା ଦେଇଛନ୍ତି । ଠିକରେ ଖାଦ୍ୟ...

ଉପମୁଖ୍ୟମନ୍ତ୍ରୀ:ଚାନ୍ଦବାଲି ଦୁଷ୍କର୍ମ ଘଟଣାର ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ପୋଲିସ ତା କାର୍ଯ୍ୟ କରୁଛି । ପୀଡ଼ିତାଙ୍କ ପରିବାରକୁ ଯାହା ସାହାଯ୍ୟ ସହଯୋଗ ଦରକାର ତାହା...

ଚାନ୍ଦବାଲି ନାବାଳିକା ଦୁଷ୍କର୍ମ: ଆସନ୍ତା କାଲି ଚାନ୍ଦବାଲି ବନ୍ଦ୍

ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପ୍ରଶାସନ ପକ୍ଷରୁ ହୋଇଛି କାର୍ଯ୍ୟାନୁଷ୍ଠାନ । ଗତକାଲି ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ୧୦ ବର୍ଷର ନାବାଳିକା ଅପରାହ୍ନ ପ୍ରାୟ ୨ଟାରେ ଘରୁ ବାହାରି ଆସିଥିଲେ କିନ୍ତୁ...

ଭଦ୍ରକର ଯୁବ ବ୍ୟବସାୟୀଙ୍କ ନାଁରେ ୧୪ କୋଟି ଠକେଇ ଅଭିଯୋଗରେ

ଭଦ୍ରକର ଯୁବ ବ୍ୟବସାୟୀ ଭଦ୍ରାଣୀ ଡିଜେ ମାଲିକ ରାମନାରାୟଣ ବଳ ୧୪ କୋଟି ଟଙ୍କା ଠକେଇ ଅଭିଯୋଗରେ ଅପରାଧ ଶାଖା ତାଙ୍କୁ ମଙ୍ଗଳବାର ଗିରଫ କରିଛି।ରାମନାରାୟଣ ଭଦ୍ରକ ଏରଡ଼ାରେ ଭଦ୍ରାଣୀ ମ୍ୟୁଜିକ୍ ,ଭଦ୍ରାଣୀ ମୋବାଇଲ୍ ସୋ ରୁମ୍...

ଓଡ଼ିଶା ଜଳ ଯୋଗାଣ ଓ ସ୍ଵେରେଜ ପରିଷଦର ୨୭ତମ ବୋର୍ଡ୍ ବୈଠକ

ଓଡ଼ିଶା ଜଳ ଯୋଗାଣ ଓ ସ୍ଵୋରେଜ ପରିଷଦ (OWSSB)ର ୨୭ ତମ ବୋର୍ଡ୍ ବୈଠକ ଦୀର୍ଘ ୯ ବର୍ଷ ପରେ ଅନୁଷ୍ଠିତ ହୋଇଛି । ଏହା ପୂର୍ବରୁ OWSSBର ଶେଷ ବୋର୍ଡ୍ ବୈଠକ ୨୦୧୬ ମସିହାରେ ହୋଇଥିଲା...

ଭିଜିଲାନ୍ସ ଜାଲରେ ପଡିଲେ ଜୁନିୟର ଆକାଉଣ୍ଟାଣ୍ଟ

ଭିଜିଲାନ୍ସ ଜାଲରେ ପଡ଼ିଲେ ସରକାରୀ କର୍ମଚାରୀ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ଘରେ ଭିଜିଲାନ୍ସ ଆଜି ରେଡ୍ କରିଛି। ନିଜର ଆୟଠାରୁ ଅଧିକ ସମ୍ପତ୍ତି ରଖିବା...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...