ସ୍ୱାଧୀନତା ଦିବସ ପାଳନବେଳେ ‘ବନ୍ଦେ ମାତରମ୍’ ଗାନକୁ ଅଧାରୁ ରୋକିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ: ସୋନିଆ ଗାନ୍ଧିଙ୍କୁ କଡ଼ା...
ନୂଆଦିଲ୍ଲୀ: କଂଗ୍ରେସର ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ସମୟରେ ପତାକା ଉତ୍ତୋଳନ ପୂର୍ବରୁ 'ବନ୍ଦେ ମାତରମ୍' ଗାନ କରାଯାଉଥିବା ବେଳେ ଏହାକୁ ଅଧାରୁ ରୋକିବାକୁ ଚେଷ୍ଟା କରିଥିବା ଅଭିଯୋଗ ରେ ସୋନିଆ ଗାନ୍ଧିଙ୍କୁ...
ପୁନର୍ବାର ହେବ ୟୁଜିସି ନେଟ୍ ୨୦୨୬ର ଇଂରାଜୀ, କମର୍ସ ଓ ସୋସିଓଲୋଜି ପରୀକ୍ଷା
ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ୟୁଜିସି ନେଟ୍ ୨୦୨୬ ପରୀକ୍ଷା ର ଇଂରାଜୀ, କମର୍ସ ଏବଂ ସୋସିଓଲୋଜିର ପୁନର୍ବାର ପରୀକ୍ଷା କରାଯିବ l ପ୍ରଶ୍ନପତ୍ରକୁ ନେଇ ବିଭିନ୍ନ ଅଭିଯୋଗ ଆସିବା ପରେ NTA ଏକ...
ଅନ୍ତରୀଣ ଡିଜିପି ଦାୟିତ୍ବ ନେଲେ ବିନୟତୋଷ ମିଶ୍ର
ଅନ୍ତରୀଣ ଡିଜିପି ଭାବେ ଦାୟିତ୍ବ ନେଇଛନ୍ତି ବରିଷ୍ଠ ଆଇପିଏସ ଅଫିସର ବିନୟତୋଷ ମିଶ୍ର । ରବିବାର ଦିନ ଡିଜିପି ଓ୍ବାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ରାଜ୍ୟ ସରକାର ବିନୟତୋଷ ମିଶ୍ରଙ୍କୁ ଏହି ଅନ୍ତରୀଣ ଦାୟିତ୍ବ ଦେଇଛନ୍ତି...
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୩ ଦିନ ଲାଗି ରହିବ ବର୍ଷା
ଭୁବନେଶ୍ବର: ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଓଡିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଆଗାମୀ ୨୪ ଘଣ୍ଟାରେ ଉତ୍ତର ଦିଗରେ ଗତି...
ତମାଖୁ ପ୍ରଚାର ପାଇଁ ସ୍ପଷ୍ଟୀକରଣ ମାଗିଲା ଏଫଡିଏ: ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ କାରଣ...
ନୂଆଦିଲ୍ଲୀ:ପାନ ମସଲା ପାଇଁ ବିଜ୍ଞାପନ କରିବା ଅଭିଯୋଗରେ ଏଫଡିଏ ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ‘ଇଲାଇଚି’ ପାଇଁ ବିଜ୍ଞାପନ କରିବା ପରୋକ୍ଷରେ ଏକ ନିଷିଦ୍ଧ...
ଟିଏମସି ପାର୍ଟି ଅଫିସରୁ ମିଳିଲା ପୂର୍ବତନ ଉପବାଚସ୍ପତିଙ୍କ ଝୁଲନ୍ତା ମୃତଦେହ
କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ତଥା ଟିଏମସିର ବରିଷ୍ଠ ନେତା ଆଶିଷ ବାନାର୍ଜୀ ଆତ୍ମହତ୍ୟା କରିଛନ୍ତି lବୀରଭୂମ ଜିଲ୍ଲାର ରାମପୁରହାଟସ୍ଥିତ ତାଙ୍କ ପାର୍ଟି କାର୍ଯ୍ୟାଳୟରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।ସୂଚନା ଅନୁଯାୟୀ ରାମପୁରହାଟ ପୌରାଞ୍ଚଳର ୱାର୍ଡ...
ଆନାଲଗ୍ କ୍ଷୀର ଉତ୍ପାଦକୁ ନିଷେଧ କଲେ ଉତ୍ତର ପ୍ରଦେଶ ସରକାର
ୟୁପି: ଉତ୍ତର ପ୍ରଦେଶ ସରକାର ‘ଆନାଲଗ୍’ପନିର, କ୍ରିମ୍, ଘିଅ, ଛେନା ଏବଂ ଖୁଆ ଉପରେ କଟକଣା ଲଗାଇଛନ୍ତି। ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ଯେ ଯଦି କୌଣସି ସ୍ଥାନରେ ଭେଜାଲ (ମିଶ୍ରିତ) ଉତ୍ପାଦ ମିଳେ, ତେବେ ସମ୍ପୃକ୍ତ...
ବିଜେଡି ସାଂସଦ ସୁଲତା ଦେଓଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ଏତଲା ଦେଲା ବିଜେପି
ଭୁବନେଶ୍ୱର: ବିଜେପିର ଏକ ଟିମ୍ କ୍ୟାପିଟାଲ ଥାନାରେ ସାଂସଦ ଶ୍ରୀମତୀ ସୁଲତା ଦେଓଙ୍କ ବିରୁଦ୍ଧରେ ଲିଖିତ ଏତଲା ଦେବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ...
ସ୍ୱାଧୀନତା ଦିବସ ପ୍ରସ୍ତୁତି ବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ଶିକ୍ଷକଙ୍କ ମୃତ୍ୟୁ
ଭୁବନେଶ୍ବର: ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଛି। ପତାକା ଖୁଣ୍ଟ ପୋତିବା ବେଳେ ବିଦ୍ୟୁତ ଆଘାତରେ ଜଣେ କ୍ରୀଡ଼ା ଶିକ୍ଷକଙ୍କର ପ୍ରାଣହାନି...
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ :ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର : ୮୦ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ରାଜଧାନୀ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ...















