ନବୀନ ନିବାସ ଆଗରେ ଦଶମ ଛାତ୍ରଛାତ୍ରୀ
ଫରେଷ୍ଟ ପାର୍କ ପାଖରେ ଏକାଠି ହେଲେ । ତା ପରେ ସିଧା ଚାଲିଲେ ନବୀନ ନିବାସ ଆଡକୁ । ପାଖାପାଖି ସତୁରୀ/ଅଶୀ ଜଣ ସ୍କୁଲ ଛାତ୍ରଛାତ୍ରୀ ସ୍କୁଲ ୟୁନିଫର୍ମ ପିନ୍ଧି ନବୀନ ନିବାସ ଆଡେ ଯିବା ଖବର ପହଞ୍ଚିଗଲା ମିଡିଆ...
ଖୁଡିକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ..
ଖୁଡି-ପୁତୁରା ପ୍ରେମରେ ପଡିଲା ରକ୍ତଛିଟା । ଖୁଡିକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ପୁତୁରା । ଜଗତସିଂହପୁର ଥାନା ଅଧିନସ୍ଥ ଏକସୁଧା ଗାଁରେ ଚାଞ୍ଚଲ୍ୟ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡର କାରଣ ଖୋଳତାଡ କରୁଥିବା...
ଟିକା ନେଲେ ବି ସଙ୍କ୍ରମଣ ହେବେ
ଟିକା ନେଲେ ବି କୋଭିଡ ସଙ୍କ୍ରମଣ ହେବାର ସମ୍ଭାବନା ରହିଛି । ତେଣୁ ସବୁ ନିୟମ ପାଳନ କରନ୍ତୁ । ମାସ୍କ ଏବଂ ସାନିଟାଇଜର ବ୍ୟବହାର କରନ୍ତୁ । ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ...
ଛ’ଦିନ ପାଇଁ ଦିଲ୍ଲୀ ଲକ୍ ଡାଉନ୍
ଆଜି ରାତି ଦଶଟାରୁ ଛ'ଦିନ ପାଇଁ ଦିଲ୍ଲୀ ଲକ୍ଉାଉନ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀ ଲକଡାଉନ୍ କରିବାକୁ ଘୋଷଣା କରିଛନ୍ତି । ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲକଡାଉନ୍ ଛଡା ଆଉ କିଛି ବାଟ ନାହିଁ...
ରାତିି ୮ଟାରୁ ଶ୍ରୀମନ୍ଦିର ମନା
ଆଜି ରାତି ୮ଟା ପରଠାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ମନା । ନାଇଟ୍ କର୍ଫ୍ୟୁ ପାଇଁ ଆଜି ରାତି ୮ଟାରୁ ଶ୍ରୀମନ୍ଦିର ଭିତରକୁ ଶ୍ରଦ୍ଧାଳୁ ଯାଇପାରିବେ ନାହିଁ । ରାତି ୮ଟା ୩୦ ସୁଦ୍ଧା ଶ୍ରୀମନ୍ଦିର ପରିସରକୁ ଖାଲି କରାଯିବ ।...
ଆଗ ପଛ କରି ନେଇଗଲା ଦୁଇ ଜୀବନ
ପୁଅ ମୃତ୍ୟୁକୁ ୪ଦିନ ନପୁରୁଣୁ ଆଖି ବୁଜିଦେଲା ମା’ । ପିପିଲିର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରିବାର ଉପରେ ଆଉ ଏକ ବିପତ୍ତି । ପୁଅ ପଛେ ପଛେ ମା’ ବି ଚାଲିଗଲେ । ୪...
୨୪ ତାରିଖ ଠାରୁ କଟକଣା ଲାଗୁ
ଏଣିକି ପ୍ରତ୍ୟେକ ଶନିବାର ଏବଂ ରବିବାର ଦୁଇଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ । ଆସନ୍ତା ୨୪ ତାରିଖ ଠାରୁ ଲାଗୁ ହେବ ଏହି କଟକଣା । କରୋନା...
କଟକ, ଭୁବନେଶ୍ୱର ସହ ସବୁ ସହରାଞ୍ଚଳରେ ଲାଗିଲା କର୍ଫ୍ୟୁ
କରୋନାକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ସବୁ ସହରାଞ୍ଚଳରେ ଆସନ୍ତାକାଲିଠାରୁ ଲାଗୁ ହେବ ନାଇଟ କର୍ଫ୍ୟୁ । ରାତି ନ' ଟାରୁ ସକାଳ ପାଞ୍ଚଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । କଟକ ଓ ଭୁବନେଶ୍ବର...
ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ
କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଦିଲ୍ଲୀରେ ଲାଗିଲା ସପ୍ତାହାନ୍ତ କର୍ଫ୍ୟୁ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗଣମାଧ୍ୟମ ଆଗରେ ଏହି ଘୋଷଣା କରିଛନ୍ତି । ଗୋଟିଏ ଦିନରେ 17 ହଜାର ସଂକ୍ରମିତ ଚିହ୍ନଟ ହେବା ଏବଂ ଦିନକରେ 104...
ରୁପା ଇଟାକୁ କାହିଁକି ଲୁଚାଉଛି ପୋଲିସ
ପୁଣି ଥରେ ପୁରୀ ଏମଆର ମଠରୁ ମିଳିଛି ୪୫ଟି ରୁପା ଇଟା । ମଠର ୪ ନମ୍ବର କଠୋରୀରୁ ଏହି ସବୁ ରୁପା ଇଟା ମିଳିଛି । ମାଟିତଳେ ଏହି ସବୁ ଇଟା ରଖାଯାଇଥିବା ଜଣାପଡିବା ପରେ ଏହାକୁ ଆଜି...
















