କଲେଜ ଆଗରୁ ଦୁଇ ଛାତ୍ରୀଙ୍କୁ କିଡ୍ନାପ
କଲେଜ ଆଗରୁ ଦୁଇଜଣ ଛାତ୍ରୀଙ୍କୁ କିଡନାପ୍ । ମହାବିଦ୍ୟାଳୟ ଆଗରୁ ଯୁକ୍ତ ୩ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନୟାଗଡ ଜିଲ୍ଲାରୁ ଆସିଛି । ନୟାଗଡ ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟ ସାମ୍ନାରୁ କିଛି...
ଏୟାରପୋର୍ଟରୁ ଚିହ୍ନଟ ହେଲେଣି ୫ ସଙ୍କ୍ରମିତ
କରୋନାର ନୂଆ ଭାରିଆଣ୍ଟକୁ ନେଇ ଏବେ ବିଶ୍ୱବାସୀ ଚିନ୍ତାରେ । ବାହାରୁ ଆସୁଥିବା ଯାତ୍ରୀଙ୍କର ଏୟାରପୋର୍ଟରେ ଟେଷ୍ଟିଂ କରାଯାଉଛି । ଏହାରି ଭିତରେ ଦିଲ୍ଲୀ ଏୟାରପୋର୍ଟରେ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଦିନ ଭିତରେ ୫...
ଜଗତସିଂହପୁର ଏରସମା ମାହାଳରେ ଉତ୍ତେଜନା
ଜଗତସିଂହପୁର ଏରସମା ମାହାଳରେ ଉତ୍ତେଜନା । ରାଜସ୍ୱ ଗ୍ରାମ ମାହାଳର ସୀମା ନିର୍ଦ୍ଧାରଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ପ୍ରଶାସନ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯାଉଥିବାବେଳେ ଏହାକୁ ବିରୋଧ କରିଛନ୍ତି ଢିଙ୍କିଆ ଓ ମାହାଳ ଗ୍ରାମବାସୀ । ଢିଙ୍କିଆ...
ତଦାରଖ କରିବେ ଜିଲ୍ଲା ଜଜ୍
ମମିତା ମେହେର ହତ୍ୟାକାଣ୍ଡ ମାମଲାର ତଦନ୍ତ ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲାଜଜ୍ । ତଦନ୍ତରେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ଜଣେ ବିଚାରପତିଙ୍କ ଦ୍ବାରା ତଦନ୍ତ ତଦାରଖ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ଆବେଦନ କରିଥିଲେ । ରାଜ୍ୟ ସରକାରଙ୍କ...
କେଉଁ ଟିକା ‘ଓମିକ୍ରନ’କୁ ମାତ୍ ଦେବ
ଭୟ ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ବିଶ୍ୱବ୍ୟାପି ଓମିକ୍ରନକୁ ନେଇ ଚିନ୍ତାରେ । ଏହାର ମୁକାବିଲା ପାଇଁ କୋଭିଡର ବିଭିନ୍ନ ଟିକା କେତେ ଫଳପ୍ରଦ ହେବ , ତାକୁ ନେଇ ଏବେ ଚର୍ଚ୍ଚା । ଏଭଳି ସମୟରେ...
ସ୍ମୃତିରେ ରହିଗଲା ସ୍ମୃତି
ଅଧାରେ ସରିଗଲା ନାଟକ ।
ନାଟକର କ୍ଲାଇମାକ୍ସ ଏମିତି ହେବ କେହି କେବେ ଭାବି ନ ଥିଲେ । ନାଟକ ଦେଖୁଥିବା ଲୋକେ ଅନେକ ନାଟକ ଦେଖିଥିବେ, ମାତ୍ର ଏମିତି ନାଟକ କେବେ ବି ଦେଖି ନ ଥିବେ ।...
ଅସୁସ୍ଥ ନନ୍ଦ ସାର
ଯାଜପୁରର ବହୁ ଚର୍ଚ୍ଚିତ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର । ଏହି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ଏବେ ଯାଜପୁର କଳିଙ୍ଗନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ...
ଆସୁଛି ବର୍ଷା : ଚାଷୀ କାଟିଆଣ ଧାନ
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏହାକୁ ନଜରରେ ରଖି ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ବର୍ଷାରୁ ସୁରକ୍ଷା...
ସସପେଣ୍ଡ୍ ହେଲେ ୧୨ ଜଣ ରାଜ୍ୟସଭା ସାଂସଦ
ସଂସଦରେ ହଟ୍ଟଗୋଳ କରିବା ଯୋଗୁ ୧୨ ଜଣ ରାଜ୍ୟସଭା ସାଂସଦଙ୍କୁ ସସପେଣ୍ଡ୍ କରିଛନ୍ତି ବାଚସ୍ପତି । ତିନି କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ ସମୟରେ ସାଂସଦମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିଲେ । ଅଧିବେସନର ଅବଶିଷ୍ଟ କାର୍ଯ୍ୟ ଦିବସ...
ସପ୍ତମ ଦିନରେ ତପସ୍ୱିନୀଙ୍କ ଧାରଣା
କେବେ ଭାଙ୍ଗିବ ତପସ୍ୱିନୀଙ୍କ ତପସ୍ୟା । ବ୍ରହ୍ମପୁର ବ୍ରହ୍ମାନଗରରେ ୭ଦିନ ହେବ ଧାରଣାରେ ବସିଛନ୍ତି ନବବଧୂ ତପସ୍ୱିନୀ । ଗତକାଲି କୋର୍ଟରେ ଶୁଣାଣି ଥିବାବେଳେ ଏସଡିଜେମ ଅନୁପସ୍ଥିତ ଥିବାରୁ ଏହି ଶୁଣାଣି ୨୯ ତାରିଖକୁ ଘୁଞ୍ଚିଥିଲା । କିନ୍ତୁ ୨୯...















