35.1 C
Bhubaneswar
Tuesday, March 4, 2025
-Advertisement-

ମୁମ୍ବାଇ: କ୍ରିଷ୍ଟାଲ ଟାୱରରେ ଅଗ୍ନିକାଣ୍ଡ

ମୁମ୍ବାଇର ପରେଲ ସ୍ଥିତ କ୍ରିଷ୍ଟାଲ ଟାୱାରର ୧୨ ମହଲାରେ ଭୟାବହ ଅଗ୍ନିକାଣ୍ଡ । ୨୦ଟି ଅଗ୍ନିଶମ ଗାଡି ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ୧୨ ମହଲାରେ ରହୁଥିବା ଲୋକଙ୍କୁ କ୍ରେନ ସାହାର୍ଯ୍ୟରେ ଉଦ୍ଧାର କରାଯାଇଛି ।...

ପାଟଣାଗଡ଼ ପାର୍ସଲ ବୋମା ଘଟଣା : ପୁଞ୍ଜିଲାଲଙ୍କ ବିରୋଧରେ 300 ପୃଷ୍ଠାର ଚାର୍ଜସିଟ୍ ଦାଖଲ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି । ପାଟଣାଗଡ଼ ଏସ୍‌ଡିଜେଏମ କୋର୍ଟରେ ୩ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି  କ୍ରାଇମ୍‌ ବ୍ରାଞ୍ଚ । ଏହି ଚାର୍ଜସିଟରେ ୭୨ଜଣ ସାକ୍ଷୀ ଓ...

ବଦଳିଲେ ସାତଟି ରାଜ୍ୟର ରାଜ୍ୟପାଳ

କେନ୍ଦ୍ର ସରକାରଙ୍କ ଦ୍ୱାରା ମଙ୍ଗଳବାର ସାତଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାତଟି ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ସତ୍ୟପାଲ ମଲ୍ଲିକ ଜମ୍ମୁ ଓ କାଶ୍ମୀରର ନୂଆ ରାଜ୍ୟପାଳ ଭାବେ...

ହାର୍ଦ୍ଦିକଙ୍କ ଅନଶନରେ ଲାଗିଲା ଗ୍ରହଣ, ସରକାର ଲଗାଇଲେ 144 ଧାରା

ପାଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଦ୍ୱାରା 25 ଅଗଷ୍ଟକୁ ଆରମ୍ଭ ହେବାକୁ ଥିବା ଅନିଶ୍ଚିତକାଳୀନ ଅନଶନରେ ଲାଗିଲା ଗ୍ରହଣ । ଅପିଲ୍ ସତ୍ତ୍ୱେ ସରକାର ହାର୍ଦ୍ଦିକ ପଟେଲଙ୍କୁ ଅହମ୍ମଦାବାଦର ନିକୋଲ ଅଞ୍ଚଳରେ ଅନଶନ କରିବା ପାଇଁ ଅନୁମତି ଦେଲେନାହିଁ ।...

ନଦୀରେ ଗାଡ଼ି ଓଲଟି 11 ଜଣଙ୍କ ମୃତ୍ୟୁ

ଜାମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାର ଚେନାବ ନଦୀରେ ତୀର୍ଥଯାତ୍ରୀ ଗାଡ଼ି ଓଲଟି ୧୧ ଜଣଙ୍କର ମୃତ୍ୟୁ ହୋଇଛି ।  ମଶେଲ୍‌ ତୀର୍ଥଯାତ୍ରାରୁ ଫେରିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । 11ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ବର୍ଷର ଶିଶୁକୁ...

‘ଅଟଳ ନଗର’ ନାଁ ରେ ନୂଆ ପରିଚୟ ପାଇଲା ଛତିଶଗଡ଼ର ନୂଆ ରାୟପୁର

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ସମ୍ମାନ ଦେଇ ନୂଆ ରାୟପୁରକୁ ‘ଅଟଳ ନଗର’ ନାମରେ ନାମିତ କରାଯିବ ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ । ନ୍ୟୁ ରାୟପୁର ସହର ଛତିଶଗଡ଼ର ରାଜଧାନୀ  ହେବାର ପ୍ରସ୍ତାବ...

ହକି ବିଶ୍ୱକପ ମହାକୁମ୍ଭ:ସୁରକ୍ଷା ପାଇଁ ୮୦ ପ୍ଲାଟୁନ ପୋଲିସ

ଆସନ୍ତା ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ବିଶ୍ୱ ହକି କପ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱ ହକି କପର ସୁରକ୍ଷାକୁ ନେଇ ଦ୍ୱିତୀୟ ସମୀକ୍ଷା ବୈଠକ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ...
video

ଡେଲିଭରି ବୟଙ୍କ କାରନାମା !

ଚୀନରେ ଏଭଳି ଏକ ଅଜବ ପ୍ରକାର ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ. ଘଟଣା ହେଲା ଡେଲିଭରି ମଙ୍କର ‘ଆହାର ମୁହଁରେ ପାହାର’ ଦେବା ଭଳି କାର୍ଯ୍ୟ. ଆଜ୍ଞା ହଁ,ଭଲଭାବେ ଦେଖନ୍ତୁ ଏହି ଭିଡିଓଟିକୁ....

କଂଗ୍ରେସ କସରତ : କାହାକୁ ପ୍ରାର୍ଥୀ କଲେ ନିର୍ବାଚନ ଜିତିବ କଂଗ୍ରେସ

ରାଜ୍ୟ କଂଗ୍ରେସର ଦୁଇଦିନ ଧରି ମାରାଥନ ବୈଠକ ବସିବା ପରେ ମଙ୍ଗଳବାର ପ୍ରସ୍ତୁତ କରାଯାଇଛି ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଗାଇଡ ଲାଇନ.  ଅମାନତ ହରାଇଥିବା ପ୍ରାର୍ଥି ଟିକଟ ପାଇବାର ପ୍ରଶ୍ନ ଉଠୁନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିବା ନିରଞ୍ଜନ ଦୋଷୀ...

ମୁଡ୍ ଅଫ ଦି ନେସନ: ଘଣ୍ଟି ବାଜିଯିବ କି ବିଜେପିର !

ସାଧାରଣ ନିର୍ବାଚନ ପୂର୍ବରୁ କଣ ରହିଛି ଦେଶବାସୀଙ୍କ ମୁଡ୍ ? କାହା ସପକ୍ଷରେ ଅଛନ୍ତି ଦେଶବାସୀ ? ଏହାକୁ ନେଇ କରାଯାଇଥିବା ସର୍ଭେ "ମୁଡ୍ ଅଫ ଦି ନେସନ" ରିପୋର୍ଟ ପ୍ରକାଶ ପାଇଛି. ଏଥିରେ ଆସନ୍ତା ସାଧାରଣ ନିର୍ବାଚନ ବିଜେପି...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...