ମୂଲ୍ୟ ରହିଛି ୩୫ ହଜାର
ପେଟ୍ରୋଲ ଦାମ୍ ରୁ ରକ୍ଷା ପାଇବା ପାଇଁ ଏବେ ଲୋକମାନେ ବାଛୁଛନ୍ତି ନିଜ ପ୍ରିୟ କମ୍ପାନୀର ବିଦ୍ୟୁତଚାଳିତ ଗାଡି । କେଉଁ ବିଦ୍ୟୁତ୍ଚାଳିତ ଗାଡିର ଦାମ କେତେ , ଫିଚର କାହାର କଣ ରହିଛି ସେ ସବୁକୁ ଦେଖି ଗାଡି...
ଦୁନିଆର ସବୁଠୁ ଉଚ୍ଚ ଶିବ ପ୍ରତିମୂର୍ତ୍ତି , କେଉଁଠି ରହିଛି
ଆଜି ଲୋକାର୍ପଣ ହେବ ଦୁନିଆର ସବୁଠୁ ବଡ ଶିବ ପ୍ରତିମୂର୍ତ୍ତି । ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ନାଥଦ୍ୱାରରେ ନିର୍ମିତ ହୋଇଛି ଶିବ ପ୍ରତିମା । ଏହି ପ୍ରତିମୂର୍ତ୍ତିର ଉଚ୍ଚତା ରହିଛି ୩୬୯ ଫୁଟ । ସବୁଠୁ ଉଚ୍ଚ ଏହି ଶିବ...
କଟକ କାଳୀପୂଜା ଭସାଣିରେ ନାଚିଲେ ଅଘୋରୀ ବାବା
ଲୋକଙ୍କ ମନ ମୋହୁଛି ଅଘୋରୀ ନୃତ୍ୟ । ଢେଙ୍କାନାଳ ଲକ୍ଷ୍ମୀ ପୂଜା ଭସାଣିରେ ଅଘୋରୀଙ୍କ ନୃତ୍ୟ ବେଶ୍ ଭାଇରାଲ ହୋଇଥିଲା । ଏହାପରେ କଟକରେ ଆଜି କାଳୀପୂଜା ଭସାଣିରେ ଦେଖିବାକୁ ମିଳିଥିଲା ଅଘୋରୀଙ୍କ ନୃତ୍ୟ । ଶେଖ୍ ବଜାର ପୂଜା...
ଆମାଜନ/ଫ୍ଲିପ୍କାର୍ଟରେ କାହିଁକି ଶସ୍ତାରେ ମିଳୁଛି ସାମାନ୍
ସପିଂର ତରିକା ବଦଳାଇଦେଲାଣି ଅନଲାଇନ୍ ବିକ୍ରୀ । ଏବେ ଅନଲାଇନରେ ସପିଂ କରିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ଆଗରୁ ଲୋକମାନେ ମାର୍କେଟ ଯାଇ ଅଫଲାଇନ ସପିଂ କରୁଥିଲେ । କିନ୍ତୁ ଏବେ ପେମେଣ୍ଟ ଠାରୁ ଆରମ୍ଭ କରି ସପିଂ...
ସ୍ତ୍ରୀକୁ ବଞ୍ଚାଇବା ବଦଳରେ ଭିଡିଓ କରୁଥିଲା ସ୍ୱାମୀ
ଉତ୍ତର ପ୍ରଦେଶ କାନପୁରରେ ଯୁବକଙ୍କ ଜଘନ୍ୟ କାଣ୍ଡ । ପତ୍ନୀ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିବାକୁ ଯାଉଥିବାବେଳେ ସ୍ୱାମୀ ତାଙ୍କ ଜୀବନ ବଞ୍ଚାଇବା ବଦଳରେ କରୁଥିଲେ ଭିଡିଓ ସୁଟିଂ । ମହିଳା ଜଣକ ପ୍ରଥମ ଉଦ୍ୟମରେ ବଞ୍ଚି ଯାଇଥିବା...
ନମ୍ବର ପ୍ଲେଟ:ସତ୍ୟପାଠ ମାଗିଲେ ହାଇକୋର୍ଟ
ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା । ସତ୍ୟପାଠ ଦାଖଲ ପାଇଁ ପରିବହନ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସ୍ଲଟ ବୁକିିଂର ସ୍ଥିତି, ଭିତ୍ତିଭୂମି ବାବଦରେ ଜଣାଇବାକୁ ନିର୍ଦ୍ଦେଶ । ଆସନ୍ତା ୩୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ।...
ଗ୍ୟାଙ୍ଗଷ୍ଟାର ସକିଲଙ୍କୁ ତଡିପାର୍ ନିର୍ଦ୍ଦେଶ
କଟକର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲଙ୍କୁ ତଡିପାର୍ । ସକିଲଙ୍କୁ ତଡିପାର୍ ନିର୍ଦ୍ଦେଶ ଦେଲା କମିଶନରେଟ ପୋଲିସ । ନିକଟରେ ଜେଲରୁ ବେଲ୍ରେ ମୁକୁଳିଥିଲା ସକିଲ । ମୁକୁଳିବା ପରେ ସେ ବିବାହ କରିଥିଲା । ହତ୍ୟାକାଣ୍ଡ, ଅପହରଣ...
ସାହାଯ୍ୟ ପାଇଁ ଚିତ୍କାର କରୁଛି ଝିଅ, ଲୋକେ ଭିଡିଓ ବନାଉଛନ୍ତି
ଯନ୍ତ୍ରଣାରେ ଚିତ୍କାର କରୁଛି ଝିଅ । ଉଠି ବସିବାକୁ ବି ବଳ ପାଉନି । ଦେହ, ମୁଣ୍ଡ ଖଣ୍ଡିଆ ଖାବରା ହୋଇ ରକ୍ତ ବାହାରୁଛି । ମାତ୍ର ଯନ୍ତ୍ରଣାରେ ଚିତ୍କାର କରୁଥିବା 13 ବର୍ଷର ଏହି ଝିଅକୁ କେହି ସାହାଯ୍ୟର...
ଆଜି ଆଂଶିକ ସୂର୍ଯ୍ୟୋପରାଗ, ସଂଧ୍ୟା 6 ଟା 26ରେ ସର୍ବମୋକ୍ଷ
ଆଜି ଆଂଶିକ ତଥା ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ । ଅପରାହ୍ନ 4ଟା 56 ମିନିଟରେ ପରାଗ ଆରମ୍ଭ ହେବ ଏବଂ ସଂଧ୍ୟା 6ଟା 26 ମିନିଟରେ ସର୍ବମୋକ୍ଷ ହେବ ।
ଆଂଶିକ ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ଭୋର 4 ଟା 56...
ଦୀପାବଳି ପୂର୍ବରୁ ଦିଲ୍ଲୀରେ ଟ୍ରାଫିକ ଜାମ୍
ଦୀପାବଳି ପାଇଁ ଦିଲ୍ଲୀରେ ପ୍ରବଳ ଟ୍ରାଫିକ ଜାମ । ଯୁଆଡେ ଦେଖିବେ ଗାଡତର ଲମ୍ବା ଲାଇନ୍ । ଶୁକ୍ରବାର ମାର୍କେଟିଂ ପାଇଁ ଏକ ବିରାଟ ଜନସମାଗଗ ହୋଇଥିଲା । ଯେଉଁଥିପାଇଁ ଦିଲ୍ଲୀ ଗୁରୁଗ୍ରାମ ଏକ୍ସପ୍ରେସୱେରେ ପ୍ରବଳ ଟ୍ରାଫିକ ଜାମ୍...
















