27.1 C
Bhubaneswar
Sunday, November 1, 2026
-Advertisement-

କିଏ ହେବ ଆଇପିଏଲ ୨୦୨୨ର ଚାମ୍ପିୟନ

ଆଜି ଆଇପିଏଲର ଫାଇନାଲ ଟକ୍କର । ଫାଇନାଲ ମହା ମୁକାବିଲାରେ ମୁହାଁମୁହିଁ ହେବେ ଚଳିତ ସିଜନ୍‌ର ଦୁଇ ହେଭିୱେଟ୍ ଟିମ୍। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ୍ ଟକ୍କର । କିଏ ହେବ ଆଇପିଏଲ ୨୦୨୨ର ଚାମ୍ପିୟନ ।...

୨୦୦ ଟପିଲା ମଙ୍କିପକ୍ସ ସଙ୍କ୍ରମିତଙ୍କ ସଂଖ୍ୟା

ଦେଶବ୍ୟାପୀ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ସୁଦ୍ଧା ୨୦ରୁ ଅଧିକ ଦେଶରେ କାୟା ବିସ୍ତାର କଲାଣି ମଙ୍କିପକ୍ସ । ବିଶ୍ୱରେ ମୋଟ୍ ମଙ୍କିପକ୍ସ ସଙ୍କ୍ରମିତଙ୍କ ସଂଖ୍ୟା ୨୦୦ ଟପିଛି । ଏହାରି ଭିତରେ ବଡ ଖବର...

ଡିସେମ୍ବର ସୁଦ୍ଧା ନୂଆ ନମ୍ବର ପ୍ଲେଟ ଲଗାଇବାକୁ ନିର୍ଦ୍ଦେଶ

ଏଣିକି ପୁରୁଣା ଗାଡିରେ ବି ହାଇସିକ୍ୟୁରିଟି ରଜିଷ୍ଟ୍ରେସନ ନମ୍ବର ପ୍ଲେଟ ବାଧ୍ୟତାମୂଳକ । ୨୦୧୯ ମସିହାରୁ ପଞ୍ଜିକୃତ ସମସ୍ତ ଗାଡିରେ ଏହି ନମ୍ବର ପ୍ଲେଟ ବ୍ୟବହାର ହେଉଥିବାବେଳେ ୨୦୧୯ ପୂର୍ବରୁ ପଞ୍ଜିକୃତ ହୋଇଥିବା ପୁୁରୁଣା ଗାଡି ଗୁଡିକରେ ପୁରୁଣା ନମ୍ବର...

ପୁରୀ ୟୁଥ୍ ହଷ୍ଟେଲରେ କ୍ୟାରିଅର କାଉନସେଲିଂ

ନିଜ ଇଛାରେ କାର୍ଯ୍ୟଚୟନ କଲେ ଅଧିକ ସଫଳତା ମିଳିଥାଏ । ପୁରୀ ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ କ୍ୟାରିଅର କାଉନସେଲିଙ୍ଗ ବୈଠକରେ ଅଂଶ ଗ୍ରହଣ କରି ବିଶିଷ୍ଠ ବ୍ୟକ୍ତିମାନେ ଏହା କହିଛନ୍ତି । ସ୍ଥାନୀୟ ୟୁଥ ହଷ୍ଟେଲ ଠାରେ ୟୁନିସେଫ...

ଆୟନ ଖାନଙ୍କୁ କ୍ଲିନ୍‌ଚିଟ୍‌

ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ନେବା ମାମଲାରେ ଆୟନ ଖାନଙ୍କୁ କ୍ଲିନ୍‌ଚିଟ୍ ଦେଇଛି ଏନସିବି । ଶାହାରୁଖ ଖାନଙ୍କ ପୁଅ ଆୟନଙ୍କୁ ଏନସିବି ପକ୍ଷରୁ କ୍ଲିନଚିଟ୍ ମିଳିଛି । ଅର୍ଥାତ ଡ୍ରଗ୍ସ କେସ୍‌ରେ ତାଙ୍କର କୌଣସି ଭୂମିକା ନାହିଁ...

ଅପପ୍ରଚାର ବନ୍ଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବର୍ଷା

ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ହେଉଥିବା ଅପପ୍ରଚାର ବନ୍ଦ କରିବାକୁ ପିଟିସନ ଦାୟର କଲେ ବର୍ଷା । ପିଟିସନରେ ସେ ତାଙ୍କ ସ୍ବାମୀ ସାଂସଦ ଅନୁଭବ ମହାନ୍ତି, ରାଜ୍ୟ...

ପାରାଦୀପରେ ଫାଟିଲା ତେଲ ପାଇପ୍

ପାରାଦୀପରେ ଫାଟିଲା ତେଲ ପାଇପ । ଆଇଓସିଏଲର ତେଲ ପାଇପ ଫାଟିଯିବା ଯୋଗୁ ଅଶୋଧିତ ତେଲ ପ୍ରଚୁର ପରିମାଣରେ ବୋହିବାରେ ଲାଗିଛି । ଆଇଓସିଏଲ ଟାଉନସିପ୍ ନିକଟରେ ଏହି ଘଟଣା ଘଟିଛି । ପାରାଦୀପ-ହଳଦିଆ ପାଇପ ଲାଇନ ଫାଟିଯିବା ଫଳରେ...

ବଢିବ ତାତି, ଗୁଳୁଗୁଳି

୩ ଦିନ ଛଟପଟ କରିବ ଗୁଳୁଗୁଳି । ବଢିବ ଦିନ ତାପମାତ୍ରା । ୩ଦିନରେ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ଦିନ ତାପମାତ୍ରା । ରାଜ୍ୟରେ ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏ ତାତି ବଢିବା ସମ୍ଭାବନା ଅଛି...

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ଜୁନ୍ ୨ ଯାଏଁ ନାମାଙ୍କନ , ୩ରେ ଯାଞ୍ଚ । ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ୍ ୧୩...

ସାଇବର ଥାନାରେ ବର୍ଷାଙ୍କ ଏତଲା

ପୁଣି ଆଉ ଏକ ଏତଲା ଦେଲେ ବର୍ଷା । କଟକ ସାଇବର ଥାନାରେ ବର୍ଷା ଦେଇଛନ୍ତି ଏତଲା । ସୋସିଆଲ ମିଡିଆରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ ହୋଇଥିବା ନେଇ ଏତଲାରେ ଉଲ୍ଲେଖ ରହିଛି । ଅଭିଯୁକ୍ତଙ୍କ ବିରୋଧରେ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...