ଏଠି ପିଲା ନୁହେଁ କୁକୁର ହିଁ ସବୁକିଛି
ପିଲାଙ୍କୁ ଛାଡି ଏବେ କୁକୁର , ବିଲେଇକୁ ବେଶ୍ ପସନ୍ଦ କରୁଛନ୍ତି ଜାପାନବାସୀ । ଦେଶରେ ୧୪ ମିଲିୟନ ଶିଶୁ ଥିବାବେଳେ ୨୦ ମିଲିୟନରୁ ଅଧିକ ପୋଷା କୁକୁର , ବିଲେଇ ରହିଛନ୍ତି । ଆଉ ବଡ ବଡ ପାର୍ଟିରେ...
ପରିବାରରେ ୭୨ ସଦସ୍ୟ, ହସ ଖୁସିରେ ଚାଲିଛି ସଂସାର
ମହାରାଷ୍ଟ୍ର ସୋଲାପୁରର ଏହି ସୁନ୍ଦର ପରିବାରକୁ ନେଇ ଏବେ ଚର୍ଚ୍ଚା । ଯେଉଁ ପରିବାରର ସଦସ୍ୟଙ୍କ ସଂଖ୍ୟା ହେଉଛି ୭୨ । ପରିବାରର ୪ ପିଢି ଏକା ସାଙ୍ଗରେ ଗୋଟିଏ ଛାତ ତଳେ ରହୁଛନ୍ତି । ପ୍ରତିଦିନ ୧୦ରୁ ଅଧିକ...
ଗୁରୁବାର ସରିବ କଟକ ବାଲିଯାତ୍ରା
ଐତିହାସିକ କଟକ ବାଲିଯାତ୍ରା ଗୋଟିଏ ଦିନ ବଢିଲା । ଗୋଟିଏ ଦିନ ବୃଦ୍ଧି ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୁଧବାର ଶେଷ ହେବାର ଥିଲା, ଗୁରୁବାର ସରିବ ବାଲିଯାତ୍ରା । ଯାତ୍ରୀଙ୍କ ଉତ୍ସାହ, ବ୍ୟବସାୟକୁ...
ସେଣ୍ଟ୍ ଜାଭିୟର୍ସ ପ୍ଲେ ସ୍କୁଲରେ ଶିଶୁ ଦିବସ ପାଳନ
ଆଜି ନଭେମ୍ବର ୧୪ । ଏହି ଦିନଟିକୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ । ସେ ଶିଶୁ ମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କର ଜନ୍ମଦିନକୁ ଦେଶବ୍ୟାପୀ...
୪୩ ବର୍ଷ ବୟସରେ ଶିଶୁକନ୍ୟାର ମା’ ହେଲେ
ବିପାସା ବସୁ-କରଣ ଗ୍ରୋଭରଙ୍କ ଘରକୁ ଆସିଛନ୍ତି ଲକ୍ଷ୍ମୀ ପ୍ରତିମା । ଏହି ଦୁଇ କପଲଙ୍କ କୋଳକୁ ଆସିଛି ପରୀ । ୪୩ ବର୍ଷ ବୟସରେ ମା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବଲିଉଡ ଅଭିନେତ୍ରୀ ବିପାସା ବସୁ । ଆଲିଆ-ରଣବୀରଙ୍କ...
କାହିଁକି ମିଳୁନି ୨ ହଜାର ଟଙ୍କିଆ ନୋଟ୍
ଏଟିଏମ ହେଉ କିମ୍ବା ବଜାର ଆଉ ୨ ହଜାର ଟଙ୍କା ହାତକୁ ଆସୁନାହିଁ । ୨ ହଜାର ନୋଟ ନମିଳିବାରୁ ସଫେଇ ଦେଇଛି ଆରବିଆଇ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କହିଛି ଯେ, ୨୦୧୯ ପରଠାରୁ ଛପାଯାଇନି ନୂଆ...
ବ୍ୟାଟିଂ କରିବ ଭାରତ
ଟି-ଟ୍ୱେଣ୍ଟି ବିଶ୍ୱକପ ସେମିଫାଇନାଲରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ହେବ କଡା ଟକ୍କର । ଇଂଲଣ୍ଡ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍ ଆଡିଲେଡରେ ଖେଳାଯାଉଛି । ଏହି ମ୍ୟାଚରେ ଯେଉଁ ଟିମ୍ ଜିତିବ...
ମାଳଦ୍ୱୀପରେ ଭୟଙ୍କର ଅଗ୍ନିକାଣ୍ଡ
ମାଳଦ୍ୱୀପର ରାଜଧାନୀ ମାଲେରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ହୋଟେଲ ଗ୍ୟାରେଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ୯ ଭାରତୀୟ ଏବଂ ଜଣେ ବାଂଲାଦେଶୀ ନାଗୀରିକ ଥିବା ଜଣାପଡିଛି...
୧୦୨ ଦିନ ଜେଲରେ ରହିବା ପରେ ମୁକୁଳିଲେ
ମନି ଲଣ୍ଡରିଂ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ମିଳିଛି ଜାମିନ । ଅଗଷ୍ଟ ୧ରେ ଗିରଫ ହୋଇଥିଲେ ସଞ୍ଜୟ ରାଉତ । ତିନି ମାସ ପରେ ମୁକୁଳିଛନ୍ତି ଶିବସେନା ନେତା । ପାତ୍ରାଚଂଳ ଜମି ଦୁର୍ନୀତି ମାମଲାରେ ଗିରଫ...
ପ୍ରେମ ପାଇଁ ଲିଙ୍ଗ ବଦଳାଇଦେଲେ ଶିକ୍ଷୟିତ୍ରୀ
ପ୍ରେମ ପାଖରେ ସବୁକିଛି ସମ୍ଭବ । ପ୍ରେମ ପାଇଁ ପ୍ରେମିକ ପ୍ରେମିକା ମାନେ ଧନୀ-ଗରିବ, ଜାତି-ଅଜାତି ମାନୁନଥିଲେ । କିନ୍ତୁ ଏବେ ଯୁଗ ବଦଳିବା ସହିତ ବଦଳିଯାଇଛି ପ୍ରେମର ତରିକା । ଜଣେ ଖେଳ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଖେଳ ଶିଖାଉ...
















