28.1 C
Bhubaneswar
Saturday, August 15, 2026
-Advertisement-

ଚା’ ପ୍ରସ୍ତୁତି ବେଳେ ଲିକ୍ ହେଲା ଗ୍ୟାସ୍

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସାଙ୍କରା ଗାଁରେ ଅଗ୍ନିକାଣ୍ଡ । ଗ୍ୟାସ ଲିକ୍ ଯୋଗୁଁ ନିଆଁ ଲାଗି ଜୀଅନ୍ତା ଜଳିଗଲେ ନାବାଳକ । ରୋଷେଇ ଘରେ ଚା’ ତିଆରି କରୁଥିବାବେଳେ ହଠାତ୍ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଥିଲା ।...

ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଆସନ୍ତା ମେ 15 ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି । ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ତେବେ ଶ୍ରୀମନ୍ଦିର ବନ୍ଦ ସମୟରେ ଶ୍ରୀଡୀଉଙ୍କ ନୀତିକାନ୍ତି ସ୍ବାଭାବିକ ଭାବେ ଚାଲୁ ରହିବ...

ସାମ୍ବାଦିକରୁ ପ୍ରଧାନବିଚାରପତି

ଦେଶର ୪୮ ତମ ପ୍ରଧାନବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ୍ ଏନ.ଭି ରମନା । ରାଷ୍ଟପ୍ରତି ରାମନାଥ କୋବିନ୍ଦଙ୍କଠାରୁ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଦେଶର ନୂଆ ପ୍ରଧାନ ବିଚାରପତି । ରାଷ୍ଟ୍ରପତି ଭବନର ଅଶୋକା ହଲରେ ନିର୍ଦ୍ଦିଷ୍ଟ...

କିଏ ହେବେ କଂଗ୍ରେସ ପ୍ରାର୍ଥୀ ?

ଅଜିତ୍‌ଙ୍କ ପରେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ବିଶ୍ୱକେତନ ହରିଚନ୍ଦନ । ପୁରୀ ସେବା ଦଳର ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି ବିଶ୍ୱକେତନ । ତେବେ ରେସ୍‌ରେ ନିଶିକାନ୍ତ ମିଶ୍ର, ପୂର୍ଣ୍ଣ ସ୍ୱାଇଁ ଏବଂ ମାନଓ ଆଚାର୍ଯ୍ୟ...

ସବୁ ଭୋଟରଙ୍କୁ ମିଳିବ ଗ୍ଲୋଭସ

ମେ 13 ତାରିଖ ନୁହେଁ, 16ରେ ପିପିଲି ଉପନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ । ନିର୍ବାଚନ କମିଶନ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ ତାରିଖ ପୁଣିଥରେ ଘୁଞ୍ଚାଇଛନ୍ତି । 13 ତାରିଖରେ ଇଦ ଉଲ ଫିତର ପଡୁଥିବାରୁ କମିଶନ...

କରୋନାରେ ଆଖି ବୁଜିଲେ ସୀତାରାମ ୟେଚୁରୀଙ୍କ ପୁଅ

ସିପିଆଇଏମ ଜେନେରାଲ ସେକ୍ରେଟାରୀ ସୀତାରାମ ୟେଚୁରୀଙ୍କ ବଡପୁଅ ଆଶୀଷ ୟେଚୁରୀଙ୍କର କରୋନାରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 34 ବର୍ଷ ବୟସ ହୋଇଥିଲା । ଗୁରୁଗାଁଓ ମେଦାନ୍ତ ହସପିଟାଲରେ ଦୁଇସପ୍ତାହ ତଳେ ଭର୍ତ୍ତି ହୋଇଥିଲେ ଏବଂ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି...

୫ ମୃତ, ଆଜି ଏହି ଜିଲ୍ଲାରୁ ସର୍ବାଧିକ ପଜିଟିଭ୍

ରାଜ୍ୟରେ ଆଜି କରୋନାରେ ୫ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଗୋଟିଏ ଦିନରେ ୪୮୫୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୮୧୪ ଥିବାବେଳେ ଲୋକାଲ କେସ୍ ରହିଛି ୨୦୩୭ । ମୃତକଙ୍କ ମଧ୍ୟରେ ନୂଆପଡାରୁ ସର୍ବାଧିକ ୨ ଜଣ...

ହାଇଦର ଫେରାର ଘଟଣାରେ ଆଉ ଦୁଇ ଗିରଫ

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ମଙ୍ଗଳାବାଗ ଥାନା ପୋଲିସ ଆଜି ଆଉ ଦୁଇଜଣଙ୍କୁ ଗିରଫ କରିଛି । କନଷ୍ଟେବଳ ମହମ୍ମଦ ମୌସିମ ହାଇଦର ଫେରାର ଦିନ ଡ୍ୟୁଟିରେ ଥିଲା । କର୍ତ୍ତବ୍ୟରେ ଅବହେଳା କରିଥିବା ତଥା ହାଇଦରକୁ ଫେରାର ହେବାରେ...

ଝାଡଖଣ୍ଡରେ ୮ଦିନ ଲକ୍‌ଡାଉନ୍

ପୁଣି ଝାଡଖଣ୍ଡରେ ଫେରିଲା ଲକଡାଉନ୍ । ସାରା ରାଜ୍ୟରେ ୮ଦିନ ପାଇଁ ଲକଡାଉନ୍ ଘୋଷଣା କଲେ ଝାଡଖଣ୍ଡ ସରକାର । ଆସନ୍ତା ଏପ୍ରିଲ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା ହୋଇଛି । ଅତ୍ୟାବଶ୍ୟକ...

ଟ୍ବିଟ୍ କରି ଜଣାଇଲେ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କରୋନା । ଟ୍ବିଟ୍ କରି ନିଜେ ରାହୁଲ ଗାନ୍ଧୀ ସେ କରୋନା ଆକ୍ରାନ୍ତ ବୋଲି ଉଲ୍ଲେଖ କରିଛନ୍ତି । ପୂର୍ବରୁ ସାମାନ୍ୟ ଲକ୍ଷଣ ଥିଲା ଏବଂ କରୋନା ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍ ଆସିଥିବା...
- Advertisement -

Latest article

¿Se pueden tener dos cuentas en Golisimo? Normas sobre duplicados explicadas

ÍndiceLa Política Oficial de Golisimo sobre Múltiples CuentasProcedimiento para Solicitar el Cierre o Fusión de una Cuenta DuplicadaCasos Especiales y Excepciones a la ReglaConsecuencias...

Lucky7 Complaint Response Time Trends

ContentsCommon Issues and Expected Initial Response TimesThe Step-by-Step Process for Submitting a ComplaintFactors That Influence Resolution SpeedWhat to Do If Your Complaint is DelayedBest...

Bonus di Benvenuto Kyngs Deposito Minimo Spiegato

IndiceCos'è il Deposito Minimo per il Bonus di Benvenuto?Guida Passo-Passo per Reclamare il BonusMetodi di Pagamento e Tempi di ElaborazioneTermini e Condizioni Chiave da...