33.1 C
Bhubaneswar
Tuesday, September 8, 2026
-Advertisement-

ସାର କଳାବଜାରୀ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସାର ଯୋଗାଣ ବ୍ୟବସ୍ଥାକୁ ନେଇ ସରକାର କଡ଼ା ନଜର ରଖିଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଚଳିତ ବର୍ଷ ଏଯାବତ୍ କୃଷି ବିଭାଗ ପକ୍ଷରୁ ୨ ଲକ୍ଷ ୭୬ ହଜାର ୯୭୩ ଟନ୍...

ଭୁବନେଶ୍ୱର ବିମାନବନ୍ଦର ଘରୋଇକରଣକୁ ନେଇ ବିଜେଡିର ତୀବ୍ର ବିରୋଧ

ଭୁବନେଶ୍ୱର: ଓଡ଼ିଶାର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁରେ ନାମିତ ହୋଇଥିବା ବେଳେ ଏଥିରୁ ବର୍ଷକୁ ୨୦୦ ରୁ ୫୦୦ କୋଟି ଲାଭ ଆସୁଛି। କେନ୍ଦ୍ର ସରକାର ଏହାକୁ ଘରୋଇକରଣ...

ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ହଟିଲା ଅନ୍ତରୀଣ ସୁରକ୍ଷା

କଟକ: କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ତାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହଟାଇ ଦେଇଛନ୍ତି ହାଇକୋର୍ଟ। ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ତାଙ୍କ ଅନ୍ତରୀଣ ସୁରକ୍ଷା ହଟାଇଛନ୍ତି...

ନକଲି ପନିର କିମ୍ବା ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବଜାରରେ ନକଲି ପନିର ବିକ୍ରି ନେଇ ବିଭିନ୍ନ ଘଟଣା ସାମ୍ନାକୁ ଆସିବା ପରେ ଏନେଇ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ। ନକଲି ପନିର ସହ ଅନ୍ୟ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ଉପରେ ବିଭାଗ ପକ୍ଷରୁ...

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ସୋମବାର ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି l ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି...

ବୈଧ ପରମିଟ୍ ଓ ଫିଟନେସ୍ ନଥିଲା, ଜବତ ହେଲା ୩ ସ୍କୁଲ ବସ୍

କଟକ: କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳରେ ୩ଟି ଘରୋଇ ସ୍କୁଲ ବସ୍‌କୁ ଆଜି ପରିବହନ ବିଭାଗଜବତ କରିଛି। ଏହି ବସ୍‌ଗୁଡ଼ିକ ପାଖରେ ବୈଧ ପରମିଟ୍ ଓ ଫିଟନେସ୍ ସାର୍ଟିଫିକେଟ୍ ନଥିବା ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ପରିବହନରେ ବ୍ୟବହାର ହେଉଥିଲା।...

ପୁରୀ ତାନ୍ତ୍ରିକ ହତ୍ୟା ଘଟଣାର ୩ ଅଭିଯୁକ୍ତ ଗିରଫ

ପୁରୀ: ଗତ ଅଗଷ୍ଟ ୧୧ରେ ପୁରୀ ତାନ୍ତ୍ରିକ ହତ୍ୟା ଘଟଣା ଉପରୁ ପରଦା ଉଠାଇଛି ପୋଲିସ । ଟଙ୍କା ନଫେରାଇବାରୁ ୬୧ ବର୍ଷୀୟ ପର୍ଶୁରାମ ପ୍ରଧାନଙ୍କୁ କରାଯାଇଥିଲା ହତ୍ୟା । ଏହି ଘଟଣାରେ ୩ ଜଣଙ୍କୁ ଗିରଫ...

ସରକାରୀ ସେବାରେ ଲାଗୁ ହେଲା ‘ଅଟୋ-ଅପିଲ୍ ସିଷ୍ଟମ୍’

ଭୁବନେଶ୍ୱର: ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସମସ୍ତ ସରକାରୀ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଲାଗୁ ହୋଇଛି ‘ଅଟୋ-ଅପିଲ୍ ସିଷ୍ଟମ୍‌’ । ଏହି ବ୍ୟବସ୍ଥାର ସୁପରିଚାଳନା...

ଆଣ୍ଟିବାୟୋଟିକ ଉପରେ ଲଗାମ ପାଇଁ ଆସିବ ସ୍ୱତନ୍ତ୍ର ଆପ୍‌,ପ୍ରେସକ୍ରିପସନକୁ କରାଯିବ ଡିଜିଟାଲାଇଜେସନ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଣ୍ଟିବାୟୋଟିକ ର ବହୁଳ ବ୍ୟବହାର ଉପରେ ରୋକ ଲଗାଇବାକୁ ଏକ ସ୍ୱତନ୍ତ୍ର ଆପ୍‌ ଆଣୁଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ ଡାକ୍ତର ଲେଖୁଥିବା ପ୍ରେସକ୍ରିପସନକୁ କରାଯିବ ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ । ଏହାଦ୍ୱାରା ଡାକ୍ତର କେତୋଟି...

ଓଡ଼ିଶା ଅର୍ବାନ୍ କନକ୍ଲେଭ-୨୦୨୬’ ଅନୁଷ୍ଠିତ

ଭୁବନେଶ୍ୱର: ଲୋକସେବା ଭବନସ୍ଥିତ କନଭେନସନ୍ ସେଣ୍ଟର ଅଡିଟୋରିୟମ୍ ରେ ‘ଓଡ଼ିଶା ଅର୍ବାନ୍ କନକ୍ଲେଭ-୨୦୨୬’ ଅନୁଷ୍ଠିତ ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ସମୀକ୍ଷା ଓ ଦିଗଦର୍ଶନ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସହରାଞ୍ଚଳ...
- Advertisement -

Latest article

ରାଜନୀତିକ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହେଲେ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ

ଭୁବନେଶ୍ୱର:ବିଜେଡି ର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଦୁର୍ଗା ଛୁରିଆଙ୍କୁ ନିଲମ୍ବନ କରାଯାଇଛି। ସେ କନ୍ଧମାଳ DRCSରେ SARCS ଭାବେ କାର୍ଯ୍ୟ କରୁଥିଲେ। ଏହା ସହିତ ସେ ଭୁବନେଶ୍ୱର...

Patrick Spins Accessibility Features for Disabled Players

ContentsNavigating the Platform with Screen ReadersCustomizing Visual and Auditory SettingsEssential Keyboard-Only NavigationA Breakdown of Accessibility Support ChannelsClaiming Bonuses with Accessibility in MindFuture Developments and...

Woolbet Verification Outside Business Hours

ContentsUnderstanding the Woolbet KYC ProcessWhat "Outside Business Hours" Means at WoolbetStep-by-Step Guide to Submitting DocumentsEstimated Timelines for VerificationCommon Verification Issues and SolutionsMaximizing Your Withdrawal...