ଏସଆଇ ପରୀକ୍ଷାରେ ବିଭ୍ରାଟ
ଓଡିଶା ପୋଲିସ ସବ ଇନସପେକ୍ଟର ପରୀକ୍ଷାରେ ବିଭ୍ରାଟ । କୋଶ୍ଚିନ ପେପର ଡାଉନଲୋଡ ହୋଇପାରୁ ନ ଥିବାରୁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ବେଳେ କଟକ, ଚୌଦ୍ବାର ଓ ବାଲେଶ୍ବରରେ ପରୀକ୍ଷାର୍ଥୀମାନେ ହଟ୍ଟଗୋଳ କରିଛନ୍ତି । କୋଶ୍ଚିନ ପେପରରେ...
ବଢିବ ବ୍ରାହ୍ମଣୀ, ବୁଢାବଳଙ୍ଗ
ଉତ୍ତର ଓଡିଶାରେ ଲଘୁଚାପ ଜନିତ ପ୍ରବଳବର୍ଷା ସମ୍ଭାବନା ଥିବାରୁ ବ୍ରାହ୍ମଣୀ, ବୁଢାବଳଙ୍ଗ ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି । ଫଳରେ ସମ୍ଭାବ୍ୟ ବନ୍ୟା ସ୍ଥିତି ଉପୁଜିପାରେ ବୋଲି କୁହାଯାଇଛି । ଆସନ୍ତା 21 ତାରିଖ...
ବଢିପାରେ ଆଳୁ, ପିଆଜ ଦର
ବଢୁଛି ପନିପରିବା ଦର । କଟକ ଛତ୍ର ବଜାର ଉପରେ ବନ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ସବୁ ପରିବା ଦର ୪୦ ଟଙ୍କା ଉପରେ । ଆଗକୁ ଆଳୁ , ପିଆଜ ଦର ବଢିବ ବୋଲି ଆଶଙ୍କା କରିଛି...
ବଢିବ ବୈତରଣୀ
ଆସନ୍ତା 18ରୁ ଲଘୁଚାପ ବର୍ଷା ସମ୍ଭାବନା ଥିବାରୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଉଁ ତିନୋଟି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । କେନ୍ଦୁଝର, ଯାଜପୁର, ଭଦ୍ରକ ଜିଲ୍ଲାରେ ବନ୍ୟା...
୧୮ରୁ ପୁଣି ବର୍ଷିବ
ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ୧୮ ତାରିଖରୁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧୮ରେ ପ୍ରବଳ ବର୍ଷା ନେଇ ୧୬...
ବୁଡିଲା ସ୍କାଏ ଟାୱାର ଆପାର୍ଟମେଣ୍ଟ
କେବଳ ଗାଁ ନୁହେଁ ସହରାଞ୍ଚଳରେ ପଶିଛି ବନ୍ୟାପାଣି । ଭୁବନେଶ୍ୱର ଭଳି ସହରରେ ବି ଲହଡା ଭାଙ୍ଗୁଛି ବନ୍ୟଜଳ l କୃତ୍ରିମ ବନ୍ୟାରେ ଆପାର୍ଟମେଣ୍ଟରେ ଅଣ୍ଟାଏ ପାଣି । ଯୁଆଡେ ଦେଖିବେ ଖାଲି ପାଣି ହିଁ ପାଣି । ଫଳରେ...
୧୦ ଜିଲ୍ଲାପାଳଙ୍କୁ ଆଲର୍ଟ
୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବିପଦସଙ୍କୁଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ହେଉଛି ପ୍ରାଥମିକତା । ଜିରୋ କାଜୁଆଲିଟି...
ସେଣ୍ଟ ଜାଭିୟର୍ସ ପ୍ଲେ ସ୍କୁଲରେ ସ୍ବାଧୀନତା ଦିବସ
ଭୁବନେଶ୍ବର ଉପକଣ୍ଠ ଲିଙ୍ଗିପୁରସ୍ଥିତ ସେଣ୍ଟ ଜାଭିୟର୍ସ ପ୍ଲେ ସ୍କୁଲରେ 76 ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ପଟ୍ଟନାୟକ ଜାତୀୟ ପତାକା ଉତ୍ତେଳନ କରି ସ୍ବାଧୀନତା ଦିବସର ସ୍ମରଣୀୟ ଇତିହାସକୁ ମନେ ପକାଇଥିଲେ...
ହୃଦଘାତରେ ଆଖିବୁଜିଲେ ସେଆର ମାର୍କେଟ କିଙ୍ଗ୍
ଆରପାରିରେ ସେଆର ମାର୍କେଟ କିଙ୍ଗ୍ ରାକେଶ ଝୁନଝୁନୱାଲା । ୬୨ ବର୍ଷ ବୟସରେ ହୃଦଘାତରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁମ୍ବାଇର ବ୍ରିିଜକ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି । ଗତକିଛିଦିନ ପୂର୍ବରୁ ସେ ହସ୍ପିଟାଲରୁ...
ମାସ୍ମ ନପିନ୍ଧିଲେ ୫୦୦ ଫାଇନ୍
ଦିଲ୍ଲୀରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ସବୁ ସର୍ବସାଧାରଣ ସ୍ଥାନରେ ମାସ୍ମ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍ମ ବ୍ୟବହାର ନକରି ଧରାପଡିଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା...

















