ଦିଲ୍ଲୀ ପରେ ଉତ୍ତରପ୍ରଦେଶରୁ ଆସିଲା ଛାତିଥରା ଦୃଶ୍ୟ
ଝିଅକୁ ମାରି ଟ୍ରଲିବ୍ୟାଗ୍ ରେ ଭର୍ତ୍ତି କରିଦେଲା ନୃଶଂସ ବାପା । ୧୮ ନଭେମ୍ବରରେ ୟୁପି ମଥୁରାର ଯମୁନା ଏକ୍ସପ୍ରେସ୍ୱେ ନିକଟରେ ଏକ ନାଲି ରଙ୍ଗର ଟ୍ରଲି ବ୍ୟାଗ ପଡିଥିଲା । ଲୋକେ ଏହି ବ୍ୟାଗକୁ ଦେଖି ପୋଲିସକୁ...
ଟୁଇନ୍ସ ସନ୍ତାନର ମା’ ହେଲେ ଇଶା ଅମ୍ବାନୀ
ବିଜିନେସମ୍ୟାନ ମୁକେଶ ଅମ୍ବାନୀ ବନିଯାଇଛନ୍ତି ଅଜା । ମୁକେଶଙ୍କ ଝିଅ ଇଶା ଅମ୍ବାନୀଙ୍କ କୋଳରେ ଜନ୍ମ ନେଇଛନ୍ତି ଦୁଇ ଟୁଇନ୍ସ ସନ୍ତାନ । କନ୍ୟା ଏବଂ ପୁତ୍ର ସନ୍ତାନଙ୍କୁ ଜନ୍ମଦେଇଛନ୍ତି ଇଶା । ଝିଅର ନାଁ ଆଦିଆ ଏବଂ...
ଚାଲିଗଲେ ୨୪ ବର୍ଷୀୟା ଅଭିନେତ୍ରୀ
ବଙ୍ଗୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆସିଲା ଦୁଃଖଦ ଖବର । ଫେମସ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ଦେହାନ୍ତ ହୋଇଛି। ଏକାଧୀକ ହୃଦଘାତରେ ପଡିବା ପରେ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅଭିନେତ୍ରୀ ।
୧୫ ନଭେମ୍ବରରେ ଏଣ୍ଡ୍ରିଲା ଏକାସାଙ୍ଗରେ ଅନେକ...
୩୫ ଖଣ୍ଡ କରିବା ପରେ ଜାଳିଦେଇଥିଲା ସବୁ ଫଟୋ
ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲାରେ ବୟଫ୍ରେଣ୍ଡ ଆଫତାବର ଆଉ ଏକ ଖୁଲାସା । ଅଭିଯୁକ୍ତ ଜଲ୍ଲାଦ ବୟଫ୍ରେଣ୍ଡ ପୋଲିସ ସାମ୍ନାରେ ଆଉ ଏକ ସତ ଓଗାଳିଛି । ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ପରେ ପୁରା ରୁମକୁ...
ଆଜି ମାଗଣାରେ ପରିଦର୍ଶନ
ଆଜି ମାଗଣାରେ ବୁଲିପାରିବେ ବିଭିନ୍ନ ଐତିହ୍ୟସ୍ଥଳ । ଏଏସଆଇ ଅଧିନରେ ଥିବା ସମସ୍ତ ଐତିହ୍ୟସ୍ଥଳକୁ ଆଜି ଟିକେଟ ମୁକ୍ତ କରିଦିଆଯାଇଛି । ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଏଏସଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ଫଳରେ ତାଜମହଲ...
ଆସିଲା ନୂଆ ଟ୍ୱିଟର ନୀତି
ଟ୍ୱିଟରର ନୂଆ ମାଲିକ ଟ୍ୱିଟରର ନୂଆ ନୀତି ଘୋଷଣା କରିଛନ୍ତି । ଏହି ଟ୍ୱିଟର ମାଲିକାନା ନେବାପରେ ଏହାକୁ ନୂଆ ରୂପ ଦେବାକୁ ପ୍ରୟାସ କରାଯାଇଛି । ନକରାତ୍ମକ ଏବଂ ଘୃଣାକୁ ପ୍ରୋତ୍ସାହିତ କରୁଥିବା ଟୁଇଟ୍ କୁ ନିୟନ୍ତ୍ରଣ କରାଯିବ...
କୋର୍ଟରେ ଆଇନଜୀବୀଙ୍କ ସ୍ଲୋଗାନ, ଫାଶୀ ଦିଅ
ଶ୍ରଦ୍ଧା ହତ୍ୟା ମାମଲାର ଭିଡିଓ କନଫରେନ୍ସିଂରେ ହାଜର ହେବ ଜଲ୍ଲାଦ ପ୍ରେମିକ ଅଫତାବ । ପ୍ରେମିକକୁ କଡା ଦଣ୍ଡ ଦେବାକୁ ଆଇନଜୀବୀଙ୍କ ଦାବି ରହିଛି । ସାକେତ କୋର୍ଟରେ ଅଫତାବ ବିରୋଧରେ ସ୍ଲୋଗାନ । ଫାଶୀ ଦଣ୍ଡ ଦେବାକୁ...
ଏବେ ଆପଣଙ୍କ ଘରକୁ ଆସିବ କ୍ୟୁଆର୍ କୋଡ ଥିବା ଏଲପିଜି ସିଲିଣ୍ଡର
ଦେଶରେ ଏବେ ସୁଦ୍ଧା ୩୦ କୋଟି ଗ୍ରାହକ ଅଛନ୍ତି । ଗ୍ୟାସ ସିଲିଣ୍ଡରର ସଂଖ୍ୟା ୭୦ କୋଟି । ସବୁଠୁ ଅଧିକ ଗ୍ରାହକ ଇଣ୍ଡିଆନ ଅଏଲ କର୍ପୋରେସନର । ଗ୍ୟାସର ମୂଲ୍ୟ ବୃଦ୍ଧି ପାଇବା ସାଙ୍ଗକୁ ଚୋରୀ ବି...
କିଟ୍ର ରୌପ୍ୟ ଜୟନ୍ତୀ ଉଦ୍ଘାଟିତ
କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜିର ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ (ସଏଲ୍ ଟୁ ସିଲ୍ଭର) ବୁଧବାର ଉଦ୍ଘାଟିତ ହୋଇଯାଇଛି । କିଟ୍ ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତବର୍ଷ କିଟ୍ ତାର ରୌପ୍ୟ ଜୟନ୍ତୀ ପାଳନ...
ଏଠି ପିଲା ନୁହେଁ କୁକୁର ହିଁ ସବୁକିଛି
ପିଲାଙ୍କୁ ଛାଡି ଏବେ କୁକୁର , ବିଲେଇକୁ ବେଶ୍ ପସନ୍ଦ କରୁଛନ୍ତି ଜାପାନବାସୀ । ଦେଶରେ ୧୪ ମିଲିୟନ ଶିଶୁ ଥିବାବେଳେ ୨୦ ମିଲିୟନରୁ ଅଧିକ ପୋଷା କୁକୁର , ବିଲେଇ ରହିଛନ୍ତି । ଆଉ ବଡ ବଡ ପାର୍ଟିରେ...
















