ଦିନକରେ ବୃଦ୍ଧି ପାଇଲା ୩୦୦୦ ଟଙ୍କା
ନୂଆ ରେକର୍ଡ ଛୁଇଁବାରେ ଲାଗିଛି ସୁନା ଦର । ଲକ୍ଷେ ପାର୍ କରିଛି ସୁନା ଦର । ୧୦ ଗ୍ରାମ ସୁନା ମୂଲ୍ୟ ୯୯ ହଜାର ୮୦୦ ଟଙ୍କା ଛୁଇଁଛି । ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର...
ଭକ୍ତିଭାବରେ ପ୍ଲାବିତ ରବିନ୍ଦ୍ରମଣ୍ଡପ
ଭୁବନେଶ୍ବର: ଜଗତର ନାଥ ଜଗନ୍ନାଥଙ୍କୁ କିଏ ବା ନ ଜାଣେ । ଓଡିଆ ଜାତିର ପରିଚୟ ମହାପ୍ରଭୁ ଜଗନ୍ନାଥ । କର୍ମବ୍ୟସ୍ତ ଜୀବନରୁ ଅବ୍ୟାହତି ନେଇ ଚାଲିଆସେ କିଏ ମନକୁ ହାଲୁକା କରିବାକୁ ତ କିଏ ମନୋରଞ୍ଜନ କରିବାକୁ ।...
ଚାକିରୀ ଛାଡିଲେ ସୁଜାତା ଆର୍ କାର୍ତ୍ତିକେୟନ
ଆଗୁଆ ଚାକିରୀରୁ ଅବସର ନେଲେ ବରିଷ୍ଠ ଆଇଏଏଏସ ଅଧିକାରୀ ସୁଜାତା ଆର୍ କାର୍ତ୍ତିକେୟନ । ଆଇଏଏସ ସୁଜାତା କାର୍ତ୍ତିକେୟନ ଗତ 13 ତାରିଖରେ ଭିଆରଏସ ପାଇଁ ଆବେଦନ କରିଥିଲେ । ମାତ୍ର ରାଜ୍ୟ ସରକାର ତାଙ୍କ ଆବେଦନକୁ 14 ଦିନ...
ବ୍ୟବସ୍ଥା ମଣିଷକୁ ମାଓବାଦୀ କରିଦିଏ – ‘ମୁଁ ବି ମାଓବାଦୀ’ ଓ ‘ଚୁନା ଚୁନା ଫୁଲ’ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ବର : ଆମ ବ୍ୟବସ୍ଥାରୁ ମାଓବାଦୀମାନେ ଜନ୍ମ ହୁଅନ୍ତି । ବ୍ୟବସ୍ଥା ବଦଳିଲେ ଆଉ ମାଓବାଦୀ ସମସ୍ୟା ହୋଇ ରହିବନି । ବରିଷ୍ଠ ସାମ୍ବାଦିକ ଅପୂର୍ବ କୁମାର ମହାନ୍ତିଙ୍କ ଲିଖିତ 'ମୁଁ ବି ମାଓବାଦୀ' ପୁସ୍ତକ ଉନ୍ମୋଚନ ଅବସରରେ ଏହା...
ଋଷ ବିରୋଧରେ କଟକଣା ଜାରି କରିବେ ଟ୍ରମ୍ପ
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ତିକ୍ତ କଥାବାର୍ତ୍ତାର ଦିନକ ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଋଷ ବିରୋଧରେ କଟକଣା ଜାରି କରିବାକୁ ଚିନ୍ତା କରୁଛନ୍ତି । ଟ୍ରମ୍ପ କହିଛନ୍ତି. ଯୁକ୍ରେନ -ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରତି ଆଣିବା ଓ...
ମାଓବାଦୀଙ୍କ ନୃଶଂସ କାଣ୍ଡ, ଦୁଇଜଣଙ୍କୁ ହତ୍ୟା କଲେ ଲାଲବାହିନୀ
ମାଲକାନଗିରି : ପୁଣି ମାଓବାଦୀଙ୍କ ନୃଶଂସ କାଣ୍ଡ । ଛତିଶଗଡ଼ ବିଜାପୁର କୁସଲନାର ଗାଁରେ ଜଣେ ଶିକ୍ଷକଙ୍କ ସମେତ ଦୁଇଜଣଙ୍କୁ ହତ୍ୟା କଲେ ଲାଲବାହିନୀ । ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ହତ୍ୟାକାଣ୍ଡ ପରେ...
ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର
କଟକ : ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । ଚୌଦ୍ୱାର ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗାଁରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଯାଜପୁର ଜିଲ୍ଲା ରଙ୍ଗିଦାସପୁର...
କଟକ ଏସସିବିରେ ଶିଶୁ ଅଦଳବଦଳ ଅଭିଯୋଗ
କଟକ : କଟକ ଏସସିବିରେ ଶିଶୁ ଅଦଳବଦଳ ଅଭିଯୋଗ ସାମ୍ନାକୁ ଆସିଛି । ଏସ୍-ଏନ୍ ସିୟୁରେ ଚିକିତ୍ସାଧୀନ ବେଳେ ଶିଶୁ ବଦଳ ହୋଇଥିବା ଅଭିଯୋଗ ହୋଇଛି । ନବଜାତ କନ୍ୟାକୁ ବଦଳ କରି କର୍ମଚାରୀମାନେ ଏକ ମୃତ ଶିଶୁକୁ ଧରାଇଦେଇଥିବା...
ଟିଏଚ୍ଇ ୱାର୍ଲ୍ଡ ରିପୁଟେସନ୍ ରାଙ୍କିଙ୍ଗସ : ଦେଶର ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ
ଭୁବନେଶ୍ୱର, ଫେବୃୟାରୀ ୧୯: ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରରେ ଏକ ଭିନ୍ନତା ସୃଷ୍ଟି କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ମଙ୍ଗଳବାର ପ୍ରକାଶିତ ଟାଇମ୍ସ ହାୟାର ଏଜୁକେସନ୍ (ଟିଏଚ୍ଇ)...

















