24.1 C
Bhubaneswar
Wednesday, November 11, 2026
-Advertisement-

କୋରାପୁଟରେ ଭୂକମ୍ପ

କୋରାପୁଟରେ ପ୍ରାୟ ୧୫ ସେକେଣ୍ଡ୍‌ ପାଇଁ ହେଲା ଭୂକମ୍ପ। ରାତି ୧୧ଟା ୩୧ ମିନିଟ୍‌ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନଗୁଡିକର ସ୍ଥିତି ଅନୁଧ୍ୟାନ କରାଯାଉଛି। ରିକ୍ଟର ସ୍କେଲ୍‌ ଅନୁସାରେ ୪.୪...

ମୁଖ୍ୟମନ୍ତ୍ରୀ କଲେ ସ୍ଵ-ଗଣନା

ଏପ୍ରିଲରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ମୁଖ୍ୟମନ୍ତ୍ରୀ ସରକାରୀ ବାସଭବନରେ ସ୍ୱ-ଗଣନା କରି ନିଜ ପରିବାରର ତଥ୍ୟ ଦାଖଲ କରିଛନ୍ତି । ଏହା ସହିତ ସମସ୍ତଙ୍କୁ ଏହି ସ୍ୱ-ଗଣନା ପ୍ରକ୍ରିୟାରେ ସାମିଲ ହୋଇ ସୁରକ୍ଷିତ ଓ ସଠିକ୍ ତଥ୍ୟ...

ଉତ୍ତରାଖଣ୍ଡରୁ ଗିରଫ ହେଲା ଚୌଦ୍ୱାରରୁ ଫେରାର କଏଦୀ

ଚୌଦ୍ୱାର ମଣ୍ଡଳ କାରାଗାରରୁ ଫେରାର କଏଦୀ ରାଜା ସାହାଣୀକୁ ଓଡ଼ିଶା ପୋଲିସ ଟ୍ରାଞ୍ଜିଟ୍ ରିମାଣ୍ଡରେ କଟକ ଆଣିଛି । ରାଜା ସାହାଣୀକୁ ଉତ୍ତରାଖଣ୍ଡରୁ ଗିରଫ କରାଯିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି । ଡିସିପି ସାମ୍ବାଦିକ ସମ୍ମିଳନୀରେ ସବିଶେଷ...

କେନାଲରୁ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

କେନ୍ଦ୍ରାପଡ଼ା ଜିଲ୍ଲା ବଡ଼କୋଲହା ଗ୍ରାମର ନିଖୋଜ ଥିବା ନାବାଳିକା ଶୁଭଲକ୍ଷ୍ମୀ ସେନାପତିର(୮) ମୃତଦେହ ଉଦ୍ଧାର ହୋଇଛି । ସେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ । ସୁଷମା ନିଜ ଝିଅ ଶୁଭଲକ୍ଷ୍ମୀଙ୍କ ସହିତ ବାପ ଘରେ ରହୁଥିଲେ ।...

“କନ୍ୟା ସୁମଙ୍ଗଳ” ଯୋଜନାରେ ଝିଅଙ୍କୁ ମିଳିବ ଟଙ୍କା

ଝିଅମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ରାଜ୍ୟରେ ସରକାର ଆଣୁଛନ୍ତି ‘କନ୍ୟା ସୁମଙ୍ଗଳ ଯୋଜନା’। ଏହା ବିଷୟରେ ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ଓ କହିଛନ୍ତି ଯେ, ଏହି ଯୋଜନାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର ଖୁବ୍‌...

ସହରରେ PNG ହେବ ବାଧ୍ୟତାମୂଳକ

ରାଜ୍ୟ ସରକାର ସହରାଞ୍ଚଳରେ ପାଇପ୍‌ ନ୍ୟାଚୁରାଲ୍‌ ଗ୍ୟାସ୍‌ ଅଥବା PNG ସଂଯୋଗକୁ ବାଧ୍ୟତାମୂଳକ କରାଯିବ। PNG ସଂଯୋଗ ଥିବା ଗ୍ରାହକଙ୍କୁ ଆଗାମୀ ଦିନରେ LPG ସିଲିଣ୍ଡର ଯୋଗାଣ ମିଳିବ ନାହିଁ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଆସନ୍ତା...

ଡାକ୍ତରଙ୍କ ଭୁଲ ଇଞ୍ଜେକସନ ପାଇଁ ରୋଗୀ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଲ ଇଞ୍ଜେକସନ ଓ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ହେଲେ ଭୁବନ ଥାନା ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ମାଳପୁରା ଗାଁର ଆଲୋକ ସାମଲ । ଗତକାଲି...

ପୋଲିସ ଭବନରେ ୭୮ ଜଣ ପୋଲିସ ଅଧିକାରିଙ୍କୁ ଡିଜିପି ପଦକ ପ୍ରଦାନ

ଆଜି ଭୁବନେଶ୍ୱର ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ,କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ୭୮ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି...

ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଶୁଭକାମନା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ କହିଛନ୍ତି ଯେ, ଓଡ଼ିଶାର ଗୌରବଶାଳୀ ଇତିହାସ ଏବଂ ଓଡ଼ିଆ...

ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଓଡିଶା ବିଧାନସଭା

ଓଡ଼ିଶା ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ସାଇନ୍-ଡାଇ ଘୋଷଣା କରାଯାଇଛି। ନିର୍ଦ୍ଧାରିତ ସମୟରୁ ୫ ଦିନ ପୂର୍ବରୁ ଏହାର ଅଧିବେଶନ ଶେଷ କରାଯାଇଛି। ୧୭ତମ ବିଧାନସଭାର ଷଷ୍ଠ ଅଧିବେଶନ ଏପ୍ରିଲ ୮...
- Advertisement -

Latest article

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...