୧୮ ମୃତ, ୨୪୨୩ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଧିରେ ଧିରେ ସଙ୍କ୍ରମଣ କମୁଥିବାବେଳେ ମୃତ୍ୟୁସଂଖା ବଢିବାରେ ଲାଗିଛି । ଆଜି ରାଜ୍ୟରେ ୧୮ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୦୪୦କୁ ବୃଦ୍ଧି ପାଇଛି । କଟକରୁ ୪ , ବାଲେଶ୍ୱର...
୧୬ ମୃତ, ୨୫୪୬ ପଜିଟିଭ୍ ଚିହ୍ନଟ
କରୋନାରେ ଆଜି ୧୬ ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି । ବାଲେଶ୍ୱରରୁ ୪, ଢେଙ୍କାନାଳରୁ ୨ ଆକ୍ରାନ୍ତ ଆଖି ବୁଜିଛନ୍ତି । ଗଜପତି, ପୁରୀ, କୋରାପୁଟ, କଳାହାଣ୍ଡି ,...
ଅବପାତ ରୂପ ନେଲା ଲଘୁଚାପ
ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସଅଷ୍ଟ ଲଘୁଚାପ ଅବପାତରେ ପରିଣତ । ଆଜି ସକାଳ ୫ଟା ୩୦ରେ ଅବପାତ ରୂପ ନେଇଛି ସୃଷ୍ଟ ଲଘୁଚାପ । ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ଗଭୀର ଅବପାତ ସମ୍ଭାବନା ।ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟଣାରୁ ୪୩୦...
ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ
ଆସନ୍ତାକାଲିଠାରୁ ସାରା ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲିଠାରୁ କ୍ରମାଗତ ଭାବରେ ୩ଦିନ ଧରି ବର୍ଷା ହେବା ଯାଏଁ ଅନୁମାନ କରାଯାଇଛି । ପ୍ରଭାବ ଏହାର ବିଶେଷ କରି ଦକ୍ଷିଣ ଏବଂ ଉପକୂଳ...
ସାମନ୍ତରାପୁର ମିଠା ଦୋକାନୀ ହତ୍ୟା ଘଟଣା: ୫ ଗିରଫ
ସାମନ୍ତରାପୁରରେ ମିଠା ଦୋକାନୀଙ୍କୁ ହତ୍ୟା ମାମଲାରେ ମୋଟ୍ ୫ ଗିରଫ ହୋଇଛନ୍ତି । ଆତ୍ମ ସମର୍ପଣ କରିଥିବା ମୁଖ୍ୟ ଅଭିଯୁକ୍ତର ବାପା ମା’ ଓ ଜେଜେ ବାପାଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଦୁଇ ଜଣଙ୍କୁ ମିଶାଇ ମୋଟ୍...
୧୭ ଆକ୍ରାନ୍ତଙ୍କ ମୃତ୍ୟୁ,୨୬୯୭ ପଜିଟିଭ୍ ଚିହ୍ନଟ
କରୋନାରେ ଆଜି ଯାଇଛି ୧୭ ଜୀବନ । ଖୋର୍ଦ୍ଧା ଜିଲ୍ଲାରୁ ୪ ଓ ବାଲେଶ୍ୱର ଜିଲ୍ଲାରୁ ୩ ଜଣc ଜୀବନ ନେଇଛି ମହାମାରୀ କରୋନା । ପୁରୀ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ।...
ବାଲେଶ୍ୱର, ତିର୍ତ୍ତୋଲ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଆଜି ବିଦ୍ଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ । ଆସନ୍ତା ୧୬ ତାରିଖରେ ନାମାଙ୍କନର ଶେଷ ତାରିଖ...
ଦମ୍ ଦେଖାଇଲା ସୋସିଆଲ ମିଡିଆ
ଆପଣ ହାତରେ ଯେଉଁ ମୋବାଇଲ ଫୋନ୍ ଧରିଛନ୍ତି । ତାର ପାୱାର କେତେ ଆପଣ କେବେ ଭାବିଛନ୍ତି । ତାହେଲେ ଶୁଣନ୍ତୁ । ଜଣେ ବୃଦ୍ଧ ବ୍ୟକ୍ତି ଯିଏକି ତାଙ୍କ ସ୍ତ୍ରୀଙ୍କ ସହିତ ଗୋଟେ ଛୋଟ ଢାବା କରିଛନ୍ତି...
ସାହିତ୍ୟ ପାଇଁ ନୋବେଲ୍
ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଆମେରିକା କବୟତ୍ରୀ ଲୁଇସ ଗ୍ଲୁକଙ୍କୁ ଚଳିତବର୍ଷ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । 1943ରେ ନ୍ୟୁୟର୍କରେ ଜନ୍ମ ଗ୍ରହଣ କରିଥିବା ଗ୍ଲୁକଙ୍କ ପ୍ରଥମ ପୁସ୍ତକ...
ବିସ୍ଫୋରଣରେ ମୃତାହତଙ୍କୁ ମିଳିବ ସହାୟତା
ପେଟ୍ରୋଲ ଟାଙ୍କି ବିସ୍ଫୋରଣରେ ମୃତାହତଙ୍କୁ ମିଳିବ କ୍ଷତିପୂରଣ ।ସହାୟତା ଘୋଷଣା କଲା ଇଣ୍ଡିଆନ ଅଏଲ କର୍ପୋରେସନ । ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କା । ଗୁରୁତର ଆହତଙ୍କକୁ ୪ ଲକ୍ଷ ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା...















