କଳ୍ପନା ଛକରେ ଚଢିଗଲା ଚଳନ୍ତା କାର୍
ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା । ରାଜମହଲ-କଳ୍ପନା ଓଭରବ୍ରିଜ୍ ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା କାର୍ ଟ୍ରଲିରେ ବିକୁଥିବା କଦଳୀ ବ୍ୟବାସାୟୀଙ୍କୁ ଧକ୍କା ଦେଇଥିଲା । ଫଳରେ କଦଳୀ ବ୍ୟବସାୟୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି...
ଆଜି ପ୍ରବଳ ବର୍ଷିବ!
ବଙ୍ଗୋପସାଗରରେ ସକ୍ରିୟ ଅଛି ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଝିପିଝିପି ବର୍ଷା । ଭିଜିବ ସମ୍ପୂର୍ଣ୍ଣ ଉପକୂଳ ଓଡିଶା । ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାବରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜିଠୁ ଉପକୂଳ ଓ...
ବର୍ଷାରେ ଭିଜିବ କୁମାର ପୂର୍ଣ୍ଣିମା
ଦୁର୍ଗାପୂଜା ଭଳି ଫିକା ପଡିପାରେ ଗଜଲକ୍ଷ୍ମୀ ପୂଜା ଏବଂ କୁମାର ପୂର୍ଣ୍ଣିମା । ଭିଜିବ ଉପକୂଳ ଓଡିଶା । ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିଛି । ଏହି...
କାହିଁକି ବାଦ ପଡିଲେ ସମୀର, ଦେବାଶୀଷ, ଚନ୍ଦ୍ରସାରଥୀ
ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ପଡିଲେ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ସମୀର ରଞ୍ଜନ ଦାଶ, ଦେବାଶୀଷ ସାମନ୍ତରାୟ, ଚନ୍ଦ୍ର ସାରଥୀ ବେହେରା ଓ କଟକ ମେୟର ସୁବାସ ସିଂ । ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ବି...
9 ଯାଏଁ ବର୍ଷିବ
ଆସନ୍ତା 9 ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ଭୁବନେଶ୍ବର ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ଏହି ସୂଚନା ଦେଇଛନ୍ତି ।
ବଙ୍ଗୋପସାଗର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିବା ଯୋଗୁ ରାଜ୍ୟରେ ଗତ ଚାରିଦିନ ଧରି...
କେସିଆରଙ୍କ ନୂଆ ନ୍ୟାସନାଲ ପାର୍ଟି
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି ସଭାପତି କେ. ତନ୍ଦ୍ରଶେଖର ରାଓ ନୂଆ ଜାତୀୟ ଦଳ ଗଢିଛନ୍ତି । ଆଜି ଏ ସଂପର୍କରେ ଦିନ 1. 19ରେ ସେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ତେଲେଙ୍ଗାନା ରାଷ୍ଟ୍ର...
ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ
ବିଜେଡି ନେତା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ I ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ଘଟିଛି I ବରିହାଙ୍କ ବିୟୋଗରେ ଗଭୀର ଶୋକର ଛାୟା ଖେଳିଯାଇଛି I
ଶ୍ରୀନିବାସ ସାହୁଙ୍କ ଦେହାନ୍ତ
ଉତ୍କଳ ଯୋଗ ପରିବାରର ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ଶ୍ରୀନିବାସ ସାହୁଙ୍କ ଦେହାନ୍ତ I ଆଜି ସକାଳେ ହୃଦଘାତରେ ତାଙ୍କର ପରଲୋକ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା I ଶ୍ରୀ ସାହୁଙ୍କ ବିୟୋଗରେ ଉତ୍କଳ...
ଛାଡିଦେଲେ ଶାଶୂଘର
ଶାଶୂଘର ଛାଡିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ଶୁଣାଣି କରି ମାସେ ଭିତରେ ଘର ଛାଡିବାକୁ ଅଗଷ୍ଠ ୩୦ରେ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର...
କମିଲା ଏଲ୍ପିଜି ସିଲିଣ୍ଡର ଦର
ଶସ୍ତା ହୋଇଛି କମର୍ସିଆଲ୍ ସିଲିଣ୍ଡରର ଦାମ୍। ଆଜିଠାରୁ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା, କୋଲକାତାରେ ୩୬.୫୦ ଟଙ୍କା ଏବଂ ମୁମ୍ବାଇରେ ୩୫.୫୦ ଟଙ୍କା ଶସ୍ତା ହୋଇଛି।
୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡର ଦାମ୍ରେ ଏହି ପରିବର୍ତ୍ତନ ଘଟିଛି। ସେପଟେ ଘରୋଇ...
















