ପାରାଦୀପ : କୋଭିଡ ମହାମାରି ସମୟରେ ସମସ୍ତେ ହା ହା କାର କରୁଥିବା ବେଳେ ସହଯୋଗର ହାତ ବଢାଇଛନ୍ତି ପାରାଦୀପ କିନ୍ନର ସଂଘ । ଗରିବ, ଅସହାୟ ଏବଂ ରାସ୍ତାକଡରେ ଜୀବନ ବିତାଉଥିବା ଲୋକଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଛନ୍ତି ପାରାଦୀପ କିନ୍ନର ସଂଘ । କିନ୍ନର ମହାସଂଘର ସଭାପତି ରାଧା ସ୍ବାଇଁ ଓ ଅନ୍ୟ ସଦସ୍ୟମାନେ ମିଶି ଏହି ମହତ କାର୍ଯ୍ୟ କରିଛନ୍ତି । ଏଥିସହିତ କରୋନା କବଳରୁ କିଭଳି ବର୍ତ୍ତିପାରିବେ, ସେଥିପାଇଁ ଲୋକଙ୍କୁ ସଚେତନ କରାଇଛନ୍ତି । (ରିପୋର୍ଟ : ପ୍ରଭାସ କୁମାର ସାହୁ)

LEAVE A REPLY

Please enter your comment!
Please enter your name here