ଆହୁରି ବଢିବ ତାପମାତ୍ରା
ଗତ ଦୁଇଦିନ ଧରି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଆସନ୍ତା ଦୁଇଦିନ ଭିତରେ ତାପମାତ୍ରା ଆହୁରି ଦୁଇରୁ ତିନି ଡିଗ୍ରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଉତ୍ତର ପଶ୍ଚିମ ଦିଗରୁ...
କାହିଁକି ସୁଶାନ୍ତ ସିଂଙ୍କୁ ଝାରସୁଗୁଡା ମନା
ଝାରସୁଗୁଡା ଉପନିର୍ବାଚନରୁ ଦଳର ପଶ୍ଚିମ ଓଡିଶାର ପ୍ରଭାବଶାଳୀ ନେତା ସୁଶାନ୍ତ ସିଂଙ୍କୁ ବିଜେଡି ଦୂରେଇ ରଖିଛି । ଝାସୁଗୁଡା ମାଡିବାକୁ ସୁଶାନ୍ତଙ୍କୁ ମନା କରାଯାଇଛି । ଯଦିଓ ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ବରଗଡ ଲୋକସଭା ନିର୍ବାଚନମଣ୍ଡଳି ଭିତରେ ଆସୁଛି, ତଥାପି...
ଅପ୍ରେଲ୍ ୧୪ରୁ କିଟରେ ଦୁଇ ଦିନିଆ Y-20 କନ୍ସଲଟେଟିଭ୍ ସମ୍ମିଳନୀ
ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ୟୁଥ-୨୦ କନ୍ସଲଟେଟିଭ୍ ସମ୍ମିଳନୀ ଅପ୍ରେଲ୍ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଆୟୋଜନ କରୁଛି। ଏହି ସମ୍ମିଳନୀ ଜି-୨୦ ଶିଖର ସମ୍ମିଳନୀର ସାମଗ୍ରିକ ଢାଞ୍ଚାରେ ଅନ୍ତର୍ଭୁକ୍ତ। ଏହି ଦୁଇ ଦିନିଆ ସମ୍ମିଳନୀରେ...
କାଲି ୪ହଜାର ଥିଲା ଆଜି ୫ହଜାର ଟପିଲା
ଦେଶରେ କରୋନାର ଦୈନିକ ସଙ୍କ୍ରମଣ ୫ ହଜାର ଟପିଛି । ଗତ ୨୪ ଘଣ୍ଟାରେ ୫ ହଜାର ୩୩୫ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସୁଛି । ଗତକାଲି ତୁଳନାରେ ସଙ୍କ୍ରମଣ ୨୦ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି...
ନିପ୍ପନ୍ ଷ୍ଟିଲ୍ ପ୍ଲାଣ୍ଟରେ ବୁଲିଲେ ନବୀନ
ଜାପାନରେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନ ଗସ୍ତର ତୃତୀୟ ଦିନରେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି ନବୀନ ।
କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ବୈଠକ କରି କେନ୍ଦ୍ରାପଡା ଓ...
ଝାରସୁଗୁଡା ପାଇଁ ବିଜେଡିର ୩ ପର୍ଯ୍ୟବେକ୍ଷକ
ଝାରସୁଗୁଡା ଉପନିର୍ବାଚନ ପାଇଁ ୩ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଲା ବିଜେଡି । ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ଶାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଛି ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ...
କୋଟିଆ ପ୍ରସଙ୍ଗରେ ବିଜେଡିକୁ ବିଜେପିର ସମାଲୋଚନା
କୋଟିଆ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛି ବିଜେପି ବିଧାୟକ । ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଆନ୍ଧ୍ରର ଭାଷା କହୁଛି ବିଜେଡି । ଆନ୍ଧ୍ର ଅଧିକାରୀଙ୍କୁ କୋଟିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋ ବ୍ୟାକ ବୋଲି କହିଥିଲେ । ଏହା...
ବ୍ରହ୍ମପୁରରେ ଛାତିଥରା ଦୃଶ୍ୟ
ରାସ୍ତାରେ ବୁଲୁଥିବା ବୁଲା କୁକୁର କେତେ ଯେ ବିପଦଜନକ । ତାହା ଆପଣ ଏ ଭିଡିଓ ଦେଖିଲେ ନିଶ୍ଚିତ ଅନୁମାନ କରିପାରିବେ । ବ୍ରହ୍ମପୁର ସହରର ଗାନ୍ଧୀ ନଗର ସପ୍ତମ ସାହୀର ଦୃଶ୍ୟ । ଏକ ସ୍କୁଟିରେ ଦୁଇ ଜଣ...
ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ଛାନଭିନ
ବଲାଙ୍ଗୀରରେ ନକଲି ସାର୍ଟିଫିକେଟର ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ I ଟାଉନ ଥାନାରୁ ଏତଲା ଗ୍ରହଣ କରିବା ସହ କ୍ରାଇମବ୍ରାଞ୍ଚ ଟିମ ମନୋଜଙ୍କ କଲେଜ ଛକ ସ୍ଥିତ କୋଚିଂ ସେଣ୍ଟର ରେଡ କରିଛି I କୋଚିଂ ସେଣ୍ଟର ସହ ସମ୍ପୃକ୍ତ...
ଖରିଫ ଋତୁ ପାଇଁ ମିଳିଲା କାଳିଆ ସହାୟତା
ଖରିଫ ଋତୁ ପାଇଁ ଚାଷୀଙ୍କୁ ମିଳିଲା କାଳିଆ ସହାୟତା I ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି I
43 ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ 877 କୋଟି ଟଙ୍କା ପ୍ରଦାନ କରିଛନ୍ତି...


















