27.1 C
Bhubaneswar
Saturday, October 31, 2026
-Advertisement-

ଆଜି ମେଲାଣି ନେବେ ମା… ଅପରାହ୍ନ ତିନିଟାରୁ ଭସାଣି ପାଇଁ ଟ୍ରାଫିକ କଟକଣା

ଆଜି ମେଲାଣି ନେବେ ମା ଦୁର୍ଗା । ବିଭିନ୍ନ ପୂଜାମଣ୍ଡପରେ ଗତ ଚାରିଦିନ ଧରି ପୂଜା ପାଉଥିବା ଜଗତଜନନୀ ଦେବୀ ଦୁର୍ଗାଙ୍କୁ ବିଦାୟ ଦେବେ ଭକ୍ତ । ଗତକାଲି ଦଶହରାର ଅନ୍ତିମ ଦିନରେ ବିଭିନ୍ନ ପୂଜାମଣ୍ଡପରେ ରାବଣ ପୋଡି ଅନୁଷ୍ଠିତ...

ସୋଆକୁ ମିଳିଲା ଇନ୍‌ଟରନ୍ୟାସ୍‌ନାଲ ହାୟର ଏଜୁକେସନ୍ ଏକ୍ସିଲେନ୍ସ ପୁରସ୍କାର

ଭୁବନେଶ୍ୱର, ଅକ୍ଟୋବର ୧: ଆରଟିଆଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ୨୦୨୪ ନିମନ୍ତେ ଇନ୍‌ଟରନ୍ୟାସ୍‌ନାଲ୍ ହାୟର ଏଜୁକେସନ୍ ଏକ୍ସିଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି । ସେପ୍ଟେମ୍ବର ୨୮ ତାରିଖରେ ଇନ୍‌ଟରନ୍ୟାସ୍‌ନାଲ୍...

ନକଲି ଭାରତୀୟ ପାସପୋର୍ଟ ରଖି ବାଂଲାଦେଶୀ ପର୍ଣ୍ଣ ଷ୍ଟାର୍ ଗିରଫ

ଭାରତରେ ରହିବା ପାଇଁ ନକଲି ଭାରତୀୟ ପାସପୋର୍ଟ ବ୍ୟବହାର କରି ବାଲାଦେଶୀ ପର୍ଣ୍ଣ ଷ୍ଟାର ଆରୋହୀ ବାର୍ଡେ ଗିରଫ ହୋଇଛନ୍ତି । ମହାରାଷ୍ଟ୍ରର ଉଲ୍ଲାସ ନଗର ହିଲ୍ ଲାଇନ ପୋଲିସ୍ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି ।...

ଲେବାନନ ଉପରେ ଇସ୍ରାଏଲର ତିନିଶହରୁ ଅଧିକ ଏୟାର ଷ୍ଟ୍ରାଇକ୍, 274 ମୃତ

ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଲେବାନନରେ ଧ୍ବଂସର ତାଣ୍ଡବ । ଦକ୍ଷିଣ ଲେବାନନରେ ତିନିଶହରୁ ଅଧିକ ଥର ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ତେବେ ଏୟାର ଷ୍ଟ୍ରାଇକ ପୂର୍ବରୁ ଅଞ୍ଚଳ ଛାଡି ଚାଲିଯିବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଥିଲା ଏସ୍ରାଏଲ...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତ୍ତୀ ଶିବ ଶଙ୍କର ମିଶ୍ର...

ଶହେଦିନର ସଫଳତାରେ କଳଙ୍କର ଦାଗ ଲଗେଇଦେଲା ଭରତପୁର ଥାନା

ରାଜ୍ୟରେ ମୋହନ ମାଝୀଙ୍କ ସରକାର ଶହେଦିନର ପୂର୍ତ୍ତି ପାଳନ କରୁଥିବା ବେଳେ ଭରତପୁର ଥାନା କଳଙ୍କର ଦାଗ ଲଗେଇ ଦେଇଛି । ଗତ 15 ତାରିଖରେ ରୋଡ୍ ରୋମିଓଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇଥିବା ଭାରତୀୟ ସେନାର ମେଜର ଗୁରୁବଂଶ...

ସମ୍ମମ୍‌ରେ ୪ର୍ଥ ବିଶ୍ୱ କ୍ରିଟିକାଲ୍ କେୟାର ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର, ସେପ୍ଟେମ୍ବର ୨୦: ପ୍ରତ୍ୟେକ ପରିବାରକୁ ଉନ୍ନତ ସ୍ୱାସ୍ଥ୍ୟସେବା ପହଂଚାଇବା ନିମନ୍ତେ ଡାକ୍ତରୀ ଶିକ୍ଷାକୁ ସମସ୍ତଙ୍କ ନିମନ୍ତେ ଉପଲବ୍ଧ କରିବାକୁ ପଡ଼ିବ ବୋଲି ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ଉତମ ଡାକ୍ତରୀ ଚିକିତ୍ସା ବର୍ତମାନ...

ମସ୍କୋ ଯିବେ ଡୋଭାଲ୍

ଋଷ-ଯୁକ୍ରେନ ଯୁଦ୍ଧ ସମସ୍ୟାର ସମାଧାନ ପାଇଁ ଭାରତ କୂଟନୈତିକସ୍ତରରେ ଉଦ୍ୟମ କରିବ । ଏଥିପାଇଁ ଆସନ୍ତା ସପ୍ତାହରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମସ୍କୋ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗତ ଦୁଇମାସ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଖୁଲମଖୁଲା ଗୁଳି ଫୁଟେଇ ଧମକ ଦେଲେ ତିନି ଯୁବକ

ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀସ୍ଥିତ କାଞ୍ଚ କ୍ଲବ ସାମନାରେ ତିନିଜଣ ଯୁବକ ଖୁଲମଖୁଲା ବନ୍ଧୁକ ଫୁଟେଇ କ୍ଲବର ତିନିଜଣ ବାଉନସରଙ୍କୁ ଧମକ ଦେଇଛନ୍ତି । ସିସିଟିଭିରେ ଏହି ବନ୍ଧୁକଧାରୀ ତିନି ଯୁବକଙ୍କ କାରନାମା ରେକର୍ଡ ହୋଇଛି । ସିସିଟିଭି ଫୁଟେଜରେ ରେକର୍ଡ...

ଏଗାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହା କ୍ରମଶଃ ଗଭୀର ଅବପାତରେ ପରିଣତ ହୋଇ ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳକୁ ମୁହାଁଇବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ଏଗାର ତାରିଖ ଯାଏଁ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...