ଖରିଫ ଋତୁ ପାଇଁ ଚାଷୀଙ୍କୁ ମିଳିଲା କାଳିଆ ସହାୟତା I ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି I
43 ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ 877 କୋଟି ଟଙ୍କା ପ୍ରଦାନ କରିଛନ୍ତି I କାଳିଆ ସହାୟତା ଚାଷୀଙ୍କୁ ଖରିଫ ଋତୁରେ ଚାଷ କାମ ପାଇଁ ସାହାଯ୍ୟ କରିବ I

LEAVE A REPLY

Please enter your comment!
Please enter your name here